Health Tips- ଜାଦୁ, କାଛୁ, କୁଣ୍ଡିଆ ପୂରାପୂରି ଗାୟବ ହେଇଯିବ ମାତ୍ର 3 ଦିନରେ, ଜାଣନ୍ତୁ କଣ କରିବେ ? (4 Best Home Remedies)

ନମସ୍କାର ବନ୍ଧୁଗଣ ,   ଶରୀର କୁ ସବୁବେଳେ ସୁସ୍ଥ ଓ ନିରାରୋଗ ରଖିବା ପାଇଁ ଆମେ ଅନେକ ଚେଷ୍ଟା କରିବା ପରେ ମଧ୍ୟ ଇନଫେକ୍ଶନ ହୋଇଥାଏ । ଅଧିକାଂଶ ଆମେ ଦେଖିଥାଉ ଯେ ପ୍ରାଇଭେଟ ସ୍ଥାନମାନଙ୍କ ରେ ଇନଫେକ୍ଶନ ଯୋଇଥାଏ ଯଥା ଜଙ୍ଗ ରେ ଅଧିକ ହୁଏ ଏହା ସାଧାରଣତ ସମସ୍ତ କୁ ହୋଇଥାଏ । ଏହା କୁ ଆମେ  ( fungal )ଫୁଙ୍ଗଲ ଇନଫେକ୍ଶନ କହିଥାଉ ଏହା  ଅତି ସହଜ ରେ ହୁଏ ମାତ୍ର ଏହା ଅତି ଶୀଘ୍ର ଯାଇନଥାଏ ।

ଆଜି ଆମେ ଆପଣଙ୍କୁ ତିନୋଟି ଉପାୟ କହିବୁ ଏଥି ମଧ୍ୟ ରୁ କୋଣସି ଏକ ଉପାୟ କୁ କରି ଇନଫେକ୍ଶନ କୁ ଦୂର କରିପାରିବ । ଫଙ୍ଗଲ  ଇନଫେକ୍ଶନ ଶରୀରର ସେହି ଅଂଶ ରେ ହୁଅନ୍ତି , ଯେଉଁ ସ୍ଥାନରେ ଅଧିକ ଗରମ ହେଉଥିବା , ଝାଳ ବହୁଥିବା  , ଶରୀର ର ସେହି ଭାଗ ଗୋଡେଇ ହେଇଥିବ । ସ୍ତ୍ରୀଲୋକମାନଙ୍କ ଜଙ୍ଗ ରେ , କାନ୍ଧ ଓ ଛାତି ତ ତଳ ଭାଗ ରେ ଏହି ସବୁ ଦେଖାଯାଇଥାଏ । ଏହା ଛଡା ପୁରୁଷମାନଙ୍କ ପିଛା ଓ ଆନ୍ତରିକ ଶରୀର ର ଭାଗରେ ଅଧିକାଂଶ ଦେଖାଯାଇଥାଏ ।

ଯେତେ ବେଳେ ଆମ ଶରୀରର କୋଣସି ଭାଗରେ ଫୁଙ୍ଗଲ ଇନଫେକ୍ଶନ ଜୁଏ ତେବେ ଆମ କୁ କୁଣ୍ଡେଇ ହୋଇଥାଏ । କୁଣ୍ଡେଇବା ସମାସୀ ରେ ବହୁତ ଆରାମ ଅନୁଭବ କରିଥାଉ , କିନ୍ତୁ ଏହା ଯେବେ ଅଧିକ ହୋଇ ଶରୀର ଲାଲ ପଡିଯାଇଥାଏ  ଏହା ଉପରେ ଅନେକ ମେଡିସିନ , କ୍ରିମ କୁ ଲଗେଇଥାଉ । ଆମେ ଭାବିଥାଉ ଏହାକୁ ଲଗେଇବା ଦ୍ଵାରା କମିଥାଏ ମାତ୍ର ଏହା କମିବା ବଦଳରେ ଇନଫେକ୍ଶନ କୁ ଅଧିକ କରିଥାଏ ।

ଆସନ୍ତୁ ଜାଣିବା ଏହି ତିନୋଟି ଉପାୟ ଯାହାକୁ ଆମେ ଘରେ ବ୍ଯବହାର କରି ଇନଫେକ୍ଶନ କୁ ଦୂର କରିପାରିବା । 1- ଆପଣମାନେ ଆପେଲ ଭିନେଗାର ଜାଣିଥିବେ ଏହାକୁ ଆଣି ପାଣି ମିଶେଇ ଏହାକୁ ତୁଳା ସାହାଯ୍ୟ ରେ ଇନଫେକ୍ଶନ ଥିବା ସ୍ଥାନରେ ଲଗେଇବା ଦ୍ଵାରା ଆପଣଙ୍କ ଇନଫେକ୍ଶନ କମିଯାଇଥାଏ । 2- ନଡିଆ ତେଲ ଯାହା ଆମ   ପାଇଁ ବହୁତ ଭଲ ହୋଇଥାଏ ଓ ଏହାକୁ ଅନେକ ପ୍ରକାରର ବ୍ଯବହାର କରାଯାଏ ।

ଇନଫେକ୍ଶନ କୁ ଦୂର କରିବାରେ ମଧ୍ୟ ଏହା ଅଦ୍ଭୁତ ଭାବରେ କାମ କରିଥାଏ । ଆପଣ ନଡିଆ ତେଲ କୁ ଇନଫେକ୍ଶନ ହେଇଥିବା ସ୍ଥାନରେ ତୁଳା ଦ୍ଵାରା ଲଗେଇବା ଉଚ୍ଚିତ୍ । ଏହା ଫୁଙ୍ଗଲ ଇନଫେକ୍ଶନ ଠିକ କରିବା ସହ ସେହି ଜାଗାରେ ହେଇଥିବା ଦାଗ କୁ ଦୂର କରିଥାଏ ।

3- ଏହା ପାଇଁ ଆପଣଙ୍କୁ ଆବଶ୍ୟକ ହୋଇଥାଏ ନିମ ପତ୍ର , ଆଲୋବେରା ଓ ଦହି ଆପଣ ଏହି ତିନୋଟି ଜିନିଷ କୁ ମିଶେଇ ଏହାର ପେଷ୍ଟ ପ୍ରସ୍ତୁତ ଇନଫେକ୍ଶନ ହେଇଥିବା ସ୍ଥାନରେ ଲଗେଇବା ଦ୍ଵାରା ଏହା ଦୂର ହୋଇଥାଏ । ଏହା ଛଡା ଆପଣ ଟାଇଟ କପଡା ପିନ୍ଧିବେ ନାହିଁ , ମିଠା ଜିନିଷ କୁ ସେବନ କରିବେ ନାହିଁ , ତେଲ ମସଲା ଜିନିଷ ଠାରୁ ଦୂର ରେ ରହିବା ଉଚିତ୍ । ଆମ ପୋଷ୍ଟ କୁ  ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *