ପର୍ସରେ ଚୁପଚାପ କାହାକୁ କିଛି ନକହି ରଖି ଦିଅନ୍ତୁ ଏହି ଜିନିଷ ! ଧନର ଅଭାବ କେବେ ହେବନି… Baya Gita Tips

ବନ୍ଧୁଗଣ ସମସ୍ତଙ୍କ ଖୁସିରେ ରହିବାର ଇଛା ରହିଥାଏ । ଘରେ ସୁଖ, ସମୃଦ୍ଧି କିଏ ଅବା ଚାହିଁନଥାଏ । ତେବେ ପାଖରେ ଯଦି ଧନ ରହିଥାଏ । ତେବେ ଆମକୁ ଆମ ଦରକାରୀ ସବୁ ଜିନିଷ ମଧ୍ୟ ମିଳିଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେ ଆପଣ କିଭଳି ଭାବେ ନିଜର ଆର୍ଥିକ ସ୍ଥିତିକୁ ସବୁବେକେ ଭଲ କରି ରଖିବେ । ନିଜ ପର୍ସରେ ଏବଳ ଏହି ଗୋଟିଏ ଜିନିଷ ରଖି ଆପଣ ମଧ୍ୟ ନିଜର ଆର୍ଥିକ ସ୍ଥିତିକୁ ମଜଭୁତ କରି ରଖିପାରିବେ । ତେବେ ପର୍ସରେ କେଉଁ କେଉଁ ଜିନିଷ ରଖିବା ଦ୍ଵାରା ଶୁଭ ହୋଇଥାଏ ଏଠାରେ ଜାଣନ୍ତୁ ।

1- ଆପଣ ଏକ ରକ୍ଷାସୂତାକୁ ଆଣି ସେଥିରେ 7 ଟି ଗଣ୍ଠି ପକାଇ ତାହାକୁ ପ୍ରଭୁ ଗଣେଶଙ୍କ ପାଖରେ ରଖି ସୋମବାର ଦିନ ପୂଜା କରନ୍ତୁ । ତାପରେ ସେହି ରକ୍ଷାସୂତାକୁ ଆଣି ନିଜ ପର୍ସରେ ମୁଣ୍ଡିଆ ମାରି ରଖନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କୁ କେବେବି କୌଣସି ବଡ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିନଥାଏ ।

2- ଆପଣ ଏକ ନାଲି କାଗଜରେ ଓମ୍ ଲେଖି ତାହାକୁ ଆପଣ ନିଜ ପର୍ସରେ ରଖନ୍ତୁ । ଏହି ଉପାୟକୁ ମଧ୍ୟ ଆପଣ ସୋମବାର ଦିନ କରିପାରିବେ । ଏହା ମଧ୍ୟ ଆପଣଙ୍କ ଆର୍ଥିକ ସ୍ଥିତିକୁ ଭଲ ରଖିବାରେ ବହୁତ ସାହାଜ୍ଯ କରିଥାଏ ।

3- ଅରୁଆ ଚାଉଳର 7 ଟି ଦାନା ନିଅନ୍ତୁ । ତାପରେ ସେହି ଅରୁଆ ଚାଉଳକୁ ନେଇ ନିଜ ଘରର ଠାକୁର ଘରେ ନେଇ ରଖନ୍ତୁ । ତାପରେ ସେହି ଚାଉଳକୁ ଧୂପଦୀପ ଦେଇ ପୂଜା କରନ୍ତୁ । ସେହି ପୂଜା ହୋଇଥିବା 7 ଟି ଚାଉଳକୁ ଆଣି ନିଜ ପର୍ସରେ ଏକ କାଗଜରେ କିମ୍ବା କପଡାରେ ରଖନ୍ତୁ । ଏହି ଉପାୟ ଭକ୍ତିର ସହ କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ଆପଣଙ୍କ ଉପରେ ସବୁବେଳେ ରହିଥାଏ ।

4-  ସୋମବାର ଦିନ ପ୍ରଭୁ ଗଣେଶଙ୍କର ଏକ ଫୋଟ ଆଣି ନିଜ ପର୍ସରେ ରଖିବା ଦ୍ଵାରା ମଧ୍ୟ ବହୁତ ମଙ୍ଗଳକାରୀ ହୋଇଥାଏ । ପ୍ରଭୁଙ୍କ ଆଶ୍ରୀବାଦରୁ ଆପଣଙ୍କର ସବୁବେଳେ ମଙ୍ଗଳ ହୋଇଥାଏ ।

5- ନିଜ ପର୍ସରେ ଆପଣ ସୋମବାର ଦିନ ଏକ ରୁଦ୍ରାକ୍ଷ ଆଣି ମଧ୍ୟ ରଖିପାରିବେ । ଏହା ଦ୍ଵାରା ଭଗବାନ ମହାଦେବଙ୍କର କୃପା ଆପଣଙ୍କୁ ପ୍ରାପ୍ତ ହୋଇପାରେ । ଆପଣଙ୍କର ଆର୍ଥିକ ସ୍ଥିତି ଯେତେ ବି ଖରାପ ରହିଥାଉ । ପ୍ରଭୁ ଭୋଳାନାଥଙ୍କ କୃପାରୁ ଧୀରେ ଧୀରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବାକୁ ଲାଗିଥାଏ ।

ତେବେ ଉପୋରୋକ୍ତ ଏହି ସବୁ ଜିନିଷ ମଧ୍ୟରୁ କୌଣସି ଜିନିଷକୁ ମଧ୍ୟ ବିଶ୍ବାସର ସହ ନିଜ ପର୍ସରେ ମୁଣ୍ଡିଆ ମାରି ରଖନ୍ତୁ । ଏହା ବହୁତ ମଙ୍ଗଳକାରୀ ହୋଇଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟିଏ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *