Health Tips- ଏହି 8 ଟି ଖାଦ୍ଯ ଖାଉଥିଲେ ସାବଧାନ ! ହୋଇପାରେ Kidney Failure

ନମସ୍କାର ବନ୍ଧୁଗଣ , ଶରୀରରେ କିଡ଼ନୀ ଫେଲ ହେବାର ଦେଖିଥାଉ , କିନ୍ତୁ ଏହା କଣ ପାଇଁ ହୋଇଥାଏ ଏବଂ କେଉଁ କାରଣ ପାଇଁ ଘଟିଥାଏ । ତହିରୁ ଅଜଣା ରହିଥାଉ କିନ୍ତୁ ମୁ ଆଜି ଆପଣଙ୍କୁ ଏଭଳି କିଛି ଆଠ ଟି ଖାଦ୍ୟ ବିଷୟରେ କହିବି ।ଏହି ଖାଦ୍ୟର ସେବନରୁ କିଡ଼ନୀ ଫେଲ ହେବାର ସମ୍ଭାବନା ରହିଥାଏ । ଯଦି କିଡ଼ନୀ ସମସ୍ୟା ଥିବା ବ୍ୟକ୍ତି ଏହାକୁ ଖାଇଥାଏ ତେବେ ତାହାର କିଡ଼ନୀ ସମ୍ପୁର୍ଣ୍ଣ ଖରାପ ହୋଇଯାଇଥାଏ ।

କିଡ଼ନୀ ଆମ ଶରୀରରେ ରକ୍ତକୁ ସଫା କରି ଶରୀରରେ ଥିବା ଅଦକାରୀ ଜିନିଷକୁ ବାହାର କରିବାରେ ସାହାଯ୍ୟ କରିଥାଏ । ମତ କିଛି କାରଣ ଯୋଗୁ କିଡ଼ନୀ ସମ୍ପୁର୍ଣ୍ଣ ଖରାପ ହୋଇଯାଇଥାଏ , ଡାଇବେଟିସ , ଉଚ୍ଚ ରକ୍ତଚାପ ,ମଦ୍ୟପାନ , ହେପାଟାଇଟିସ – ସି ଏହି ଭଳି ରୋଗ କିଡ଼ନୀ ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ ।

କିଡ଼ନୀ ଖରାପ ହେଲେ ଶରୀରରେ ପାଣି ଜମିଯାଇଥାଏ ଏବଂ ବିଷାକ୍ତ ପଦାର୍ଥ ମଧ୍ୟ ରକ୍ତରେ ରହିଯାଇଥାଏ । କିନ୍ତୁ ଶରୀରରେ ଖାଦ୍ୟ ପାନ୍ୟ ପ୍ରତି ଧ୍ୟାନ ଦେଲେ ଶରୀରରେ ବିଷାକ୍ତ ପଦାର୍ଥ ଦୂର ରେ ରହିଥାଏ ଏବଂ କିଡ଼ନୀ ସମନ୍ଧୀୟ ସମସ୍ୟା ଆସିନଥାଏ । ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ଯାହାକୁ କିଡ଼ନୀ ରୋଗୀ ଆଦୌ ଖାଇବା ନାହିଁ । ପ୍ରଥମ ହେଉଛି କୋଲ ଡ୍ରିଙ୍କ ଏଥିରେ ବି-ଷା-କ୍ତ ପଦାର୍ଥ ରହିଥାଏ ଯାହା ଆମ ଶରୀରରେ କିଡ଼ନୀ କୁ ଖରାପ କରିଥାଏ ।

ଦ୍ଵିତୀୟ ହେଉଛି ବୋଇତାଳୁ ଏଥିରେ ଉତ୍ତମ ପ୍ରକାର ପ୍ରୋଟିନ , ପୋଷାକ ଗୁଣ ରହିଥାଏ । ଯାହା ଆମ ଶରୀର ପାଇଁ ଉପକାରୀ ହୋଇଥାଏ । କିନ୍ତୁ ଏଥିରେ ଅତ୍ୟଧିକ ପୋଟାସିୟମ ରହିଥାଏ । କିଡ଼ନୀ ରୋଗ ରହିଥିବା ବ୍ୟକ୍ତିମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଏହି ରୋଗ ଥିବା ବ୍ୟକ୍ତି ବୋଇତାଳୁ ରୁ ଦୂରରେ ରହିବା ଉଚିତ୍ ହୋଇଥାଏ ।

ତ୍ଵିତୀୟ ରେ ହେଉଛି ପ୍ୟାକେଟ ଏବଂ ଡବାରେ ମିଳୁଥିବା ଖାଦ୍ୟ କୁ ଅଧିକ ଦିନ ରଖିବା ପାଇଁ ଏଥିରେ ଲୁଣ ମିଶଯାଇଥାଏ ଏବଂ ଏଥିରେ ସୋଡିୟାମ ର ପରିମାଣ ଅଧିକ ରହିଥାଏ । ରୋଗୀଙ୍କୁ ଡବାରେ ବିକ୍ରି କରାଯାଉଥିବା ଖାଦ୍ୟ ଖାଇବା ଅନୁଚିତ୍ ହୋଇଥାଏ । ଚର୍ତୁର୍ଥ ହେଉଛି ହୋଲ ୱେଟ ବ୍ରେଡ ଏହା ଆମ ଶରୀର ପାଇଁ ଭଲ ହୋଇଥାଏ କାରଣ ଏଥିରେ ଫାଇବାର ଅଧିକ ଥାଏ ।

କିନ୍ତୁ କିଡ଼ନୀ ରୋଗୀଙ୍କ ପାଇଁ ଏହା ଠିକ ହୋଇନଥାଏ । କାରଣ ଏହି ବ୍ରେଡ ରେ ସୋଡିୟମ ଆଉ ପୋଟାସିୟମ ରେ ପରିମାଣ ଅଧିକ ରହିଥାଏ । ପଞ୍ଚମ ହେଉଛି କଦଳୀ ଏହାକୁ ଖାଇଲେ ଆମ ଶରୀରରେ ପୋଟାସିୟମ ପରିମାଣ ଅଧିକ ହୋଇ ଆମ ରକ୍ତରେ ପ୍ରବେଶ କରିଥାଏ । ଯାହା ଦ୍ଵାରା ଆମ କିଡ଼ନୀ ଖରାପ ହୋଇଥାଏ ।

ଷଷ୍ଟ ହେଉଛି  କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା ଅନୁଚିତ୍ ହୋଇଥାଏ । ସପ୍ତମ କିଡ଼ନୀ ରୋଗୀ କମଲା ଜୁସ୍ ପିଇବା ଅନୁଚିତ ହୋଇଥାଏ । ଅଷ୍ଟମରେ କିଡ଼ନୀ ରୋଗୀଙ୍କୁ ଆଚାର ଖାଇବାକୁ ମନା କରାଯାଇଥାଏ । କିଡ଼ନୀ ରୋଗୀ ଏହି ଆଠ ଟି ବିଷୟ ପ୍ରତି ଜାଗ୍ରତ ହେବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *