Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ତୁଲସୀ ଗଛକୁ ଭୁଲରେ ବି ଏହି ସ୍ଥାନରେ ରଖିବା କଥା ନୁହେଁ, ପୁରା ପରିବାର ହେଇଯାଏ ବର୍ବାଦ

ନମସ୍କାର ବନ୍ଧୁଗଣ ,  ଘରର ସ୍ତ୍ରୀମାନେ ସକାଳେ ଉଠିଲା ମାତ୍ରେ ତୁଳସୀ ଗଛର ପୂଜା କରିଥାନ୍ତି । ପ୍ରାଚୀନ କାଳରୁ ଏହି ନିୟମ ରହିଛି ଯେ ମା ‘ ବୃନ୍ଦାବତୀ ଙ୍କୁ ପୂଜା କରିବା ଦ୍ଵାରା ଆମ ଘରର ସୁଖ ସମବୃଦ୍ଧି ରହିଥାଏ । ତେଣୁ ଘରର ସ୍ତ୍ରୀମାନର ପ୍ରଥମେ ଉଠିଲାମାତ୍ରେ ନିତ୍ୟ କାମ ସାରି ତୁଲସୀ ଗଛର ପୂଜା କରନ୍ତି । ଯେଉଁଘର ମାନଙ୍କ ରେ ତୁଲସୀ ପୂଜା କରାଯାଇନଥାଏ । ସେହି ଘରେ ଅସୁବିଧା , କଷ୍ଟ ସର୍ବଦା ରହିଥାଏ ।

ଭଗବାନ ଶ୍ରୀ ବିଷ୍ଣୁଙ୍କୁ ତୁଲସୀ ଗଛ ଅତ୍ୟନ୍ତ ପ୍ରିୟ ଅଟେ । ସେ ଭୋଜନ ଏହା ପୂର୍ବରୁ କରନ୍ତି ନାହିଁ ତୁଲସୀ ପତ୍ର କୁ ସେବନ କରିଲା ପରେ ହିଁ ଭୋଜନ ଗ୍ରହଣ କରିଥାନ୍ତି । ବିଷ୍ଣୁ ପୁରାଣରେ ତୁଲସୀ ପୂଜା ଏବଂ ସ୍ଥାନର କେତେ ଗୁଡାଏ ନିୟମ ବର୍ଣନା କରାଯାଇଅଛି । ଯଦି ଆପଣ ଏହାକୁ ମାନି ନ ଥାନ୍ତି ତେବେ ଆପଣ ପୂଜାର ଫଳ ପାଇଁନଥାନ୍ତି । ଏହି  ନିୟମକୁ ପାଳନ କରିବା ଦ୍ଵାରା ତୁଲସୀ ର ଶୁଭ ଫଳ ପ୍ରାପ୍ତ କରିଥାନ୍ତି ।

ତୁଲସୀ ଗଛ ଏକ ସାମାନ୍ୟ  ଗଛ ନୁହେଁ ଯେଉଁ ସ୍ଥାନରେ ଏହି ଗଛ ରହିଥାଏ । ସେଠାରେ ଭଗବାନ ବିଷ୍ଣୁ ଏବଂ ମା ‘ ଲକ୍ଷ୍ମୀଙ୍କ ବାସ ରହିଥାଏ । ପୁରାଣ ଅନୁସାରେ ତୁଲସୀ ଗଛର ପୂଜା ସର୍ବ ପ୍ରଥମେ ଭଗବାନ ଶ୍ରୀ ବିଷ୍ଣୁ କରିଛନ୍ତି । ଶାସ୍ତ୍ର ଅନୁସାରେ ତୁଲସୀ ଗଛର ନିୟମ ରହିଛି । ତୁଲସୀ ଗଛର କୁ କେବେ ବି ଘରର ଛାତ ଉପରେ ଲଗେଇବେ ନାହିଁ । କାରଣ ଏହା ବିପରୀତ ଦିଗ ହୋଇଥାଏ ଏବଂ ଘରେ ନାକାରାତ୍ମକ ଊର୍ଜା ପ୍ରବେଶ କରିଥାଏ ।

ତେଣୁ ସବୁବେଳେ ତୁଲସୀ ଗଛ କୁ ଏମିତି ଏକ ସ୍ଥାନରେ ରଖିବେ ଯେମିତି ଗଛ ଉପରେ ସୂର୍ଯ୍ୟ କିରଣ ପଡୁଥିବା ଉଚିତ୍ । ଏହା ଦ୍ଵାରା ଆମ ଘରେ ସକାରାତ୍ମକ ପବନ ପ୍ରବେଶ କରିଥାଏ । ଯେଉଁମାନଙ୍କ ଜାତକରେ ବୁଧ ରହିଥାନ୍ତି ସେମାନେ ଛାତ ଉପରେ ତୁଲସୀ ଗଛ କଦାପି ଲଗାନ୍ତୁ ନାହିଁ । ତୁଲସୀ ଗଛ କୁ ଅନ୍ଧାର ଥିବା ସ୍ଥାନରେ କଦାପି ଲଗେଇବେ ନାହିଁ । ଶାସ୍ତ୍ର ଅନୁସାରେ ଅନ୍ଧାରରେ ତୁଲସୀ ଗଛ କୁ ରଖିବା ଦ୍ଵାରା ଆର୍ଥିକ ସ୍ତରରେ କ୍ଷତି ଘଟିଥାଏ , ଘର ର ଆଗରେ ଯେଉଁଠି ସୂର୍ଯ୍ୟଙ୍କ କିରଣ ଗଛ ଉପରେ ପଡିଥାଏ ।

ସେହି ସ୍ଥାନରେ ତୁଲସୀ ଗଛ କୁ ରଖିବା ଦ୍ଵାରା ତୁଲସୀ ଗଛ କେବେ ବି ଶୁଖି ନ ଥାଏ ଏବଂ ସବୁ ବେଳେ ସବୁଜ ହୋଇଥାଏ । ଶାସ୍ତ୍ର ଅନୁସାରେ  ଯଦି ତୁଲସୀ ଗଛ ପାଖରେ ଛୋଟ ମନ୍ଦିର ରହିଥାଏ , ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ତୁଲସୀ ଗଛ ପାଖରେ ଗଣେଶଙ୍କ ମୂର୍ତ୍ତି କୁ ତାଖିବେ ନାହିଁ । ଏହା ଶାସ୍ତ୍ର ନିୟମର ବିରୁଦ୍ଧ ଅଟେ । ତୁଲସୀ ଗଛ କୁ ଦକ୍ଷିଣ ଦିଗକୁ ରଖିବା ଅନୁଚିତ୍ ହୋଇଥାଏ ।

ତୁଲସୀ ପାଇଁ ଉତ୍ତର ଏବଂ ପୂର୍ବ ଦିଗ ଉତ୍ତମ ହୋଇଥାଏ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ରହିଥାଏ । ଉତ୍ତର ଦିଗକୁ ଧନ ର ଦିଗ ମଧ୍ୟ କୁହାଯାଏ , ତେଣୁ ଋଳସୀ ଗଛକୁ ସେହି ଆଡେ ରଖିବା ଘର ପାଇଁ ଲାଭଦାୟକ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *