ମାତ୍ର 5 ଟଙ୍କାର ଏହି ଜିନିଷ କେଶ ଝଡିବା କରିଦେବ ବନ୍ଦ, କେଶ ମୂଳରୁ ହେବ ମଝବୁତ ଓ ଲମ୍ବା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ହେଉଛି ସୌନ୍ଦର୍ଜ୍ୟର ଅନ୍ୟ ଏକ ବିଶେଷତ୍ଵ । ତେଣୁ ସମସ୍ତେ ନିଜ କେଶକୁ ଘନ, କଳା ଓ ସୁନ୍ଦର କରିବାକୁ ଇଛା କରିଥାନ୍ତି । ତେବେ ସୁନ୍ଦର କେଶ କରିବା ପାଇଁ ଆମକୁ ଏକ ଘରୋଇ ଉପଚାର ବିଷୟରେ ଜାଣିବାକୁ ହେବ । ତାପରେ ସେହି ଉପଚାରକୁ ପ୍ରସ୍ତୁତ କରି ନିଜ କେଶରେ ଲଗାଇଲେ । କେଶ ନିହାତି ଭାବରେ ମଜଭୁତ ହୋଇବା ସହ କେଶ ଝଡିବା ମଧ୍ୟ କମିଯିବ ।

ତେବେ ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୪ ଟି ସାମଗ୍ରୀର ଆବଶ୍ୟକତା ରହିଛି । ତାହା ହେଉଛି ପାନ, ରଶୁଣ, ମେଥି ଓ ନଡିଆ ତେଲ । ତେବେ ଆପଣ ଯଦି ୨୦୦ ଗ୍ରାମର ତେଲ ପ୍ରସ୍ତୁତ କରିବେ । ତେବେ ସେଥିପାଇଁ ଆପଣଙ୍କୁ ୨ ଟି ପାନ ଦରକାର ପଡିବ । ତେବେ ଆପଣ ପ୍ରଥମେ ୨ ଟି ପାନ ଆଣି ତାହାକୁ ଧୋଇ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ପାନକୁ ଟିକି ଟିକି କରି କାଟି ଦିଅନ୍ତୁ ।

ତାପରେ ଏକ ପାତ୍ରରେ ଆଣି ସେହି କତଯାଇଥିବା ପାନକୁ ରଖନ୍ତୁ । ତାପରେ ସେଥିରେ ୨ ରୁ ୩ ଚାମଚ ମେଥି ମିଶାନ୍ତୁ । ତାପରେ ସେଥିରେ ୩ ରୁ ୪ ଟି ରଶୁଣ କୋଲାକୁ କାଟି ତାହାକୁ ମଧ୍ୟ ସେହି ତେଲରେ ମିଶାନ୍ତୁ । ଏହି ସବୁ ସାମଗ୍ରୀରେ ୨୦୦ ଗ୍ରାମ ନଡିଆ ତେଲ ମଧ୍ୟ ମିଶାଇ ଦିଅନ୍ତୁ । ଆପଣ ଚାହିଁଲେ ଯେଉଁ ତେଲ ବ୍ୟବହାର କରୁଥିବେ ।

ସେହି ତେଲକୁ ମଧ୍ୟ ନଡିଆ ତେଲ ପରିବର୍ତ୍ତେ ବ୍ୟବହାର କରିପାରିବେ ।  ତାପରେ ଗ୍ଯାସ ଲଗାଇ ସେଥିରେ ଏହି ପାତ୍ରକୁ ବସାନ୍ତୁ । ତାପରେ କିଛି ସମୟ ପର୍ଯ୍ୟନ୍ତ ତେଲକୁ ଧିମା ଆଞ୍ଚରେ ଗରମ କରି ଦିଅନ୍ତୁ । କିଛି ସମୟ ପର୍ଯ୍ୟନ୍ତ ତେଲ ଗରମ କରିସାରିବା ପରେ ଯେତେବେଳେ ଦେଖିବେ ତେଲର ରଙ୍ଗ କିଛି ପରିବର୍ତ୍ତନ ହେବାକୁ ଲାଗିବ ।

ତାପରେ ଏହାକୁ ଗ୍ଯାସରୁ କାଢି ତଳକୁ ନେଇ ଆସିବେ । ତାପରେ ଯେକୌଣସି ପାତ୍ରରେ ଏହି ତେଲକୁ ଛାଣି ଷ୍ଟୋର କରି ରଖିପାରିବେ । ତାପରେ ଏହାକୁ ସପ୍ତାହରେ ୧ ରୁ ୨ ଥର ପ୍ରୟୋଗ କରିପାରିବେ । ଏହି ତେଲକୁ କେଶ ମୂଳ ଠାରୁ ଆରମ୍ଭ କରି କେଶର ଅଗ ପର୍ଯ୍ୟନ୍ତ ଭାବରେ ଲଗାଇ ଦେବେ ।

ତାପରେ କିଛି ଘଣ୍ଟା ରଖି କେଶକୁ କୌଣସି ଭଲ ସାମ୍ପୁ ସହାୟତାରେ ଧୋଇ ସଫା କରିଦେବେ । ଦେଖିବେ ଏହିପରି କିଛି ସପ୍ତାହ କରିବା ପରେ ଆପଣଙ୍କୁ ନିହାତି ଭାବରେ କେଶରେ ଭଲ ପରିବର୍ତ୍ତନ ଦେଖିବାକୁ ମିଳିବ । କେଶ ଝଡିବା କମ୍ ହେବା ସହିତ କେଶ ଘନ, କଳା ଓ ସୁନ୍ଦର ହୋଇଯିବ । ତେବେ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *