Health Tips- ପ୍ରତିଦିନ ସକାଳେ 1 ଗ୍ଳାସ ଏହାକୁ ପିଅନ୍ତୁ, କମଜୋରି, ଥକାପଣ, ରକ୍ତହୀନତା, ହାତଗୋଡ ବିନ୍ଧା ଏକଦମ ଗାୟବ ହେଇଯିବ

ନମସ୍କାର ବନ୍ଧୁଗଣ , ଆପଣଙ୍କ ଶରୀରରେ ଥିବା ହାତ ଗୋଡ ବିନ୍ଧା , ରକ୍ତ ର ଅଭାବ , ଥକାପଣ , ଦୁର୍ବଳତା ଆଦି କୁ ସଂପୂର୍ଣ୍ଣ ଦୂର କରିଥାଏ ଏହି ଏକ ଜୁସ । ଏହା ଏକ ଚମତ୍କାରୀ ଜୁସ ଡାକ୍ତର ପରାମର୍ଶ ଅନୁସାରେ ଏହାକୁ କରାଯାଇଛି । ଏହି ଜୁସ କୁ ତିଆରି କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହୋଇଥାଏ ତିନୋଟି ଜିନିଷ ଯଥା ପାଳଙ୍ଗ ଶାଗ , କଦଳୀ ଓ almond milk । ପାଳଙ୍ଗ ଶାଗ ରେ ଆଇରନ ରହିଥାଏ ଯାହା ଶରୀରରେ ରକ୍ତ କୁ ସୃଷ୍ଟି ଓ ସଫା କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା କରିଥାଏ ।

କଦଳୀ ରେ କାର୍ବନ ହାଇଡ୍ରେଟ ଓ ପୋଟାସିୟମ ଥାଏ ଯାହା ଆମ ଶରୀର ର କୁ ଶକ୍ତି ପ୍ରଦାନ କରିଥାଏ । ଏହା ଛଡା ଏହା ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ ରେ ରହିଥାଏ  ଓ ପୋଟାସିୟମ ଆମ ଶିରାପ୍ରଶିରା କୁ ଶକ୍ତି ପ୍ରଦାନ କରି ଭଲ କାମ କରିବାରେ ସାହାଯ୍ୟ କରିଥାଏ ।

almond milk ରେ  ପ୍ରୋଟିନ ଓ ନିଉଟ୍ରିସନ ଭାର ରହେ ଏହାକୁ ପିଇବା ଦ୍ଵାରା ଦିନ ସାରା ଶକ୍ତିଯୁକ୍ତ ହୋଇ କାମ କରିଥାଉ । ଏହି ତିନୋଟି ଜିନିଷ କୁ ସେବନ କରିବା ଦ୍ଵାରା ଶରୀର ଭଲ ରହିଥାଏ ଓ ଶରୀରରେ ରକ୍ତ ର ଅଭାବ ଦେଖାଯାଇନଥାଏ । ସାଧାରଣତ ଆମେ ଯେଉଁ ସବୁ ଜିନିଷ ଖାଉ ତାହା ଶରୀର ରେ ହଜମ ହେବାରେ ବାଧା ସୃଷ୍ଟି ହୋଇଥାଏ ଯାହା ଫଳରେ ଶରୀର ରେ ଦୁର୍ବଳତା , ଥକାପଣ , ଗଣ୍ଠି ବିନ୍ଧା , ଆଣ୍ଠୁ ବିନ୍ଧା ଆଦି ଦେଖାଯାଇଥାଏ ।

ତେଣୁ ଆପଣମାନଙ୍କୁ ଏହି ଆପଣଙ୍କ ଜୀବନ ଶୈଳୀ କୁ ପରିବର୍ତ୍ତନ କରିବା ଉଚିତ୍। ଆମ ନିଜର ଡାଏଟ ରେ ସୁସ୍ଥ ଶରୀର ପାଇଁ ଭଲ ଖାଦ୍ୟ ର ସେବନ କରିବା ଉଚିତ୍ । ସର୍ବଦା ଜଙ୍ଗ ଫୁଡ ରୁ ଦୂରେଇ ରହିବା ଉଚିତ୍ ଶରୀର ରେ ରକ୍ତ ର ମାତ୍ରା କୁ ବୃଦ୍ଧି କରୁଥିବା ଖାଦ୍ୟ କୁ ଆପଣଙ୍କ ଖାଦ୍ୟ ରେ ସାମିଲ କରନ୍ତୁ ।

ଆସନ୍ତୁ ଜାଣିବା ଏହି ଚମତ୍କାରୀ ଜୁସ କୁ କିପରି କରିବା ପ୍ରଥମେ ଆପଣ ଦୁଇଟି ପାଳଙ୍ଗ ପତ୍ର କୁ ଭଲ ରେ ଧୋଇନେନେ ଓ ଏକ କଦଳୀ ଓ ଏକ କଫ almond milk ଆପଣ ଏହି ସବୁ ଜିନିଷକୁ ଗ୍ରାଇଣ୍ଡର ଜାର ଭିତରେ ପକେଇ ଭଲ ଭାବରେ ଯେ ପର୍ଯ୍ୟନ୍ତ ଆପଣଙ୍କ smooth ଜୁସ ନ ହେଇଯିବ ସେ ଯାଏ ଗ୍ରାଇଣ୍ଡିଗ କରିନେବେ ।

ସ୍ଵାଦ  ବଢେଇବା ପାଇଁ ଆପଣ ଏଥିରେ ଏକ ଚାମୁଚ ମହୁ ପକେଇ ଥଣ୍ଡା ଥିବା ସମୟରେ ଏହାକୁ ପିଇବେ । ଏହା କୁ ଆପଣ ଯେକୋଣସି ସମୟରେ ନେଇପାରିବେ କିନ୍ତୁ ରାତିରେ ଏହାକୁ ନେବା ଅନୁଚିତ୍ ଅଟେ । ଡାଇବେଟିସ ଥିବା ବ୍ୟକ୍ତିମାନେ ଏଥିରେ ମହୁ ନ ମିଶେଇ ସେବନ କରିବା ଉଚିତ୍ , ଏହାକୁ ସମସ୍ତେ ସେବନ କରିପାରିବେ । ଆମ ପୋଷ୍ଟ କୁ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *