Tarot Card Reading: ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ର ଘୋଡା ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ?

ନମସ୍କାର ବନ୍ଧୁଗଣ, ଆପଣଙ୍କ ଭାଗ୍ୟର ସୂଚକ ଆଜି ଘୋଡା ହେବ । ଆପଣଙ୍କ ପସନ୍ଦର ଘୋଡା ଆପଣଙ୍କ ଆଗାମୀ ଭାଗ୍ୟ ସମ୍ପର୍କରେ ଆପଣଙ୍କୁ ଅବଗତ କରାଇବ । ଆସୁଥିବା ସମୟକୁ କେହି ଦେଖି ନାହାନ୍ତି ସତ କିନ୍ତୁ ତାହାର ଆକଳନ କରାଯାଇ ପାରିବ । ଏହା ଆମେ କହୁନାହୁଁ ଏହା କହିଥାଏ ଟାରୋଟ କାର୍ଡ । ଆପଣଙ୍କ ବିଶ୍ଵାସ ହିଁ ଆପଣଙ୍କ ସବୁଠାରୁ ବଡ ଶକ୍ତି ହୋଇଥାଏ । ଯଦି ଏହାକୁ ବିଶ୍ଵାସ କରିବେ ତ ଆଗକୁ ବଧିବେ ନଚେତ ସବୁ ଜାଣି ମଧ୍ୟ ଅଜଣା ରହିଯିବେ । ତେବେ ଆସନ୍ତୁ ଜାଣିବା ଟାରୋଟ କାର୍ଡ କଣ ସୂଚନା ଦେଉଅଛି ।

ଉପରେ ଦେଖୁଥିବା ଦୁଇଟି ନମ୍ବର ଯାହାକି ହେଉଛି 111 ଏବଂ 555 ଆପଣ ଏହି ଦୁଇ ନମ୍ବର ମଧ୍ୟରୁ ଆପଣଙ୍କ ଦୃଷ୍ଟିକୁ ଆକର୍ଷଣ କରୁଥିବା ନମ୍ବରଟିକୁ ବାଛି ନିଅନ୍ତୁ ଆପଣଙ୍କ ପାଇଁ । 111: ଯଦି ଆପଣ ଏହି ନମ୍ବରଟି ବାଛିଥାନ୍ତି ତେବେ ଆପଣଙ୍କ ପରିସ୍ଥିତି ବର୍ତ୍ତମାନ ଠିକ ନାହିଁ । ଆପଣଙ୍କ ସାମ୍ନାରେ ବିପରୀତ ପରିସ୍ଥିତି ସୃଷ୍ଟି ହେଉଛି ।

ଆପଣ ଯେଉଁ ଘଟଣା  କଥା ନା ଭାବିଥିଲେ ନା ଆଗରୁ ଏଥିପାଇଁ ପ୍ରସ୍ତୁତ ଥିଲେ ଏପରି କିଛି ଘଟଣା ଘଟିଯିବ ଆପଣଙ୍କ ସହ । ଏହା ତ ଆପଣଙ୍କ ବର୍ତ୍ତମାନ ପରିସ୍ଥିତି ରହିବ । କିନ୍ତୁ ଆପଣଙ୍କ ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବା ପାଇଁ ଯାଉଛି । ଅର୍ଥାତ ଆପଣଙ୍କ ଭାଗ୍ୟ ବହୁତ ଭଲ ରହିବ ।

ଭଗବାନ ଆପଣଙ୍କ ସାଥ ଦେବେ । ଭଗବାନ ଆପଣଙ୍କୁ  ସବୁ କ୍ଷେତ୍ରରେ ସାହାର୍ଯ୍ୟ କରିବେ । ଭଗବାନ ନିଜେ କେଉଁଠାକୁ ଆସିନଥାନ୍ତି ଏହା ସତ କିନ୍ତୁ କାହା ମାଧ୍ୟମରେ ସର୍ବଦା ଭଗବାନ ଆପଣଙ୍କୁ ବଞ୍ଚାଇବେ । ଆପଣଙ୍କ ଜୀବନରେ ଜଣେ ଏଭଳି ମଣିଷ ଆସିବେ ଯିଏ ଆପଣଙ୍କ ମନରେ ଥିବା ନକରାତ୍ମକ ଭାବନାକୁ ସକାରାତ୍ମକ ଭାବନାରେ ପରିଣତ କରିବେ ।

555: ଆପଣ ମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । ଆପଣ ଯଦି ଧ୍ୟାନର ସହ ଭାବିବେ ତେବେ ଜାଣିପାରିବେ କି ଆଜି ପର୍ଯ୍ୟନ୍ତ ଆପଣ ଯେଉଁ ଅସୁବିଧା ହେବାକୁ ଯାଉଥିବ ଆଗକୁ ସେଥିରୁ ଆପଣ ବର୍ତ୍ତୀ ଯାଇଥିବେ । ଆଉ ଏହା କେବଳ ଭଗବାନଙ୍କ ଆଶୀର୍ବାଦ ପାଇଁ ହୋଇଥାଏ । କାରଣ ଭଗବାନ ସବୁବେଳେ ଆପଣଙ୍କ ସାଥିରେ ଥାନ୍ତି ଏବଂ ଆପଣଙ୍କ ହାତ ଧରିଥାନ୍ତି । ଆପଣ ଆପଣଙ୍କ ବାପା ମାଆଙ୍କ ପାଇଁ ବହୁତ ବଡ କିଛି କରିବା ପାଇଁ ଚାହୁଁଛନ୍ତି ।

ପରିବାର ଲୋକଙ୍କ ଭାବନାକୁ ଆପଣ ବଦଳାଇ ଦେବେ ଆପଣଙ୍କ ଜିଦିରେ । ସେମାନେ ଭାବୁଥିଲେ ଆପଣ ହୁଏତ କିଛି କରିପାରିବେ ନାହିଁ କିନ୍ତୁ ଆପଣ ବର୍ତ୍ତମାନ ସମୟରେ ସ୍ଥିର କରିସାରିଛନ୍ତି କି ଆପଣ ନିହାତି କିଛି କରିକି ଦେଖାଇବେ । ଆଉ ଆପଣଙ୍କ ଏହି ପ୍ରୟାସ ସଫଳ ମଧ୍ୟ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *