ରୋଷେଇ ଘରେ ବିଲକୁଲ ବି କରନ୍ତୁ ନାହିଁ ଏହି କିଛି ଜରୁରୀ କାମ ! ନଚେତ ଭୟଙ୍କର ପରିଣାମ ଭୋଗିବାକୁ ପଡିବ… Vastu Tips

ବନ୍ଧୁଗଣ ଆପଣମାନଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ, ବନ୍ଧୁଗଣ, ଖାଇ ସାରିବା ପରେ ଆମେ ଅନେକ କାର୍ଯ୍ୟ ଏପରି କରିଥାଉ ଯାହା ଉଚିତ ହୋଇନଥାଏ । କଥାରେ ପରା ଅଛି “ଖାଇ ସୋଇଲେ ବଢଇ ଆୟୁ, ଖାଇ ଚାଲିଲେ ବଢ଼ଇ ବାୟୁ” । ଆମ ଶରୀର ପାଇଁ କିଛି ଆବଶ୍ୟକ ଜିନିଷ, ଯାହା ଜାଣିବା ଆପଣଙ୍କୁ ନିତ୍ୟାନ୍ତ ଆବଶ୍ୟକ । ୧-ଆପଣ କେବେହେଲେ ଖାଇବା ପରେ ସିଗାରେଟ ପିଅନ୍ତୁ ନାହିଁ! କାହାକି ନା ସିଗାରେଟ ରେ ନିକୋଟିନ ର ପରିମାଣ ବହୁତ ମାତ୍ରରେ ଥାଏ । ସେଥିପାଇଁ ଆମ ଶରୀରର ଇଙ୍ଗସ ଓ ଡ଼ାଇଜେଷ୍ଟର ସିଷ୍ଟମ ଖରାପ କରିବାର ଆଶଙ୍କା ବହୁତ ଥାଏ । ତେଣୁ ଆପଣ ଖାଇବା ପରେ ସିଗାରେଟ ପିଅନ୍ତୁ ନାହିଁ । ଆଉ ଯଦି ଆପଣ ଏହାକୁ ନ କରନ୍ତି ତ, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇଆସେ ।

୨-ଯଦି ଆପଣଙ୍କ ଖାଇସାରିବା ପରେ ଚା ପିଇବାର ଅଭ୍ୟାସ ଟି ଠିକ ଅଛି ତ, ତେବେ ଆପଣ ଏହି ଅଭ୍ୟାସକୁ କମାଇଦିଅନ୍ତୁ । କାରଣ ଆମେ ଖାଇବା ଟାଇମ ରେ ଆମକୁ ବହୁତ ମାତ୍ରା ରେ ନିୟୁଟ୍ରିସନ ଓ ମିନେରାଲ ମିଳିଥାଏ । ହେଲେ ଚା ପିଲେ ଏହା ଅବଜର୍ଭ ହୋଇଥାଏ । ଯେଉଁ କାରଣ ରୁ ଆମେ ଆମ ଶରୀରକୁ ବିଭିନ୍ନ ପ୍ରକାର ର ରୋଗ ସବୁ ମାଡି ଆସେ ।

୩- କେବେ ବି ଖାଇବା ପରେ ସ୍ନାନ କରନ୍ତୁ ନାହିଁ । ଖାଇ ସାରିବା ପରେ ବ୍ୟକ୍ତି ର ହଜମ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଯଦି ଆମେ ଖାଇ ସାରିବା ପରେ ଥଣ୍ଡା ପାଣିରେ ଗାଧେଇବା ତାହା ହେଲେ ଆମ ଶରିର ଖରାପ ଦିଗକୁ ଯାଇଥାଏ । ଯଦି ଆପଣଙ୍କ ର ଏହିପରି ଅଭ୍ୟାସ ଅଛି ତାହେଲେ ଖାଇବାର ଅଧ ଘଣ୍ଟା ପରେ ଉଷୁମ ପାଣି ରେ ଗାଧାନ୍ତୁ ଏହା ଦ୍ବାରା ଆପଣ ବିଭିନ୍ନ ରୋଗରୁ ଦୁରେଇ ରହିବେ ।


୪-ଯଦି ଆପଣ ଅଧିକ ଖାଉଛନ୍ତି, ଅର୍ଥାତ ଅଧ ଘଣ୍ଟା ରେ କିମ୍ବା ଘଣ୍ଟାରେ ଖାଉଛନ୍ତି, ତେବେ ଆପଣ ଏହି ଅଭ୍ୟାସ ରୁ ଦୁରେଇ ରୁହନ୍ତୁ !ଏହା ନକେଲ ଆପଣ ବିଭିନ୍ନ ରୋଗରେ ପଡିପାରିବେ । ସେଥିପାଇଁ ଆପଣ ଦୁଇ ମିଲ ଭିତରେ ଅନ୍ତର ରଖନ୍ତୁ! ଅର୍ଥାତ ଆପଣ ଗୋଟେ ମିଲ ଖାଇସାରି, ତାର ୩ ଘଣ୍ଟା ପରେ ଅନ୍ୟ ଏକ ମିଲ ଖାନ୍ତୁ । ଏହା ଦ୍ଵାରା ଆପଣ ରୋଗରୁ ଦୁରେଇ ରହିପାରିବେ ।

୫- କୌଣସି ଜିନିଷ ଖାଇସାରିବା ପରେ ଥଣ୍ଡା ପାଣିକୁ ପିଅନ୍ତୁ ନାହିଁ । କାରଣ ଥଣ୍ଡା ପାଣି ପିଇବା ଫଳରେ ଖାଇବା ଭଲସେ ହଜମ ହେଇନଥାଏ । ଯାହା ଫଳରେ ଆମର ଖାଇଥିବା ଖାଦ୍ୟରୁ ଆମେ କୌଣସି ମିନେରାଲ କିମ୍ବା ଭିଟାମିନ ପାଇନଥାଉ ।


୬-ଆପଣଙ୍କୁ ଯଦି ବ୍ୟାୟାମ କରିବାର ଅଭ୍ୟାସ ରହିଛି ତେବେ ଆପଣ ଏହା କୁ ଖାଦ୍ୟ ଖାଇବାର ଘଣ୍ଟେ ପରେ କରନ୍ତୁ ।

୭- ସର୍ବଶେଷର ଆପଣ ଖାଦ୍ୟ ଖାଇବା ପରେ ବଜ୍ରାସନ କରନ୍ତୁ । ଏଥି ସହିତ ଖାଇବା ପରେ ୧୦-୧୫ ମିନିଟ ଯାଏ ଠିଆ ହେଇ ରୁହନ୍ତୁ । ଯଦି ଆପଣ ଖାଇବା ପରେ ସଙ୍ଗେ ସଙ୍ଗେ ସୋଇପଡନ୍ତି କି ବସିପଡନ୍ତି ତେବେ ଏହା ଆପଣଙ୍କ ପେଟ କୁ ବଢାଇ ଦିଏ । ଯାହାକି ଆପଣଙ୍କ ଶରିର ପାଇଁ ବହୁତ ରୋଗ ଡାକିଆଣିଥାଏ । ତେଣୁ ଖାଇଲା ପରେ ଆପଣକିଛି ଟାଇମ ଠିଆ ହେଇରୁହନ୍ତୁ କିମ୍ଵା ବଜ୍ରାସନ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଶରିର ଆରୋଗ୍ୟ ରହିବ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *