ପାଠରେ ସଫଳ ହେବାକୁ ଚାହୁଁଛନ୍ତି କି ! ତେବେ Abdul Kalam ଙ୍କ ଏହି Useful Study Tips ନିହାତି ପାଳନ କରନ୍ତୁ…

ଡ଼ଃ ଏ.ପି.ଯେ ଅବଦୁଲ କଲାମ ଙ୍କର କେତୋଟି ମହତ୍ଵପୁର୍ଣ ବାଣୀ, ଯାହାକୁ ନିଜ ଜୀବନରେ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ନିଶ୍ଚିତ ସଫଳତା ପ୍ରାପ୍ତି ହେବ । ଆସନ୍ତୁ ଜାଣିବା ଡକ୍ଟର ଆବଦୁଲ କଲମଙ୍କ ଲକ୍ଷ୍ୟ କୁ ହାସଲ କରିବାରେ ଯୋଗ ଦେଉଥିବା କେତୋଟି ମହତ୍ୱପୂର୍ଣ୍ଣ ବାଣୀ, ତୁମର ସ୍ବପ୍ନ ସାକାର ହେବା ପୂର୍ବରୁ ତୁମକୁ ସ୍ବପ୍ନ ଦେଖିବାକୁ ପଡିବ । ଆସନ୍ତୁ ଆଜିର ଦିନକୁ ଆପଣଙ୍କ ପିଲାମାନଙ୍କୁ ଦିଅନ୍ତୁ ଯାହାଦ୍ୱାରା ଆପଣଙ୍କ ପିଲାମାନେ ଆସନ୍ତା କାଲି ଭଲ ହୋଇପାରିବେ ।

ସ୍ବପ୍ନ, ସ୍ବପ୍ନ ଗୁଡିକ-ଚିନ୍ତାଧାରା ରେ ପରିଣତ ହୁଏ । ଏବଂ ଚିନ୍ତାଧାରା କାର୍ଯ୍ୟରେ ପରିଣତ ହୁଏ । ତୁମେ ତୁମର ଭବିଷ୍ୟତ ବଦଳାଇ ପରିବ ନାହିଁ କିନ୍ତୁ ତୁମେ ତୁମର ଅଭ୍ୟସ ବଦଳାଇ ଦେଇ ପାରିବ ଏବଂ ଏହା ନିଶ୍ଚିନ୍ତ ଯେ ତୁମର ଅଭ୍ୟାସ ତୁମର ଭବିଷ୍ୟତ ବଦଳାଇ ଦେଇ ପାରିବ । ତୁମର ମିଶନରେ ସଫଲତା ପାଇବା ପାଇଁ ତୁମର ଲକ୍ଷ୍ୟ ପ୍ରତି ତୁମର ଏକ ମାତ୍ର ମନୋଭାବ ରହିବା ଆବଶ୍ୟକ । ତୁମର ପ୍ରଥମ ବିଜୟ ପରେ ବିଶ୍ରାମ ନିଅ ନାହିଁ, କାରଣ ତୁମେ ଯଦି ଦୃତୀୟ ଥର ବିଫଳ ହୁଅ ତେବେ ତୁମର ପ୍ରଥମ ବିଜୟ କୁ କେବଳ ଭାଗ୍ୟ ବୋଲି କହିବାକୁ ଅନେକ ଲୋକେ ଅପେକ୍ଷା କରିଛନ୍ତି ।

ତୁମର ଯୋଗଦାନ ବିନା ତମେ ସଫଳ ହୋଇପାରିବ ନାହିଁ ଏବଂ ତୁମର ଯୋଗଦାନ ସହିତ ତମେ ବିଫଳ ହୋଇ ପାରିବ ନାହିଁ । ଆମେ ହାର ମାନିବା ଉଚିତ ନୁହେଁ ଏବଂ ସମସ୍ୟା ଆମକୁ ପରାସ୍ତ କରିବାକୁ ଦେବା ଉଚିତ ନୁହେଁ । ବିଫଳତା ନାମକ ରୋଗକୁ ମାରିବା ପାଇଁ, ଆତ୍ମ ବିଶ୍ୱାସ ଏବଂ କଠିନ ପରିଶ୍ରମ ହେଉଛି ତାର ସଠିକ ଔଷଧ । ଏହା ହିଁ ହେଉଛି ଉଚିତ କଥା ।

ଗୋଟିଏ ଶ୍ରେଷ୍ଠ ପୁସ୍ତକ ଶହେ ଭଲ ବନ୍ଧୁ ସହିତ ସମାନ ଅଟେ, ପରନ୍ତୁ ଗୋଟିଏ ଭାଲ ବନ୍ଧୁ ଲାଇବେରୀ ସହିତ ସମାନ ଅଟେ । ତୁମେ ତୁମର ଚାକିରୀ କୁ ଭଲ ପାଅ ତୁମର କମ୍ପାନୀ କୁଁ ନୁହେଁ । କାରଣ ତୁମ କମ୍ପାନୀ ତୁମକୁ ଭଲ ପାଇବା ବନ୍ଦ କରିଦେବ ତୁମେ ଜାଣି ପାରିବ ନାହିଁ । ସ୍ବପ୍ନ ତାହା ନୁହେଁ ଯାହା ତୁମେ ଶୋଇବା ପରେ ଦେଖ ସ୍ବପ୍ନ ହେଉଛି ସେୟା ଯାହା ତୁମକୁ ଶୋଇବାକୁ ଦିଏ ନାହିଁ । ସର୍ବଦା ଆଗକୁ ବଢିଚାଲ ପଛକୁ ମୋଡି ଚାହଁ ନାହିଁ ।

ସଫଳତା ର କାହାଣୀ ପଢନ୍ତୁ ନାହିଁ ସେଥିରେ କେବଳ ଗୋଟିଏ ବାର୍ତା ପାଇବ । ବିଫଳତା ର କାହାଣୀ ପଢନ୍ତୁ ଆପଣ ସଫଳତା ପାଇବା ପାଇଁ କିଛି ଧାରଣା ବପାଇବେ । ଯେଉଁ ମାନେ ନିଜ ହୃଦୟ ସହିତ ନିଜ କାମ କରିପାରିବେ ନାହିଁ, ସେମାନେ ଏକ ଖାଲ, ଅଧା ସଫଳ ହୃଦୟ ହାସଲ କରନ୍ତି ଯାହା ଚାରିଆଡେ ତିକ୍ତତା ସୃଷ୍ଟି କରିଥାଏ । ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ହେଉଛି ବିଫଳତା ନାମକ ରୋଗକୁ ମାରିବା ପାଇଁ ଔଷଧ ଯାହା ଆପଣଙ୍କୁ ସଫଳତା କରେଇବା । ମୁଁ ଦୃଢ ଭାବରେ ବିଶ୍ୱାସ କରେ ଯେ ଯଦିକେହି ବିଫହଲତାର ତିକ୍ତ ସ୍ୱାଦ ଚାଖି ନାହିଁ, ତାହେଲେ ସଫଳତା ପାଇଁ ଯଥେଷ୍ଟ ଆଶା ପାଇବେ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *