Weight Loss Tips- ପତଳା ହେବାକୁ ଚାହୁଞ୍ଚନ୍ତି କି ? ଏହି ପରି ପିଅନ୍ତୁ ଧନିଆ ପାଣି ଆଉ ଦେଖନ୍ତୁ ଚମତ୍କାର…

ନମସ୍କାର ବନ୍ଧୁଗଣ । ଆଜିକାଲି ର ସମୟରେ ଓଜନ ବଢିବା ପ୍ରାୟ ସମସ୍ତ ଙ୍କର ଚିନ୍ତା ର କାରଣ । ସମସ୍ତେ ନିଜର ବାଢୁଥିବା କୋଲୋଷ୍ଟ୍ରୋଲ କୁ ନେଇ ଚିନ୍ତା ରେ ରହୁଛନ୍ତି । ବନ୍ଧୁଗଣ ଦେଖାଯାଏ ତ ଏହାର ମୁଖ୍ୟ କାରଣ ହେଉଛି ଆଜିକାଲି ର ଦୈନନ୍ଦିନ ଜୀବନ ଶୈଳୀ ଓ ଅତ୍ଯାଧିକ ତେଲ ମସଲା ଯୁକ୍ତ ଖାଦ୍ୟ ପଦାର୍ଥ । ଅନେକ ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁ ମାନେ କି ନିଜର ବଢୁଥିବା ଓଜନ କୁ ନେଇ ଚିନ୍ତା କରି କରି ମାନସିକ ପୀଡା ମଧ୍ୟ ଭୋଗ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ସମସ୍ଯା ର ସମାଧାନ ନେଇ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଘରୋଇ ଉପଚାର ଯାହାର ବ୍ୟବହାର କରି ଆପଣ ଶୀଘ୍ର ରୁ ଶୀଘ୍ର ନିଜର ବଢୁଥିବା ଓଜନ କୁ କମାଇ ପାରିବେ ।

ବନ୍ଧୁଗଣ ଏଥିପାଇଁ ଆପଣ ଙ୍କୁ ଅନ୍ୟ କିଛି କରିବାକୁ ପଡିବନି । ଏହି ଉପାୟ ଟିକୁ ପ୍ରସ୍ତୁତ କରିବା ପାଇଁ ସମସ୍ତ ସାମଗ୍ରୀ ଆପଣଙ୍କ ଘରର ରୋଷେଇ ଘରେ ହିଁ ଆପଣଙ୍କୁ ଅତି ସହଜରେ ମିଳିଯାଇ ପାରିବ । ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ଧନିଆ ର ଆବଶ୍ୟକ ପଡିବ ।

ଧନିଆ ଏକ ଏପରି ଖାଦ୍ୟ ପଦାର୍ଥ ଯାହାକୁ ଆପଣ ନିଜର ବଢୁଥିବା ଓଜନ କମାଇବା ପାଇଁ ମଧ୍ୟ ବ୍ୟବହାର କରି ପାରିବେ । ଏହାକୁ ବ୍ୟବହାର କଳେ ଶରୀର ରେ ହଜମ ପ୍ରକ୍ରିୟା ବଢିବା ଶ ଶରୀରର ରେ ମେଟାବୋଲିଜିମ ବଢିଥାଏ । ବନ୍ଧୁଗଣ ଓଜନ ହ୍ରାସ ପାଇଁ ଆପଣ ନିତ୍ଯାନ୍ତ ଧନିଆ ପାଇଁ ପିଆନତୁ । ଏହି ଧନିଆ ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ଚାମଚ ଧନିଆ ନିଅନ୍ତୁ । ଏହି ଧନିଆ କୁ ଏକ ଗ୍ଲାସ ପାଣି ରେ ପକାଇ ଛାଡି ଦିଅନ୍ତୁ । ସକାଳେ ଏହି ଧନିଆ କୁ ପାଣି ରୁ ଛାଣି ସେହି ଧନିଆ ପାଣି କୁ ପିଇ ନିଅନ୍ତୁ ।

ବନ୍ଧୁଗଣ ଧନିଆ ପଣି ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିଥାଏ । ଏହି ପାଣି ରେ ଥିବା ଆଣ୍ଟି ଅକ୍ସିଡାନ୍ଟ ଶରୀର ରେ ଖରାପ କୋଷ ପ୍ରସ୍ତୁତ ହେବାକୁ ଦେଇ ନଥାଏ । ବନ୍ଧୁଗଣ ଯଦି ଆପଣ ଙ୍କର କୌଣସି ପ୍ରକାରର ହଜମ ଜନିତ ସମସ୍ଯା ରହିଛି । ତୀବ ଆପଣ ପ୍ରତିଦିନ ସକାଳେ ଖାଲି ପେଟ ରେ ଧନିଆ ପାଣି ର ସେବନ ନିଶ୍ଚୟ କରନ୍ତୁ ।

ଯାହା ଫଳ ରେ ଏହା ଆପଣ ଙ୍କ ଶରୀର ରେ ଥିବା  ଅତିରିକ୍ତ ଫ୍ୟାଟ ବା ଅତିରିକ୍ତ ଚର୍ବି କୁ କମାଇ ଦେଇ ଥାଏ । ତାହାସହ ଶରୀର ରେ ଓଜନ କୁ ମଧ୍ୟ ବଢିବାକୁ ଦେଇ ନଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆଜିର ଏହି ପୋଷ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *