ସମସ୍ଯା ପାଇଁ ଚିନ୍ତିତ ! ମାତ୍ର 24 ଘଣ୍ଟାରେ ମନବାଞ୍ଛା ହେବ ପୂରଣ ! କରନ୍ତୁ ଏହି ଉପାୟ ! Astrology

ବନ୍ଧୁଗଣ ଅନେକ ସମୟରେ ଆମ ଜୀବନରେ ସମସ୍ଯା ଜମାରୁ ପିଛା ଛାଡି ନଥାଏ । ଯାହା ଦ୍ଵାରା ଆମକୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ । ସେଥିପାଇଁ ମନୁଷ୍ୟ ବହୁତ ବିଚଳିତ ଓ ବ୍ୟସ୍ତ ହୋଇ ପଡିଥାଏ । ଏହାପରେ ସେ ତାହାର ସମସ୍ଯା ସମାଧାନର ବାଟ ଖୋଜିବାକୁ ଲାଗି ପଡିଥାଏ । ତେବେ ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ଥାଉ ନା କାହିଁକି ? ଆପଣ ଯଦି ସେହି ସମସ୍ଯାରୁ ମୁକୁଳିବାକୁ ଚାହୁଁଥାନ୍ତି । ତେବେ ଆପଣ ନିଜ ସମସ୍ଯାର ସମାଧାନ କିପରି ଭାବେ ସହଜରେ କରିପାରିବେ ସେ ବିଷୟରେ ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ମୁହଁରୁ ଜାଣନ୍ତୁ ।

ପ୍ରଥମେ ଏକ ଧଳା କାଗଜ ଆଣନ୍ତୁ । ସେହି ଧଳା କାଗଜ ଉପରେ ନାଲି କଲମରେ ଆପଣଙ୍କର ଯାହା ବି ସମସ୍ଯା ରହିଥିବ । ସେହି ସମସ୍ଯାକୁ ସେହି ନାଲି କଲମ ଦ୍ଵାରା ଧଳା କାଗଜରେ ଲେଖନ୍ତୁ । ତାପରେ ସେହି ଧଳା କାଗଜ ଉପରେ ସାମାନ୍ୟ ହଳଦୀର ଛିଟା ପକାଇ ଦିଅନ୍ତୁ । ରାତ୍ରୀ 11 ଟା ରୁ ନେଇ 1 ଟା ପର୍ଯ୍ୟନ୍ତର ସମୟକୁ ଏହି ସବୁ ପୂଜା ପାଠ  କରିବା ଏବଂ ମନବାଞ୍ଛା ପୂରଣର ବହୁତ ଶୁଭ ସମୟ ବୋଲି ମାନା ଯାଇଥାଏ ।

ତେଣୁ ଏହି ସମୟ ମଧ୍ୟରେ ଆପଣ ଯେଉଁ ପୂଜା ବିଧି ସବୁ ନିଷ୍ଠା ସହକାରେ କରିଥାନ୍ତି । ତାହାର ରେଜଲ୍ଟ ଆପଣଙ୍କୁ ବହୁତ ଶୀଘ୍ର ଦେଖିବାକୁ ମିଳିଥାଏ । ତେବେ ସେହି ସମୟରେ ଆପଣ ଏକ ମାଟିର ପାତ୍ର ଆଣି ସେଥିରେ ଆପଣ ଲେଖିଥିବା ଆପଣଙ୍କର ସମସ୍ଯାର କାଗଜକୁ ସେହି ପାତ୍ରରେ ରଖନ୍ତୁ । ତାପରେ ସେହି କାଗଜରେ ଅଗ୍ନୀ ସଂଯୋଗ କରନ୍ତୁ ।

ତାପରେ ସେହି କାଗଜ ଜଳିଯିବା ପରେ ସେଥିରୁ ବାହାରିଥିବା ପାଉଁଶକୁ ଆଣି ନିଜ ମଥାରେ ଟୀକା କରି ଲଗାନ୍ତୁ । ଏହିଭଳି ଭାବେ ଏହି ଉପାୟକୁ ଆପଣଙ୍କୁ ଲଗାତର 7 ଦିନ ପର୍ଯ୍ୟନ୍ତ କରିବାକୁ ପଡିବ । ତେବେ ଏହି ଉପାୟ କରିବା ଦ୍ଵାରା 24 ଘଣ୍ଟା ମଧ୍ୟରେ ହିଁ ଅନେକଙ୍କର ସମସ୍ଯାର ସମାଧାନ ହୋଇଯାଇଥାଏ । ତାଙ୍କର ମନୋସ୍କାମନା 24 ଘଣ୍ଟା ମଧ୍ୟରେ ହିଁ ପୂରଣ ହୋଇଯାଇଥାଏ ।

ହେଲେ ଆପଣଙ୍କୁ ଏହି ଉପାୟ 7 ଦିନ ପର୍ଯ୍ୟନ୍ତ ଲଗାତର ଭାବେ କରିବାକୁ ପଡିବ । ଯଦି ମଝିରେ କେଉଁ ଦିନ କରିପାରୁନାହାନ୍ତି । ତେବେ ପୁଣି ଥରେ ଆପଣଙ୍କୁ ପ୍ରଥମ ଦିନରୁ ପୁଣି 7 ଦିନ ପର୍ଯ୍ୟନ୍ତ କରିବାକୁ ପଡିବ । କିନ୍ତୁ ଏହାକୁ କରିବା ବେଳେ ସେଥିରେ ଆପଣଙ୍କ ବିଶ୍ବାସ ରହିବା ଦରକାର ।

ଯେ ମୋର ମନୋସ୍କାମନା ବହୁତ ଶୀଘ୍ର ହିଁ ପୂରଣ ହୋଇଯିବ । କାରଣ ବିଶ୍ବାସର ସହ କରାଯାଇଥିବା ଉପାୟ ବହୁତ ଶୀଘ୍ର ତାହାର ଫଳ ଦେଇଥାଏ । ତେଣୁ ଆପଣଙ୍କୁ ଏହା ବିଶ୍ବାସର ସହ କରିବାକୁ ପଡିବ । ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *