ଏହି 5 ଟି ନାମର ପୁଅଙ୍କୁ ବିବାହ କଲେ ଜୀବନ ସାରା ପସ୍ତେଇବେ…Baya Gita tips

ଏହି 5 ଟି ନାମର ପୁଅକୁ ବିବାହ କରିଲେ ପଛରେ ପସ୍ତେଇବେ ! ସବୁ ଝିଅଙ୍କୁ ଗୋଟେ ଏମିତି ପୁଅ ଜୀବନସାଥି ରୂପେ ଦରକାର ହୋଇଥାଏ । ଯାହା ସହ ସେ ଜୀବନ ସାରା ଖୁସିରେ ରହିପାରିବ । ହେଲେ କିଛି ପୁଅଙ୍କୁ ଝିଅ ମାନଙ୍କର ଚିହ୍ନିବା ବେଳେବେଳେ ଭୁଲ ହୋଇଯାଇଥାଏ । ତେଣୁ ଏପରି ସ୍ତଳରେ ସେହି ଝିଅ ମାନେ ବିବାହ ପରେ ହଇରାଣରେ ପଡିଥାନ୍ତି । ତେବେ ଏଭଳି 5 ଟି ନାମର ପୁଅଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନଙ୍କୁ ଝିଅ ମାନେ ବିବାହ କରିଲେ ପରେ ହଇରାଣରେ ପଡିଥାନ୍ତି ।

C; – ଏହି ନାମର ପୁଅ ନିଜ ରାଗକୁ ଅତି ସହଜରେ କଣ୍ଟ୍ରୋଲ କରିପାରନ୍ତି ନାହିଁ । ଯେତେବେଳେ କୌଣସି କାରଣରୁ ଏମାନେ ରାଗିଯାଇଥାନ୍ତି । ସେମାନେ ଅନେକ ସମୟରେ ବାହାରର ରାଗ ନିଜ ସ୍ତ୍ରୀ ଉପରେ ସାରିଦେଇଥାନ୍ତି । ଏହି ନାମର ପୁଅ ସାମାନ୍ୟ ସନ୍ଦେହୀ ସ୍ଵଭାବ ହୋଇଥିବାରୁ ଏମାନେ ତାଙ୍କ ସ୍ତ୍ରୀ କୁ ଦରକାର ପଡିଲେ ସନ୍ଦେହ ନଜରରେ ଦେଖିଥାନ୍ତି ।

K; – ଏହି ନାମର ପୁଅ ଭଲ ତ ହୋଇଥାନ୍ତି । ହେଲେ ଦରକାର ପଡିଲେ ଏମାନେ ନିଜର ଅସଲି ରଙ୍ଗ ଦେଖେଇ ଦେଇଥାନ୍ତି । ଖାସ୍ କରି ଏମାନେ ତାଙ୍କ ସ୍ତ୍ରୀ ସହ ଖୁବ କମ୍ ସମୟ ଭଲରେ ବିତେଇଥାନ୍ତି ।

P; – ଏହି ନାମର ପୁଅ ନିଜ ସ୍ତ୍ରୀ ଠାରୁ ସବୁବେଳେ ଉପରେ ରହିବାକୁ ଚେଷ୍ଟା କରନ୍ତି । ନିଜ ସ୍ତ୍ରୀ କୁ ଅଧିକ ସ୍ଵାଧୀନତା ଦେବାକୁ ଏହି ନାମର ପୁଅ ପସନ୍ଦ କରନ୍ତି ନାହିଁ । ଏମାନେ ଯେତେବେଳେ ରାଗିଯାଇଥାନ୍ତି । ସେମାନେ ତାଙ୍କ ସ୍ତ୍ରୀ କୁ ଅନେକ କଥା ଶୁଣେଇ ଦେଇଥାନ୍ତି ।

M; – ଏହି ନାମର ପୁଅ ମାନେ ଯଦି ପ୍ରେମ କରୁଥାନ୍ତି । ତେବେ ସେମାନେ ନିଜ ଗାର୍ଲଫ୍ରେଣ୍ଡକୁ ନିଜ ଆଖିରେ ବସେଇ ରଖିଥାନ୍ତି । ହେଲେ ଯେତେବେଳେ ଏହି ପୁଅ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥାନ୍ତି । ସେମାନଙ୍କର ତାଙ୍କ ସ୍ତ୍ରୀ ପ୍ରତି ଥିବା ଭଲ ପାଇବା ଧୀରେ ଧୀରେ କମ୍ ହେବାକୁ ଲାଗେ । ଏମାନେ ନିଜ ସ୍ତ୍ରୀ ଛଡା ଅନ୍ୟ କାମକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି ।

A; – ଏହି ନାମର ପୁଅ ମାନେ ବାହାଘର ପରେ ପରେ ନିଜ ସ୍ତ୍ରୀ କୁ ବହୁତ ଭଲ ପାଇଥାନ୍ତି । ହେଲେ ବିବାହର କିଛି ବର୍ଷ ପରେ ସେମାନଙ୍କର ସ୍ତ୍ରୀ ପ୍ରତି ଥିବା ପ୍ରେମ ଧୀରେ ଧୀରେ ଧୋକା ପଡିଯାଇଥାଏ । ଏହି ନାମର କିଛି ପୁଅ ମାନଙ୍କର ବାହାଘର ପରେ ଅନ୍ୟ ମହିଳାଙ୍କ ସହ ଗୁପ୍ତ ସମ୍ପର୍କ ମଧ୍ୟ ରହିଥାଏ ।

ତେବେ ବନ୍ଧୁଗଣ ପୋଷ୍ଟଟି ପସନ୍ଦ ଆସିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *