Tarot card reading; – ଆପଣଙ୍କର କେଉଁ ଇଛା ପୂରଣ ହେବାକୁ ଯାଉଛି ! ବାଛନ୍ତୁ କୌଣସି ଏକ ନମ୍ବର !

ଆପଣଙ୍କର ଇଛା ପୂରଣ ହେବ କି ନାହିଁ ! ଆଗାମୀ ସମୟରେ ଆପଣଙ୍କର କେଉଁ ଇଚ୍ଛା ପୂରଣ ହେବାକୁ ଯାଉଛି ବୋଲି ଇଶ୍ଵରଙ୍କ ପକ୍ଷରୁ ସୂଚନା ମିଳୁଛି । ତେବେ ଏହା ସବୁ ଜାଣିବାକୁ ଚାହୁଁଥିଲେ । ଆଜି ଆମେ ଆପଣଙ୍କୁ 4 ଟି ନମ୍ବର ଏଠାରେ ଦେଇଛୁ । ନମ୍ବର ଗୁଡିକ ହେଉଛି 1, 2, 3 ଓ 4 । ତେବେ ଏହି ନମ୍ବର ଗୁଡିକ ମଧ୍ୟରୁ କୌଣସି ଏକ ନମ୍ବର ଚୟନ କରି ଆପଣଙ୍କର କେଉଁ ଇଛା ଆଗାମୀ ସମୟରେ ପୁରା ହେବାକୁ ଯାଉଛି ସେହି ବିଷୟରେ ଏଠାରେ ସୂଚନା ପାଆନ୍ତୁ ।

1- ଆପଣଙ୍କ ମନରେ ଏକ ଏପରି ଇଛା ରହିଛି । ଯେଉଁ ଇଛା ଆପଣ ଭାବି ପାରିବେ ବୋଲି ଅନ୍ୟ କେହି ଭାବି ନଥିବେ । ଏପରି ଏକ ଖାସ୍ ଇଛା ଆପଣଙ୍କର ମନରେ ରହିଛି । ଯେଉଁ ଇଛା ପୂରଣ ହେବାକୁ ପାଖାପାଖି 3 ରୁ 4 ମାସ ସମୟ ମଧ୍ୟ ଲାଗିପାରେ । ହେଲେ ଏହି ୱିଶଟି ଆପଣଙ୍କର ପୂରଣ ହେବ ।

2- ଆପଣ ଯେଉଁ ଇଛାକୁ ପୂରଣ କରିବାକୁ ଚାହୁଁଛନ୍ତି । ସେହି ଇଛା ବା ସ୍ଵପ୍ନକୁ ନେଇ ଆପଣ ନିଜେ ହିଁ ଦ୍ଵନ୍ଦରେ ଅଛନ୍ତି । ତାହା ଆଗକୁ ଯାଇ ଆପଣଙ୍କୁ ଖୁସି ଦେବ କି ନାହିଁ ! ତାହାକୁ ମନ ମଧ୍ୟରେ ବାରମ୍ବାର ଭାବୁଛନ୍ତି । ତେଣୁ ଯେଉଁ ପର୍ଯ୍ୟନ୍ତ ଆପଣ ନିଜ ୱିଶକୁ ନେଇ ମନରୁ ଦ୍ଵନ୍ଦ ବାହାର କରିନାହାନ୍ତି । ସେ ପର୍ଯ୍ୟନ୍ତ ୱିଶଟି ପୂରଣ ହେବ କି ନାହିଁ ତାହା କହି ହେବ ନାହିଁ ।

3- ଆପଣଙ୍କର ଯାହା ବି ୱିଶ ରହିଛି । ତାହା ଆଗାମୀ ସମୟରେ ତ ପୁରା ହେବାକୁ ଯାଉଛି । ହେଲେ ୱିଶ ପୁରା ହେଲା ପରେ ଆପଣ ତାହାକୁ କାହା ସହ ଶେୟାର କରିବେ କି ନାହିଁ ତାହାକୁ ନେଇ ଅଧିକ ଭାବୁଛନ୍ତି । କାରଣ ଆପଣଙ୍କର ସେମିତି ହିଁ କିଛି ୱିଶ ରହିଛି । ଯାହା ଆପଣ ଅନ୍ୟଙ୍କ ଠାରୁ ଲୁଚେଇ ର୍ଖିଛନ୍ତି ।

4- ଆପଣଙ୍କର ଧନ ସମ୍ବଦ୍ଧୀୟ ଯାହା ବି କିଛି ୱିଶ ରହିଥିଲା । ତାହା ଏବେ ପୁରା ହେବାକୁ ଯାଉଛି । ଅର୍ଥକୁ ନେଇ ଯଦି କୌଣସି ବାଧା ରହିଥିଲା । ଠ ଏବେ ଦୂର ହୋଇଯିବ । ଆପଣ ଯଦି କୌଣସି ଜିନିଷ କ୍ରୟ କରିବାକୁ ଚାହୁଁଥିଲେ । ତାହା ମଧ୍ୟ କିଣିକି ଆଣିପାରିବେ । ଧନ ମାମଲାରେ ଆପଣଙ୍କର ସ୍ଥିତି ବହୁତ ଭଲ ରହିବାକୁ ଯାଉଅଛି ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *