ଧନବାନ ଲୋକ ବି ହେଇଯାଏ ଭିକାରି, ଯଦି ଜାଣି ନଥାନ୍ତି ଏହି 4 ଟି କଥା…ଜୀବନରେ ସଫଳ ହେବାକୁ ହେଲେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚାଣକ୍ୟ ନିତୀରେ ଏପରି କିଛି କଥା ବର୍ଣନା ହୋଇଛି । ଯାହାକୁ ଆପଣମାନେ ଶ୍ରବଣ କରିବା ଦ୍ଵାରା ଆପଣଙ୍କର ଜ୍ଞାନ ବଢିଥାଏ । ଚାଣକ୍ୟ ନିତୀ ଅନୁସାରେ କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କର ଚଲାପଥ କୁସୁମିତ ହୋଇଯାଇଥାଏ। ସେହି ପରି କିଛି ବିଶେଷ ତଥ୍ୟ ଏଥିରେ ଜାଣିବାକୁ ପାଇବେ । ଦୁନିଆରେ ଏପରି ବହୁତ କଥା ଲୁଚିକି ଅଛି । ଯାହାକୁ ଆମେମାନେ ଜାଣିବା ନିହାତି ଦରକାର ।

ପୂଜା କରୁଥିବା ସମୟରେ ଚନ୍ଦନ ପେଡିରୁ ଚନ୍ଦନ ଆଣିକି ସିଧାସଳଖ ଚନ୍ଦନ ଭଗବାନଙ୍କ ମସ୍ତକରେ ଲଗାନ୍ତୁ ନାହିଁ। ଏପରି କରିବା ଦ୍ଵାରା ଯେତେ ମଧ୍ୟ ଧନବାନ ବ୍ୟକ୍ତି ହୋଇଥିଲେ ମଧ୍ୟ ଧନର ଘୋର ଅଭାବ ସୃଷ୍ଟି ହେବ । ନିଜ ଲୋକ ସାଥିରେ ଯେଉଁମାନେ ଶତ୍ରୁତା କରିଥାନ୍ତି । ସେମାନଙ୍କ ଆୟୁଷ କମିବା ସହ ମା ଲକ୍ଷ୍ମୀ ତାଙ୍କ ସାଥିରେ କେବେ ରୁହନ୍ତି ନାହିଁ । ଧନବାନ ବ୍ୟକ୍ତିମାନେ ସବୁବେଳେ ଗମ୍ଭୀର ରହିଥାନ୍ତି । ଧନବାନ ଲୋକ କେବଳ ଟଙ୍କା କମାଇ ଘରେ ରଖିଲେ ।

ଧନ ବଢିନଥାଏ । ଯଦି ଆପଣ କମାଇଥିବା ଧନକୁ କିଛି ଭଲ କାର୍ଯ୍ୟରେ ଲଗାଇଥାନ୍ତି  ।ତେବେ ଆପଣଙ୍କର ଧନର ବୃଦ୍ଧି ହୋଇଥାଏ । ଯେଉଁ ବ୍ୟକ୍ତି ଧର୍ମ ମାର୍ଗ ଛାଡିକି ଅଧର୍ମ ମାର୍ଗରେ ପରିଚାଳିତ ହୋଇଥାଏ । ସେହି ବ୍ୟକ୍ତି ଯେତେ ମଧ୍ୟ ଧନ ରୋଜଗାର କରିଥାଉ । ତାର ଧନକୁ  କେବେ ମଧ୍ୟ ସିଏ ଶାନ୍ତିରେ ଉପଭୋଗ କରିପାରେ ନାହିଁ। ଅଧର୍ମ ପଥରେ  ଯେଉଁମାନେ ଯାଇ ଅଧିକରୁ ଅଧିକ ଟଙ୍କା ଅର୍ଜନ କରିଥାନ୍ତି । ସେମାନଙ୍କ ପାଖରେ ମା ଲକ୍ଷ୍ମୀ ବହୁତ ଦିନ ପର୍ଯ୍ୟନ୍ତ ରହିନଥାନ୍ତି ।

ବହୁତ ଶୀଘ୍ର ହିଁ ସେମାନଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥାଏ । ଅନ୍ନ ଓ ଜଳ ଦାନ କରିବା ସବୁଠାରୁ ମହତ୍ଵପୂର୍ଣ୍ଣ କଥା ଅଟେ । ବ୍ୟକ୍ତି ଭୋକିଲା ଥିଲାବେଳେ ଯିଏ ଖାଦ୍ୟ ଓ ଶୋଷିଲା ବ୍ୟକ୍ତିକୁ ପାଣି ଯୋଗାଇଥାଏ । ସେହି ବ୍ୟକ୍ତି ବହୁତ ହିଁ ମହାନ ହୋଇଥାଏ । ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରୁଥିବା ବ୍ୟକ୍ତି ଜୀବନରେ ବହୁତ ସଫଳତା ପାଇଥାନ୍ତି । ବାପାମାଆଙ୍କ ସେବା କରୁଥିବା ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହିଥାଏ ।

ଯେତେ ମଧ୍ୟ ଖରାପ ପରିସ୍ଥିତ ଆସିଥାଏ । ସେହି ପରିସ୍ଥିତିକୁ ସାମ୍ନା କରିବାର ଶକ୍ତି ସେହି ବ୍ୟକ୍ତିମାନଙ୍କ ପାଖରେ ଥାଏ। ଯେଉଁ ଲୋକର ପତ୍ନୀ ସୁନ୍ଦର ହେବା ସହିତ ବୁଦ୍ଧିମତ୍ତି ହୋଇଥାଏ । ସେହି ବ୍ୟକ୍ତିର ଭାଗ୍ୟ ଖୋଲିଯାଇଥାଏ । ସେ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାଏ । ଯେଉଁମାନେ ପୂର୍ବ ଜନ୍ମରେ ନିଜ ଜୀବନସାଥିର ସମ୍ମାନ କରିଥାଏ ଓ ତାକୁ ଭଲ ପାଇଥାଏ । ସେ ବ୍ୟକ୍ତି ଏହି ଜନ୍ମରେ ମଧ୍ୟ ଭଲ ଜୀବନସାଥୀଟିଏ ପାଇଥାଏ ।

ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ନିଜ ଜୀବନସାଥିକୁ ଭଲ ପାଇନଥାଏ ଓ ତାର ଅନାଦର କରିଥାଏ । ସେହି ବ୍ୟକ୍ତି ଏହି ଜନ୍ମରେ ତାର ସାଥି ଠାରୁ ଭଲ ପାଇବା ପାଇନଥାଏ । ଯେଉଁ ବ୍ୟକ୍ତି ନିଜର କର୍ମ ପ୍ରତି ସମୟ ଦେବା ସହ ନିଜ ଘର ପରିବାର ପ୍ରତି ମଧ୍ୟ ସମୟ ବାହାର କରିଥାଏ । ସେ ଜୀବନସାରା ଖୁସିରେ ରହିପାରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *