ସକାଳୁ ଶୀଘ୍ର ଉଠିବାରେ ବିଳମ୍ବ ହେଉଛି କି ! ସକାଳୁ ଜଲ୍ଦି ଉଠିବାକୁ ଚାହୁଁଥିଲେ ପାଳନ କରନ୍ତୁ ଏହି ସମସ୍ତ ଏହି ନିୟମ !

ନମସ୍କାର ବନ୍ଧୁଗଣ , ସକାଳ ସମୟରେ ଆମେ ଶୀଘ୍ର ଉଠିବାକୁ ଇଛା କରିନଥାଉ । ଅଧିକାଂଶ ଲୋକମାନେ ସୂର୍ଯ୍ୟଙ୍କ ଆଗମନ ପରେ ଉଠିଥାନ୍ତି । କିନ୍ତୁ ଆମ ଶାସ୍ତ୍ର ଅନୁସାରେ ଏହା ଭୁଲ ଅଟେ , କାରଣ ବ୍ରାଂହ ମୁହୁତ୍ତ ରେ ବ୍ୟକ୍ତି କୁ ଉଠିବା ଦରକାର । କିନ୍ତୁ ଆଧୁନିକ ଯୁଗ ର ଲୋକମାନେ ଏହାକି ଅନ୍ଧ ବିଶ୍ଵାସ ମାନି ଥାନ୍ତି ଓ ବିଳମ୍ବରେ ସକାଳୁ ଉଠନ୍ତି ।

ଆପଣମାନେ ଅନୁଭବ କରିଥିବେ ଯେ ଆପଣ ଯେଉଁ ଦିନ ଶୀଘ୍ର ଉଠିଯାଇଥାନ୍ତି ସେ ଦିନ ଆପଣଙ୍କ ପାଖ ରେ ବହୁତ ସମୟ ରହିଥାଏ , ଯଥା ଆପଣ ଓ ଦୈନନ୍ଦିକ କାମ ସାରିକି ମଧ୍ୟ ଆପଣଙ୍କ ପାଖ ରେ ସମୟ ରହିଥାଏ । ମାତ୍ର ଯେଉଁ ଦିନ ଆପଣ ବିଳମ୍ବ ରେ ଉଠନ୍ତି ସେ ଦିନ ଯେତେ ଚେଷ୍ଟା କରିଲେ ପଛେ କାମ ଠିକ ସମୟରେ ହେଉନଥାଏ ଓ ଦିନ ସାରା ଆପଣଙ୍କୁ ବିରକ୍ତି ଲାଗିଥାଏ ।

ଅନେକ ସମୟରେ ବିଳମ୍ବରେ ଉଠିବା କାରଣ ରୁ ଆପଣଙ୍କ କୋଣସି କାର୍ଯ୍ୟ ସଠିକ ଭାବରେ ହୁଏ ନାହିଁ । ତେଣୁ ଆପଣ ଜଣେ ଶିକ୍ଷକ , ଛାତ୍ରୀ , କର୍ମଚାରୀ , ଗୃହିଣୀ ଯାହା ବି ହେଉ ଥାଉ ଆପଣଙ୍କୁ ସକାଳେ ଶୀଘ୍ର ଉଠିବା ଉଚିତ୍ । ଯେଉଁ ମାନେ ସକାଳେ ଶୀଘ୍ର ଉଠିଥାନ୍ତି ସେମାନଙ୍କ ଜୀବନ ସଂପୂର୍ଣ୍ଣ ବଦଳିଯାଇଥାଏ । ସେମାନେ ଜୀବନ ରେ ଅନେକ ସଫଳତା ହାସଲ  କରିଥାନ୍ତି କେବଳ ସକାଳେ  ଶୀଘ୍ର ଉଠିବାର ଗୁଣ ଯୋଗୁ ।

ଯଦି ଆପଣ ବି ଜୀବନରେ ସଫଳତା ପାଇବାକୁ ଇଛା କରନ୍ତି ତେବେ ସକାଳେ ଶୀଘ୍ର ଉଠନ୍ତି । ଆମେ ଆଜି ଆପଣଙ୍କୁ ଏଭଳି ତିନୋଟି ଉପାୟ କହିବୁ ଯାହାକୁ କରିବା ଦ୍ଵାରା ଆପଣ ସକାଳେ ଶୀଘ୍ର ଉଠିପାରିବେ । 1 – ଯଦି ଆପଣ ସକାଳେ ଶୀଘ୍ର ଉଠିବାକୁ ଇଛା କରନ୍ତି , ତେବେ ଆଳାରାମ ଲଗେଇ ପାରିବେ ବା ଘର  ସଦସ୍ୟ ଯିଏ ଶୀଘ୍ର ଉଠନ୍ତି ତାଙ୍କୁ କହିବେ ଆପଣଙ୍କୁ ଇଠାଇବେ ।

ମନେ ରଖନ୍ତୁ ଆପଣ ନୂତନ ପରିବତ୍ତଣ 66 ଦିନ ପାଇଁ କରିବେ କାରଣ ତା ପର ଦିନ ଠାରୁ ଆପଣଙ୍କ ଆଖି ଆପେ ଖୋଲି ଯିବ । କାରଣ ଆପଣଙ୍କ ମସ୍ତିସ୍କ ଏହାକୁ ଗ୍ରହଣ କରିଥାଏ ଯାହା  ସଠିକ ସମୟରେ ଆପଣଙ୍କୁ ଉଠାଏ , ମାତ୍ର ଏହାକୁ ମାଝି ରୁ ଭାଙ୍ଗିବେ ନାହିଁ । 2 – ଆପଣଙ୍କୁ ଶୋଇବା ପୂବାରୁ ଟିଭି , ମୋବାଇଲ ଆଦି ଜିନିଷ କୁ ଶୋଇବା ର ଦୁଇ ଘଣ୍ଟା ପୂର୍ବରୁ ବନ୍ଦ କରି ଶୋଇବା ଦ୍ଵାରା ଆପଣଙ୍କ ନିଦ୍ରା ପୁରା ହୋଇଥାଏ ଓ ସକାଳେ ଶୀଘ୍ର ଉଠିବା ସହ ଦିନ ସାରା ପୂର୍ତ୍ତି ଅନୁଭବ କରନ୍ତି   ।

3 – ଆପଣଙ୍କୁ ଶୋଇବା ଘରେ ଅନ୍ଧାର କରି ଶୋଇବା ଉଚିତ୍ । ଯେମିତି କି ଆପଣଙ୍କ ଆଖିରେ ଆଲୁଅ ନ ପଡେ । ସକାଳେ ଶୀଘ୍ର ଉଠିଲା ପରେ ଆପଣଙ୍କୁ ମୋବାଇଲ ରେ ସମୟ ଅତିବାହିତ ନ କରି ବ୍ୟାୟାମ , ଯୋଗ ଓ ପ୍ରାଥନା କରିବା ଉଚିତ୍ ହୋଇଥାଏ । ଏହା ପରେ ଆପଣଙ୍କୁ ପୁସ୍ତକ କୁ ପଢିବା ଦ୍ଵାରା ଆପଣଙ୍କ ଜ୍ଞାନ ବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *