Health Tips- ଯଦି ପାଦରେ ଦେଖା ଦିଏ ଏହି ଲକ୍ଷଣ ତ ଆପଣଙ୍କ ଲିଭର ଖରାପ ଅଛି, କରନ୍ତୁ ନାହିଁ ନଜର ଅନ୍ଦାଜ !

ନମସ୍କାର ବନ୍ଧୁଗଣ, ସବୁବେଳେ ଆମକୁ ରୋଗ ହୋଇସାରିବା ପରେ ବା ଅଧିକ ବଢିଯିବା ପରେ ହିଁ ଜଣା ପଡିଥାଏ । କାରଣ ଆମେ ତାହାର ଆରମ୍ଭ ହେବା ପୂର୍ବରୁ ମିଳୁଥିବା ଲକ୍ଷଣକୁ ଜାଣିନଥାଉ ଏବଂ ଅଣଦେଖା କରିଦେଇଥାଉ । କିଛି ଲକ୍ଷଣ ରହିଛି ଯାହାକୁ ଆପଣ ଜାଣିବା ଫଳରେ ଅନୁମାନ କରିପାରିବେ କି ଆପଣଙ୍କ ଲିଭର ମଧ୍ୟରେ କିଛି ସମସ୍ୟା ରହିଛି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଲକ୍ଷଣ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ତାହା ଆପଣଙ୍କୁ ଲିଭର ସହ ଜଡିତ ସମସ୍ୟା ସମ୍ପର୍କରେ ଅବଗତ କରାଇବ ।

ପ୍ରଥମ: ଯଦି ଆପଣଙ୍କ ଆଣ୍ଠୁ ତଳ ଗୋଡରେ କିଛି ଲାଲ ଏବଂ ବ୍ରାଉନ ରଙ୍ଗର କିଛି ଦାଗ ହେଉଥାଏ ତେବେ ଏହା ଆପଣଙ୍କ ଲିଭର ଭିତରେ ହେଉଥିବା ସମସ୍ୟା କାରଣରୁ ହିଁ ହୋଇଥାଏ । ଏହି ସମସ୍ୟା ହେବାର କାରଣ ହୋଇଥାଏ ଦୁର୍ବଳ ରକ୍ତ ପ୍ରବାହ । ଏବଂ ଏହି ଦୁର୍ବଳ ରକ୍ତ ପ୍ରବାହ ଆପଣଙ୍କ ଲିଭରରେ ହେଉଥିବା କୌଣସି ସମସ୍ୟା ପାଇଁ ହିଁ ହୋଇଥାଏ ।

ଦିତୀୟ: ଯଦି ଆପଣଙ୍କ ଗୋଡର ଶିର ନାଲି ଏବଂ ନୀଳ ରିଙ୍ଗର ହୋଇ ଫୁଲି ଯାଇ ଆପଣଙ୍କ ଗୋଡର ପଛପଟର ଚର୍ମ ବାହାରକୁ ମଧ୍ୟ ଦେଖା ଯାଇଥାଏ ତେବେ ଏହା ଆପଣଙ୍କ ଲିଭର ଖରାପ ହେବାର ଲକ୍ଷଣ ହୋଇଥାଏ । ତୃତୀୟ: ଆପଣଙ୍କ ଗୋଇଠି ଫାଟିବା ମଧ୍ୟ ଆପଣଙ୍କ ଲିଭର ଖରାପ ହେବାର ସୂଚନା ଦେଇଥାଏ ।

ଚତୁର୍ଥ: ଯଦି ଆପଣଙ୍କ ପାଦ ତଳ ସବୁ ସମୟରେ କୁଣ୍ଡାଇ ହେଉଥାଏ ତେବେ ଏହା ମଧ୍ୟ ଏକ ଲକ୍ଷଣ ଅଟେ । ବହୁତ ଲୋକଙ୍କ ଠାରେ ପଦ ତଳ ତାତି ଯିବା ଭଳି ସମସ୍ୟା ଦେଖା ଯାଇଥାଏ କାରଣ ଏହା ଲିଭର ଖରାପ ହେବାର ଲକ୍ଷଣ ହୋଇଥାଏ । ଆପଣ ପିନ୍ଧିଥିବା ଜୋତା ଓଲ୍ହାଇବା ପରେ ଯଦି ଆପଣଙ୍କ ପାଦରୁ ବହୁତ ଅଧିକ ଗନ୍ଧ ଆସୁଥାଏ ସବୁବେଳେ ତେବେ ଏହା ଏକ ଲକ୍ଷଣ ଅଟେ ଯାହା ଆପଣଙ୍କ ଲିଭର ଅବସ୍ତା ଖରାପ ହେବାର ସୂଚନା ଦେଇଥାଏ ।

ପଞ୍ଚମ: ପିଟିଙ୍ଗ ଏଡିବା ହେବା ମଧ୍ୟ ଆପଣଙ୍କ ଲିଭର ଫେଲ ହେବାର ସୂଚନା ଦେଇଥାଏ । ପିଟିଙ୍ଗ ଏଡିମା ମାନେ ହେଉଛି ଆପଣ ଆପଣଙ୍କ ଶରୀର ଯେଉଁ ବି ସ୍ଥାନକୁ ସ୍ପର୍ଶ କାଲେ ତାହା ଦବି ଯାଇ ଖାଲ ପରି ହୋଇଯାଇଥାଏ ଏବଂ କିଛି ସମୟ ପରେ ପୁଣି ଭଲ ହୋଇଯାଇଥାଏ ।

ଷଷ୍ଠ: ଯଦି ଆପଣଙ୍କୁ ଆପଣଙ୍କ ନଖରେ ଧଳା ତଥା ଚନ୍ଦ୍ର ଭଳି ନଜର ଆସୁଥାଏ ତେବେ ଏହା ଆପଣଙ୍କୁ ଲିଭରର ଅବସ୍ଥା ଠିକ ନଥିବାର ସୂଚନା ଦେଇଥାଏ । ଯଦି ଆପଣ ବହୁତ ଅଧିକ ନିଶା ସେବନ କରନ୍ତି ଏବଂ ପନିପରିବା ବିଲକୁଲ ମଧ୍ୟ ଖାଆନ୍ତି ନାହିଁ, ବହୁତ ଅଧିକ ସୁଗାର ଯୁକ୍ତ ଖାଦ୍ୟ ଖାଆନ୍ତି ତେବବେ ଏହା ଆପଣଙ୍କ ଲିଭରକୁ ଖରାପ କରିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *