Health Tips- ଏହି 7 ଟି ଜିନିଷ ପ୍ରତିଦିନ ଖାଆନ୍ତୁ, ସୁଗାର ପାଇଁ ହୋଇଥାଏ ଅମୃତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାଇବେଟିସରେ ପୀଡିତ ଥିବା ଲୋକଙ୍କର ଖାଦ୍ୟକୁ ନେଇ ଅନେକ ପ୍ରକାର ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । କାରଣ ଯଦି ଡାଇବେଟିସରେ ପୀଡିତ ଏପରି କିଛି ଖାଦ୍ୟ ବ୍ୟକ୍ତି ଖାଦେଇଥାଏ । ତେବେ ବ୍ୟକ୍ତିର ବ୍ଲଡ୍ ରେ ସୁଗାରର ମାତ୍ରା ବଢିଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତିର ଡାଇବେଟିସ ନିୟନ୍ତ୍ରଣ ନହୋଇ ଡାଇବେଟିସ ବଢିଯାଇଥାଏ ।

ତେଣୁ ଡାଇବେଟିସରେ ପୀଡିତ ଥିବା ବ୍ୟକ୍ତି ଯଦି ଏହି ୭ ଟି ଖାଦ୍ୟ ପଦାର୍ଥ ଆଡ୍ କରି ଖାଇଥାଏ । ତେବେ ମଧୁମେହ କଣ୍ଟ୍ରୋଲ ହୋଇଥାଏ । ପ୍ରଥମ ଖାଦ୍ୟ ପଦାର୍ଥ ହେଉଛି କଲରା । କଲରାରେ ଏଭଳି କିଛି ଉପାଦାନ ରହିଥାଏ । ଯାହା ଶରୀରରେ ବଢିଥିବା ସୁଗାରକୁ କମାଇଥାଏ । ଏହା ସହିତ ଇନସୁଲିନ ସୃଷ୍ଟି କରୁଥିବା ପ୍ୟାନକ୍ରିୟାଜ ସିଷ୍ଟମ ଉପରେ ପ୍ରଭାବଶାଳୀ କରିଥାଏ ।

ଯେଉଁ କାରଣରୁ ଶରୀରରେ ଇନସୁଲିନ ସୃଷ୍ଟି ହୋଇଥାଏ । କଲରା ଜୁଷ ମଧୁମେହ ରୋଗୀ ସେବନ କରିବା ଉଚିତ । ଦିତୀୟ ଖାଦ୍ୟ ପଦାର୍ଥ ହେଉଛି ଜାମୁକୋଳି । ଜାମୁକୋଳି ଋତୁ ଅନୁସାରେ ମିଳିଥାଏ । ଯେଉଁ ଋତୁରେ ମଧ୍ୟ ଜାମୁକୋଳି ମିଳୁଥିବ । ମଧୁମେହରେ ପୀଡିତ ଥିବା ବ୍ୟକ୍ତି ନିହାତି ଭାବେ ଜାମୁକୋଳିର ସେବନ କରିବା ଉଚିତ ।

ଏହା ଶରୀରର ଇନସୁଲିନର ସେନଟିଭକୁ ବଢାଇଥାଏ । ତୃତୀୟରେ ବଜାରରୁ ମଧ୍ୟ ଡାବର କମ୍ପାନୀର ଯାମୁନ ନିମ, ଓ କାରେଳା ଜୁଷ ଆଣି ସେବନ କରିପାରିବେ । ଜୁଷକୁ ଏକ ଗ୍ଳାସ ପାଣିରେ ୧୦ ରୁ ୨୦ ml ମିଶାଇ ସେବନ କରିପାରିବେ । ଏହା ଡାକ୍ତରଙ୍କର ଦ୍ଵାରା ପରାମର୍ଷିତ ଜୁଷ ଅଟେ । ଏହାର ସେବନ ମଧୁମେହ ରୋଗୀଙ୍କ ପାଇଁ ବହୁତ ମାତ୍ରାରେ ସ୍ଵାସ୍ଥକର ହୋଇଥାଏ ।

ଚତୁର୍ଥ ଖାଦ୍ୟ ପଦାର୍ଥଟି ହେଉଛି କଖାରୁ । କଖାରୁରେ ଫାଇବର ସହିତ ଅନ୍ୟ ଏପରି କିଛି ଉପାଦାନ ରହିଥାଏ । ଯାହା ସୁଗାରକୁ କଣ୍ଟ୍ରୋଲ କରି ରଖିବାରେ ବହୁତ ମାତ୍ରାରେ ସାହାଜ୍ଯ କରିଥାଏ । ପଞ୍ଚମ ଖାଦ୍ୟ ପଦାର୍ଥ ହେଉଛି ଭେଣ୍ଡି । ଭେଣ୍ଡି ମଧ୍ୟ ଗବେଷଣାରୁ ଜଣାପଡିଛି ଏହା ସୁଗାର କମାଇବାରେ ସାହାଜ୍ଯ କରିଥାଏ ।

ତେଣୁ ନିହାତି ଭାବରେ ଖାଦ୍ୟରେ ଭେଣ୍ଡି ସାମିଲ କରି ଖାଆନ୍ତୁ । ଷଷ୍ଠରେ ସେଓ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ପଦାର୍ଥ । ଖାସ୍ କରି ସେଓର ଚୋପାରେ ଯେଉଁ ଉପାଦାନ ରହିଥାଏ । ବଢିଥିବା ସୁଗାରକୁ ନିୟନ୍ତ୍ରଣ କରିଥାଏ । ତେଣୁ ଯେତେବେଳେ ସେଓର ସେବନ କରୁଥାନ୍ତି । ତାହାର ଚୋପା ସହିତ ସେବନ କରିବା ଉଚିତ । ଡାଇବେଟିସ ଲୋକ ସେଓର ଜୁଷ ସେବନ କରିବା ଏତେ ମାତ୍ରାରେ ସ୍ଵାସ୍ଥକର ନୁହେଁ ।

ସପ୍ତମରେ ଚିଆସିଡ୍ ରେ ସୋଲୁବଲ ଫାଇବର ସହିତ ଅମେଗା3 ଫ୍ୟାଟି ଏସିଡ ରହିଥାଏ । ଏହା ମଧ୍ୟ ବଢିଥିବା ସୁଗାରକୁ ନିୟନ୍ତ୍ରଣ କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *