ଲୁଣର ଏହି ଉପାୟ କରିବା ଦ୍ଵାରା ଆପଣ ବି ବନିପାରନ୍ତି ଧନୀ ! ତେବେ ଚୁପଚାପ ଲୁଣର ଏହି ଉପାୟ କରି ଦେଖନ୍ତୁ… Vastu Shastra

ବନ୍ଧୁଗଣ, ଲୁଣ ସମସ୍ତଙ୍କ ଘରେ ଅତି ସହଜରେ ମିଳିଯାଇଥାଏ । ସାଧାରଣତ ଖାଦ୍ୟ ଖାଇଲା ବେଳେ ଲୁଣ କମ ହେଲେ ତାହା ସ୍ଵାଦିଷ୍ଠ ଲାଗି ନଥାଏ । ଅଳ୍ପ ଟିକିଏ ଲୁଣ ଆପଣଙ୍କ ଖାଦ୍ୟ କୁ ସ୍ଵାଦିଷ୍ଠ ବନାଇ ଦେଇଥାଏ । ମାନ୍ୟତା ରହିଅଛି ଯେ ଲୁଣ ରେ ନକାରାତ୍ମକ ଊର୍ଜା କୁ ସମାପ୍ତ କରିବାର ଶକ୍ତି ରହିଅଛି । ବିଜ୍ଞାନ ଅନୁଯାୟୀ ଲୁଣ ଘରେ ସକାରତ୍ମକ ଊର୍ଜା ର ସଂଚାର ଅତି ଶୀଘ୍ର କରିଥାଏ । କୁହାଯାଏ ଯେ ଯେଉଁଠାରେ ଲୁଣ ନାହିଁ ସେଠାରେ ଭୁତ ପ୍ରେତ ବାସ କରିଥାନ୍ତି । ଏହିଭଳି ଘରେ ସୁଖ ସମୃଦ୍ଧି ମଧ୍ୟ ନଥାଏ ।

ଏହିଭଳି କ୍ଷେତ୍ରରେ ଆମ୍ଭେ ମାନିଥାଉ ଯେ ଲୁଣ ର ଏହି ଉପାୟ କରିବା ଦ୍ଵାରା ସବୁଠାରୁ ବ୍ୟକ୍ତି ଧନବାନ ହୋଇଯାଇଥାଏ । ଆସନ୍ତୁ ବର୍ତମାନ ଜାଣିବା ଲୁଣ ର ଏହି ଉପାୟ ଯାହା ରାତାରାତି ଆପଣଙ୍କ କିଶ୍ମତ କୁ ବଦଳାଇଦେବ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଲୁଣ ରେ ଗୋଟିଏ ଅଲଗା ପ୍ରକାରର ଆକର୍ଷଣ ହୋଇଥାଏ । ଏଥି ନିମନ୍ତେ ଲୁଣ ର ପ୍ରୟୋଗ ମନ୍ତ୍ର ତନ୍ତ୍ର ରେ ମଧ୍ୟ କରାଯାଇଥାଏ ।

କୁହାଯାଏ ଯେ ଲବଣ ନକାରାତ୍ମକ ଊର୍ଜା କୁ ନଷ୍ଟ କରି ସକାରତ୍ମକ ଊର୍ଜା କୁ ନିଜ ଆଡକୁ ଆକର୍ଷଣ କରିଥାଏ । କିଛି ଲୋକ ବଶୀକରଣ ନିମନ୍ତେ ଲୁଣ ର ବହୁତ ଉପଯୋଗ କରିଥାନ୍ତି । ତନ୍ତ୍ର ଅନୁଯାୟୀ ଲୁଣ କୁ ଯଦି ଉଚିତ ତନ୍ତ୍ର ମନ୍ତ୍ର ସହିତ ପ୍ରୟୋଗ କରାଯାଏ ତେବେ ଏହା ରାତାରାତି ଆପଣଙ୍କୁ ଧନବାନ ବନାଇ ଦେଇଥାଏ ।

୧- ଲୁଣ ଏବଂ କାଚ ଉଭୟ ରାହୁ କେତୁ ଅଟନ୍ତି । ଏଣୁ ଯଦି ଆପଣ ଲୁଣ କୁ କାଚ ପାତ୍ର ରେ ଭରି ଶୌଚଳୟ ସ୍ନାନ ରେ ରଖିବେ ତେବେ ସେଠାରୁ ନକାରାତ୍ମକ ଊର୍ଜା ର ନାସ ହୋଇଥାଏ । ଏହାସହିତ ଏହି ଉପାୟ ଦ୍ଵାରା ସେଠାରୁ ବିଭିନ୍ନ ପ୍ରକାରର କୀଟାଣୁ ନଷ୍ଟ ହୋଇଯାଆନ୍ତି ।

୨- ଲୁଣ ଦ୍ଵାରା ଘର ପୋଛା ଲଗାଇବା ଦ୍ଵାରା ଏହି ଉପାୟ ଆପଣଙ୍କୁ ମାଲାମାଲ କରିଥାଏ । ଯଦି ଆପଣ ଘରେ ପୋଛା ଲଗାଉଛନ୍ତି ତେବେ ଆପଣ ସେଥିରେ କିଛି ଲୁଣ ମିଶାଇ ଦିଅନ୍ତୁ । ୧ ହପ୍ତା ମଧ୍ୟରେ ୧ ରୁ ୨ ଥର ଲୁଣ ମିଶାଇ ଘର ସଫା କରନ୍ତୁ । ଆପଣଙ୍କୁ ଧନର ପ୍ରାପ୍ତି ଅବଶ୍ୟ ହୋଇଥାଏ । ଏହି ଲୁଣ ସମସ୍ତ ଘର କୁ ସକାରତ୍ମକ ଊର୍ଜା ରେ ଭରିଦେଇଥାଏ । ଘରର ଉନ୍ନତି ନିମନ୍ତେ ଲୁଣ ରେ ପୋଛା ଅବଶ୍ୟ ଲଗାଇବା ଆବଶ୍ୟକ । କାରଣ ସକାରତ୍ମକ ଊର୍ଜା ମାତା ଲକ୍ଷ୍ମୀ ଙ୍କୁ ମଧ୍ୟ ଘରେ ପ୍ରବେଶ କରିବା ନିମନ୍ତେ ଆକର୍ଷଣ କରିଥାଏ ।

୩- ଲୁଣ କୁ ଗୋଟିଏ କାଚ ପାତ୍ର ରେ ଭର୍ତି କରି ସେଥିରେ ୪ ରୁ ୫ ଲବଙ୍ଗ ପକାଇ ରଖନ୍ତୁ ଏଭଳି କରିବା ଦ୍ଵାରା ଆପଣଙ୍କ ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇ ରହିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *