Jyotish Shastra- ଶେଷ ହେଲା ଦୁଃଖର ଦିନ ! ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଏହି 6 ଟି ରାଶିରେ ପଡିଲା ଶନିଙ୍କ କୃପା ଦୃଷ୍ଟି, ବଦଳିଯିବ ଭାଗ୍ୟ

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ଅଛି ଯାହା ପ୍ରତେକ ବ୍ୟକ୍ତିଙ୍କର ଅଲଗା ଅଲଗା ହୋଇଥାଏ । ପ୍ରତେକ ରାଶି ସହ ବ୍ଯକ୍ତିର ଭାଗ୍ୟ ଯୋଡି ହୋଇ ରହିଥାଏ । ପ୍ରତେକ ରାଶିର ମହତ୍ଵ ଅଲଗା ଅଲଗା ହୋଇଥାଏ । ସେହିପରି ରାଶିର ସ୍ଵାମୀ ଗ୍ରହ ମଧ୍ୟ ଅଲଗା ଅଲଗା ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଶନିଦେବ ଏହି ରାଶି ଉପରେ ଆଗାମୀ ୨୧ ବର୍ଷ ଯାଏଁ କୃପା ବର୍ଷାଇବେ ।

ଏହି ରାଶିଙ୍କ ଜୀବନରେ ଶନିଦେବଙ୍କ କୃପାରୁ ଅନେକ ସାରା ଖୁସି ଆସିବାକୁ ଯାଉଛୁ । ଶନିଦେବ କର୍ମର ଦେବତା ଅଟନ୍ତି । କଳିଯୁଗର ଦେବତା ହେଉଛନ୍ତି ଶନିଦେବ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ମେଷ ରାଶି : ଏହି ରାଶିର ଖରାପ ସମୟ ଏବେ ଶେଷହୋଇସାରିଛି । ଆପଣଙ୍କ ଉପରେ ଶନିଦେବ ନିଜର କୃପା ଦ୍ରୁଷ୍ଟି ରଖିବେ । ଆପଣଙ୍କୁ ମାନ ସମାନର ପ୍ରାପ୍ତି ହେବ ।

ଆଗାମି ସମୟରେ ଆପଣଙ୍କୁ ସଫଳତା ହାସିଲ ହେବାର ଯୋଗ ଅଛି । ଏହା ସହ ସ୍ୱାସ୍ଥ୍ୟ ସମ୍ବଧିତ ସମସ୍ଯାରୁ ମୁକ୍ତି ମିଳିବ । ନିଜର ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ । କର୍କଟ ରାଶି : ଆପଣଙ୍କ ଉପରେ ଶନି ମହାରାଜଙ୍କ କୃପା ଦ୍ରୁଷ୍ଟି ଲଗାତାର ଭାବରେ ରହିବ । ଆପଣଙ୍କର ଜୀବନରେ ଯାହା ବି ସମସ୍ଯା ରହିଥିଲା ତାହା ଦୂର ହେବାକୁ ଯାଉଛି । ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ । ବନ୍ଧୁଙ୍କ ଠାରୁ ଲାଭ ମିଳିପାରେ । ଗୁରୁଜନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ ।

ବିଛା ରାଶି : ଏହି ରାଶିର ଲୋକଙ୍କୁ ଆଗାମୀ ସମୟରେ ମନ ଚାହୁଁଥିବା ଚାକିରି ମିଳିବ । ଲୋକଙ୍କର ଅଟକି ରହିଥିବା କାର୍ଯ୍ୟ ଆଗାମୀ ସମୟରେ ପୂରଣ ହେବ  । ଆପଣଙ୍କ ଜୀବନରେ ଆଗକୁ ଆସୁଥିବା କଷ୍ଟ ଦୂର ହୋଇଯିବ । ଆପଣଙ୍କୁ ଜୀବନରେ ସଫଳତା ପାଇବାରୁ କେହିବି ଅଟକାଇ ପାରିବେ ନାହି ।

ଧନୁ ରାଶି : ଧନୁ ରାଶିର ବ୍ୟକ୍ତିଙ୍କ ଉପରେ ଶନିଦେବ ଖୁସି ପୂର୍ଣ୍ଣ ରହିବେ । ଖାସ କରି ଯେଉଁ ମାନେ ବ୍ୟାପାର କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ବେପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ଅଛି । ଆପଣଙ୍କୁ ଆଗାମୀ ସମୟରେ ସଫଳତାର ଅନେକ ପ୍ରକାରର ମାର୍ଗ ପ୍ରାପ୍ତ ହେବ । ଧନ ଜନିତ ସମସ୍ଯା ଦୂର ହେବ ।

କୁମ୍ଭ ରାଶି : ଆପଣଙ୍କୁ ଶନି ମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ । ଜୀବନର ବାଧା ଗୁଡିକ ଦୂର ହେବ । ଖାସ କରି ଯେଉଁ ମାନେ ପ୍ରେମ କ୍ଷେତ୍ରରେ ଅଛନ୍ତି ସେମାନଙ୍କର ପ୍ରେମ ବିବାହ ହେବାର ସମ୍ଭାବନା ରହିଛି । ଆପଣଙ୍କ ଦ୍ଵାରା କରାଯାଇଥିବା ଚେଷ୍ଟା ବହୁତ ଜଲ୍ଦି ସଫଳ ହେବ । ଆର୍ଥିକ ସ୍ଥିତି ମଜ୍ବୁତ ରହିବ ।

ତୁଳା ରାଶି : ଆପଣଙ୍କୁ କୌଣସି ନିବେଶରୁ ଲାଭ ମିଳିବାର ସଂପୂର୍ଣ୍ଣ ସମ୍ଭାବନା ରହିଛି । ବହୁତ ଦିନରୁ ଅଟକି ରହିଥିବା ଟଙ୍କା ପଇସା ଫେରି ପାଇବେ । ଘର ପରିବାରରେ ସୁଖ ଶାନ୍ତି ରହିବ । ବିଦ୍ୟାର୍ଥୀଙ୍କ ପାଇଁ ବହୁତ ଶୁଭ ସମୟ ସାବ୍ଯସ୍ତ ହେବ । ବହୁତ ଜଲ୍ଦି ଚାକିରି ମିଳିବାର ସମ୍ଭାବନା ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *