Liver ସଫା କରିବାର ପ୍ରାକୃତିକ ଉପାୟ ! (Detox your Liver Naturally)

ନମସ୍କାର ବନ୍ଧୁଗଣ, ଆମ ଶରୀରର ସମସ୍ତ ଅଦରକାରୀ ବିଶୁଦ୍ଧ ପଦାର୍ଥକୁ ଲିଭର ଆମ ଶରୀରରୁ ବାହାରକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ଲିଭରରେ ଯଦି ଏହିସବୁ ବିଶୁଦ୍ଧ ପଦାର୍ଥ ଜମି ରହିଯାଇଥାଏ ତେବେ ଲିଭର ଜନିତ ଅନେକ ସମସ୍ୟା ଦେଖା ଦେଇଥାଏ । ତେଣୁ ଆପଣଙ୍କୁ ଆପଣଙ୍କ ଲିଭରକକୁ ଶୁଦ୍ଧ ଏବଂ ପରିଷ୍କାର ରଖିବା ପାଇଁ ଆଜି ଆମେ ଆପଣ ମାନଙ୍କୁ କିଛି ପ୍ରାକୃତିକ ଉପାୟମାନ ଜଣାଇବା ପାଇଁ ଯାଉଛୁ ।

ଯାହାଦ୍ୱାରା ଆପଣଙ୍କ ଲିଭରରେ ଜମି ରହୁଥିବା ବିଶୁଦ୍ଧ ପଦାର୍ଥ ବାହାରକୁ ବାହାରିଯାଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ଜାଣିବା । ପ୍ରଥମ: ସବୁଜ ଶାଗ ଆପଣଙ୍କ ଲିଭରକୁ ଶୁଦ୍ଧ ରଖିବାର ସବୁଠାରୁ ଉତ୍ତମ ଉପାୟ ଅଟେ । ଦିତୀୟ: ରସୁଣ ମଧ୍ୟ ଆପଣଙ୍କ ଲିଭାରକୁ ପରିଷ୍କାର କରିବାରେ ସାହାର୍ଯ୍ୟ କରିଥାଏ ।

ଆପଣ ପ୍ରତ୍ୟକ ଦିନ ଯଦି ଗୋଟିଏ ପାଖୁଡା ରସୁଣ ଚୋବାଇ ଖାଆନ୍ତି ତେବେ ତାହା ଆପଣଙ୍କ ଲିଭରକୁ ସବୁଦିନ ପରିଷ୍କାର କରିଦେଇଥାଏ । ଯାହାଫଳରେ ଅନେକ ଦିନ ଧରି କୌଣସି ବିଶୁଦ୍ଧ ପଦାର୍ଥ ଜମି ରୁହେ ନାହିଁ ଏବଂ କୌଣସି ରୋଗର କାରଣ ମଧ୍ୟ ହୁଏ ନାହିଁ ।

ତୃତୀୟ: ହଳଦୀ ଇନଫ୍ଲାମେସନ କମ କରିଥାଏ । ଏବଂ ଲିଭରକୁ ପୁଣି ଥରେ ଗ୍ରୋଥ କରିବାରେ ସାହାର୍ଯ୍ୟ କରିଥାଏ । ଲିଭରର କାର୍ଯ୍ୟ ଧୀର ହୋଇଯାଇଥାଏ ତାହାକୁ ପୁଣି ସାଧାରଣ ଅବସ୍ତାକୁ ନେଇ ଆସିଥାଏ ହଳଦୀ । ତେଣୁ ଲିଭର ପାଇଁ ହଳଦୀ ଖାଇବା ନିହାତି ଦରକାର । ଏକ କପ ପାଣିରେ କିମ୍ବା କ୍ଷୀରରେ ଆପଣ ଏକ ଚାମଚ ହଳଦୀ ମିଶାଇ ଏହାର ସେବନ କରିବା ଉଚିତ । ଫ୍ୟାଟ ଯଦି ଲିଭରରେ ଜମିଯାଏ ତେବେ ତାହାକୁ ମଧ୍ୟ ଏହା ହଟାଇ ଦେଇଥାଏ ।

ଚତୁର୍ଥ: ବିଟ ଏବଂ ଗାଜରରେ ବିଟା କ୍ୟାରୋଟିନ ରହିଥାଏ ଏହା ଲିଭରକୁ ରି ଜେନେରେଟ କଟିବାରେ ସାହାର୍ଯ୍ୟ କରିଥାଏ । ଲିଭର ଏନଯାଇମକୁ ଏହା ଠିକ କରିଦେଇଥାଏ । ଏବଂ ଲିଭର ସେଲକୁ ସୁରକ୍ଷା ଦେଇଥାଏ । ତେଣୁ ଆପଣଙ୍କୁ ବିଟ ଏବଂ ଗାଜରର ଜୁସ ବନାଇ ପିଇବା ଦରକାର ।

ପଞ୍ଚମ: ଆପଣ ସବୁଦିନ ଅଧା ଅଭୋକାଡ଼୍ଦୋ ଖାଆନ୍ତୁ । ଏହା ଆପଣଙ୍କ ଲିଭରରେ ଆଣ୍ଟି ଇନଫ୍ଲାମେଟୋରି ରିଆକ୍ସନ କରାଇଥାଏ । ଆଉ ଏଥିରେ ଥିବା ଗ୍ଳୁଟା ଥାଇଓନ ଫାଇଦା ଦେଇଥାଏ ଲିଭରକୁ । ଷଷ୍ଠ: ପ୍ରତ୍ୟକ ଦିନ ଗୋଟିଏ ସେଓ ନିହାତି ଖାଆନ୍ତୁ । ସେଓ ଆପଣଙ୍କ ଲିଭରକୁ ସୁସ୍ଥ ରଖିଥାଏ । ଏବଂ ଡାଇଜେଷ୍ଟିଭ ଟ୍ରାକ୍ଟକୁ ମଧ୍ୟ କ୍ଳିନ କରିଦେଇଥାଏ ।

ସପ୍ତମ: ବନ୍ଧାକୋବି ଆପଣଙ୍କ ଲିଭରକୁ ଭଲ ରଖିବାରେ ସାହାର୍ଯ୍ୟ କରିଥାଏ । ଆପଣ ଯେମିତି ବି ଉପାୟ ଏହାର ସେବନ କରିପାରିବେ । ଅଷ୍ଟମ: ଆପଣ ଲେମ୍ବୁ ଖାଆନ୍ତୁ ଏବଂ ଗ୍ରୀନ ଟି ଦିନକୁ ଦୁଇଥର ଲେଖାଏ ପିଅନ୍ତୁ ଏହା ମଧ୍ୟ ଆପଣ ଲିଭରକୁ ସୁସ୍ଥ ରଖିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *