Health Tips- ଜୀବନରେ କେବେ ବି Liver ରୋଗ ହେବନି, ଥରେ ପିଅନ୍ତୁ ଏହି ଜୁସ, ଲିଭର ର ସବୁ ରୋଗ ହେବ ଭଲ…

ନମସ୍କାର ବନ୍ଧୁଗଣ , ଆମ ଶରୀରର ଏକ ମୁଖ୍ୟ ଅଙ୍ଗ ବା ଗୁରୁତ୍ଵପୂର୍ଣ୍ଣ ଅବିଛେଦ ଅଙ୍ଗ ଭାବରେ ରହିଛି ଲିଭର । ଲିଭର ସୁସ୍ଥ ଓ ପରିଷ୍କାର ରହିବା ନିହାତି ଜରୁରୀ ଅଟେ । ଏହାକୁ ଆମେ ପ୍ରାକୃତିକ ଉପାୟରେ ଅପରିଷ୍କାର ପଦାର୍ଥ ସମ୍ପୁର୍ଣ୍ଣ ପରିଷ୍କାର  କେବଳ ଚବିଶ ଘଣ୍ଟାରେ ହୋଇଥାଏ । ଲିଭର ଶରୀରରେ ଆମେ ଯେତେକ ରସାୟନ ଖାଦ୍ୟ ତେଲ ମସଲା , ମଦ୍ୟପାନ ଆଦିରୁ ହେଉଥିବା ଖରାପ ପ୍ରଭାବକୁ ଲିଭର ଶରୀରରୁ ବାହାରକୁ ବାହାର କରିଦେଇଥାଏ ।

ଆମେ ଯେତେ ବେଳେ ବି ଯେ କୋଣସି ଜିନିଷ ଖାଇଥାଉ ଲିଭର ଏଥିରୁ ଆବଶ୍ୟକ ଜିନିଷ ରଖି ଅଦରକାରୀ ଜିନିଷକୁ ଶରୀରରୁ ବାହାର କରିଥାଏ ।  ଶରୀର ସମସ୍ତ କାମକୁ ସଫଳତା ସହ କରିବାରେ ଲିଭର ମହତ୍ୱପୂର୍ଣ୍ଣ  ଯୋଗଦାନ ରହିଛି । ଯଦି ଏହି ଲିଭର ଖରାପ ହୋଇଯାଏ ତେବେ ଏହା ଦ୍ଵାରା ଆମ ଶରୀରରେ ହେପାଟାଇସ , ଫ୍ୟାଟିଲିଭର ଓ ଲିଭର ସିରୋସିସ  , ଗିଲବୋର୍ଡସ , ଲିଭର କ୍ୟାନସର ର ଭଳି ଗଭୀର ଜୀବନହାନୀ କାରକ ରୋଗ ହେବାର ସମ୍ଭାବନା ରହିଥାଏ ।

ତେଣୁ କରି ଏହା ପ୍ରତି ଧ୍ୟାନ ଦେବା ଉଚିତ୍ । ଆମେ ଯଦି ଡାକ୍ତରଙ୍କ ପରାମର୍ଶରେ ଅନେକ ଔଷଧର ସେବନ କରିଥାଉ । କିନ୍ତୁ ଏହା ଆମ ଶରୀରରେ କାମ କରି ନଥାଏ । କାରଣ ଔଷଧ ରେ ମଧ୍ୟ ବହୁତ ରସାୟନ ମିଶି ଥାଏ , ଯାହାକୁ ଆମ ଲିଭର ଗ୍ରହଣ କରେ ନାହିଁ । ତେଣୁ ପ୍ରାକୃତିକ ଉପାୟରେ ଏହାକୁ ସୁସ୍ଥ ସବଳ ରଖିବ ଠିକ୍ ।ଆପଣ ବାହାର ଅଧିକ ତେଲ ମସଲା ଚର୍ବି ଜାତୀୟ ଖାଦ୍ୟ କୁ କିଛି ଦିନ ପାଇଁ ବନ୍ଦ କରିଦେବେ  ପାଞ୍ଚ ଛଅ ଦିନ ପାଇଁ ପୁରା ପୁରୀ ବନ୍ଦ କରିଦିଅନ୍ତୁ ।

ଏହି ଦିନମାନଙ୍କରେ କେବଳ ଘରେ ତିଆରି ଖାଦ୍ୟ ସେବନ କରନ୍ତୁ ଅଧିକରୁ ଅଧିକ ଆପଣଙ୍କ ପେଟ କୁ ସାଲାଟ୍ ରେ ଭରି ଦିଅନ୍ତୁ । ଏହାକୁ କରିବା ଦ୍ଵାରା ପ୍ରଥମ ଥର ହିଁ ଏହି ସମସ୍ୟାରୁ ବାହାର ହୋଇଥାନ୍ତି । ଏହି ପାଞ୍ଚ ରୁ ଛଅ ଦିନ ସାଧା ଭୋଜନ ଖାଇବା ବେଳେ ଗୋଟେ ଦିନ ଭୋଜନ ନ ଖାଇ କେବଳ ଫଳ ଏବଂ ପନିପରିବାରେ ନିଜ ପେଟ ରେ ପୁରାନ୍ତୁ ।  ଏଭଳି ପାଞ୍ଚ ଦିନ କରିବା ପରେ ଏକ ଉପାୟକୁ କରିବେ ଯାହା ଦ୍ଵାରା ଆପଣଙ୍କର ଲିଭର ସଫା ହୋଇଥାଏ ।

ପ୍ରଥମେ ଆପଣଙ୍କୁ  ଏକ ଲାଉ  ଏହାକୁ ଭଲ ସରେ ଧୋଇ ଚୋପା କୁ ବାହାର କରି ନେବେ ଆମ କୁ ଏକ ଗ୍ଲାସ ଲାଉ ରସ ଆବଶ୍ୟକ  ଏଥିରେ ରହିଥାଏ ଭିଟାମିନ ଏ , ଭିଟାମିନ ବି , ମ୍ୟାଗ୍ନେସିୟମ ଯାହା ଆମ ଲିଭର ପ୍ରକ୍ରିୟାକୁ ଭଲଭାବରେ କାମ କରିବାରେ ସାହାଯ୍ୟ କରିଥାଏ । କାଟି ଥିବା ଲାଉ ଖଣ୍ଡରେ ଆଉ ଗୋଟେ ଜିନିଷ ପକାନ୍ତୁ , ତାହା ହେଉଛି ଧନିଆ ପତ୍ରକୁ ଛୋଟ କରି କାଟି ଏଥିରେ ପକେଇ ଗ୍ରାଇଣ୍ଡିଙ୍ଗ କରି ଏହାର ରସ ବାହାର କରିବେ , ଶେଷ ଏଥିରେ  30ml ଗିଲୋଇ ଜୁସ ଏହା ଆମ କୁ ବଜାର ଏବଂ ଅନଲାଇନ ରେ ମଧ୍ୟ ସହଜରେ ମିଳିଥାଏ ।

ଏହାକୁ ଏଥିରେ ପକାଇ ହଳଦୀ ଏବଂ ଲେମ୍ବୁ ରସ ଏହି ସବୁକୁ ଚାମୁଚ ରେ ମିଶ୍ରିତ କରି ସକାଳେ ଜଳକିଆ ଖାଇବାର ଘଣ୍ଟାଏ ପରେ ସେବନ କରାନ୍ତୁ । ଏହା ଲିଭର ସମସ୍ତ ଅପରିଷ୍କାର କୁ ଦୂର କରି ଶରୀର କୁ ସୁସ୍ଥ ରଖିଥାଏ । ଏହି ପୋଷ୍ଟ ଭଲ ଲାଗିଲେ ଲାଇକ କରନ୍ତୁ ଏବଂ ଏହାକୁ ଅନ୍ୟମାନଙ୍କୁ ଶେୟାର କରି ଆପଣଙ୍କ ମତକୁ କମେଣ୍ଟ ମାଧ୍ୟମରେ  ଜଣାନ୍ତୁ ।

Leave a Reply

Your email address will not be published. Required fields are marked *