ଭଗବାନ ମହାଦେବଙ୍କ ଅଂଶ ହୋଇଥାନ୍ତି ଏହି 6 ନାମର ଲୋକ ! ଆପଣଙ୍କ ନାମ ଅଛି କି ! Astrology

ବନ୍ଧୁଗଣ ଭଗବାନ ମହାଦେବ ଯେତେ ଶୀଘ୍ର ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇଥାନ୍ତି । ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୋଇଯାଇଥାନ୍ତି । ହେଲେ ପ୍ରଭୁ ଭୋଳାଶଙ୍କର ପ୍ରାୟତଃ ତାଙ୍କ ଭକ୍ତ ଉପରେ ପ୍ରସନ୍ନ ହୋଇ ରହିଥାନ୍ତି । ଯେଉଁ ଭକ୍ତ ତାଙ୍କର ନିଷ୍ଠା ମନରେ ଆରାଧାନା କରିଥାଏ । ସେମାନଙ୍କୁ ପ୍ରଭୁ କେବେବି ନିରାଶ କରିନଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମେ ଆଜି 6 ଟି ନାମର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନଙ୍କୁ ସାକ୍ଷାତ ପ୍ରଭୁ ଶିବଙ୍କର ଅଂଶ ବୋଲି କୁହାଯାଇଥାଏ । ଏହି ଲୋକ ମାନଙ୍କୁ ପ୍ରଭୁଙ୍କର ବଡ ଭକ୍ତ ବୋଲି କୁହାଯାଇଥାଏ ।

A- ଏହି ଅକ୍ଷରରୁ ଯାହାର ନାମ ଆରମ୍ଭ ହୋଇଥାଏ । ସେହି ଲୋକମାନେ ମହାଦେବଙ୍କର ସବୁଠାରୁ ଅଧିକ ପ୍ରିୟା ଅଟନ୍ତି । ପ୍ରଭୁ ଏହି ଲୋକ ମାନଙ୍କୁ ସମସ୍ତ ଖରାପ ଶକ୍ତି ଠାରୁ ଦୂରେଇ ରଖିଥାନ୍ତି । ତେଣୁ ଏମାନଙ୍କ ଜୀବନରେ ଯଦି କେତେବେଳେ ଖରାପ ପରିସ୍ଥିତି ଆସିଥାଏ । ତେବେ ତାଙ୍କୁ ସବୁ ସଙ୍କଟରୁ ମହାଦେବ ହିଁ ରକ୍ଷା କରିଥାନ୍ତି ।

R- ଯେଉଁ ଲୋକଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ । ଏହି ଲୋକ ମାନଙ୍କୁ ମହାଦେବଙ୍କର ନିକଟର ଲୋକ ବୋଲି କୁହାଯାଇଥାଏ । ଏହି ଲୋକମାନଙ୍କୁ ଚାରି ପଟୁ ମହାଦେବ ରକ୍ଷା କରିଥାନ୍ତି । ଯଦି ଏହି ଲୋକଙ୍କ ସହ କୌଣସି ଅନ୍ୟ ବ୍ୟକ୍ତି ଶତ୍ରୁତା କରିଥାନ୍ତି । ତେବେ ସେହି ଲୋକମାନଙ୍କର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହୋଇଯାଇଥାଏ ।

D- ଏହି ଅକ୍ଷରରୁ ଯାହାର ନାମ ଆରମ୍ଭ ହୋଇଥାଏ । ସେହି ଲୋକ ମଧ୍ୟ ପ୍ରଭୁଙ୍କର ଅତି ନିକଟତାର ଲୋକ ହୋଇଥାନ୍ତି । ଏହି ଲୋକ ମାନେ ବହୁତ ଭଲ ଭାବେ ମହାଦେବଙ୍କର ଆରାଧନା କରିଥାନ୍ତି । ଏଥିସହ ମହାଦେବ ସେମାନଙ୍କ ଉପରେ କୃପା ବୃଷ୍ଟି କରିଥାନ୍ତି ।

P- ଏହି ନାମର ଲୋକ ଙ୍କ ଉପରେ ମହାଦେବ ସବୁ ସମୟରେ ପ୍ରସନ୍ନ ରହିଥାନ୍ତି । ଏହି ଲୋକମାନେ ମହାଦେବ ଠାରୁ କେବେବି ଦୂରରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଏମାନଙ୍କ ହୃଦୟ ବହୁତ ସଫା ଅଟେ ।

V- ଏହି ଲୋକ ମାନଙ୍କୁ ଖୁସିରେ ରଖିବାକୁ ମହାଦେବ ଭଲ ପାଇଥାନ୍ତି । ଯଦି କୌଣସି ବ୍ୟକ୍ତି ଏହି ଲୋକଙ୍କ ସହ ଅନ୍ୟାୟ କରିଥାଏ । ତେବେ ସେହି ଲୋକକୁ ମହାଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ ।

S- ଏହି ଲୋକ ମାନଙ୍କ ଉପରେ ମହାଦେବଙ୍କ ଆଶ୍ରୀବାଦ ସର୍ବଦା ଲାଗି ରହିଥାଏ । ଏମାନେ ହୃଦୟରୁ ଭଲ ଲୋକ ହୋଇବା ସହ କାହାର କେବେ ଅନିଷ୍ଠ କରନ୍ତି ନାହିଁ । ତେଣୁ ଏହି ନାମର ଲୋକଙ୍କୁ ମଧ୍ୟ ମହାଦେବ ଭଲରେ ରଖିଥାନ୍ତି ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *