Health Tips- ଏହି 7 ଟି ସ୍ଥିତିରେ କେବେ ବି ଖାଇବେନି ହଳଦୀ ! ଭୋଗିବାକୁ ହୁଏ ଭୟଙ୍କର ପରିଣାମ !

ନମସ୍କାର ବନ୍ଧୁଗଣ , ଆମେ ଆମ ଦୈନନ୍ଦିକ ଜୀବନରେ ହଳଦୀ ର ପ୍ରୋୟଗ ଅଧିକ ପରିମାଣରେ କରିଥାଉ । କାରଣ ପ୍ରାଚୀନ କାଳ ରୁ ଏହାକୁ ଆମେ ଆୟୁବେଦିକ ଔଷଧ ରୂପରେ ବ୍ୟବହାର କରି ଆସିଛୁ । ପିତାମାତାମାନେ ପିଲାମାନେ ଯେବେ କୋଣସି ସ୍ଥାନରେ ପଡିଯାଇ ଆସିଥାନ୍ତି ତେବେ ତୁରନ୍ତ ମା ‘ ଘା ଉପରେ ହଳଦୀ ଲଗେଇ ଥାନ୍ତି । କାରଣ ହଲଦିରେ ଏପରି ଏକ ପୋଷାକ ରହିଥାଏ ଯାହା ଆମ ଘା କୁ ଜଳଦି ଶୁଖି ବାରେ ସାହାଯ୍ୟ କରିଥାଏ ।

କିନ୍ତୁ ଯେପରି ବ୍ୟକ୍ତି ବା ଟଙ୍କା ପଇସାର ଦୁଇ ଟି ପାର୍ଶ୍ଵ ରହିଥାଏ । ଠିକ୍ ସେହିପରି ହଳଦୀ ର ମଧ୍ୟ ଦୁଇଟି ପାର୍ଶ୍ଵ ରହିଛି । ଆମେ ହଳଦୀ ର ଅନେକ ଉପକାରିତା ଗୁଣ ବିଷୟରେ ଜାଣିଛୁ କିନ୍ତୁ ଏହାର ଅପକାରିତ ଗୁଣ ମଧ୍ୟ ରହିଛି । ଯେବେ ଆପଣ ଏହା ବିଷୟରେ ଜାଣିବେ ତେବେ ଏହାକୁ ଉପଚାର ଭାବରେ ନେଉଥିବା ବ୍ୟକ୍ତି ତାହାକୁ ନେବା ବନ୍ଦ କରିଦେବେ । ସାମାନ୍ୟ ଭାବରେ ହଳଦୀ କୁ ଆମର ରନ୍ଧାରେ ବ୍ୟବହାର କରିଥାଉ ।

ରୋଷେଇ ଘରେ ବ୍ୟବହାର କରାଯାଉଥିବା ହଲଦିର ପରିମାଣ ବହୁତ କମ୍ ହୋଇଥାଏ । ତେଣୁ ଏହା ଶରୀରରେ ଏତେ ପ୍ରଭାବ ପକେଇ ନ ଥାଏ । କିନ୍ତୁ ଯଦି ଆପଣ ହଲଦିର ଔଷଧ ବା ପାଣି ରେ ମିଶେଇ ଏହାର ସେବନ କରିଥାନ୍ତି , ତେବେ ଏହା ଆପଣ ପାଇଁ କ୍ଷତିକାରକ ହୋଇଥାଏ । ହଳଦୀ କି ଆମେ ସବୁ ଦିନ ସେବନ କରିବା ଦ୍ଵାରା ଶରୀରରେ ଆଇରନ ର ସଞ୍ଚାଳନ ଠିକ ଭାବରେ ହୋଇପାରିନଥାଏ ।

ଯାହା ଫଳରେ ଶରୀରରେ ରକ୍ତର ମାତ୍ର କମିଯାଇଥାଏ । ଯଦି କୋଣସି ବ୍ୟକ୍ତିଙ୍କ ଶରୀରରେ ରକ୍ତ ର ମାତ୍ରା କମ ଥାଏ । ସେହି ପରିସ୍ଥିତିରେ ହଲଦିର ସେବନ କରିବା ଅନୁଚିତ୍ ହୋଇଥାଏ । ଦ୍ଵିତୀୟ ହେଉଛି ଗର୍ଭବତୀ ମହିଳାମାନଙ୍କ ପାଇଁ ହଳଦୀ ନେବା ଅନୁଚିତ ହୋଇଥାଏ । ନଚେତ୍ ଏହି ସ୍ଥଳରେ Abortion ହେବାର ସମ୍ଭାବନା ରହିଥାଏ । ତେଣୁ ଗର୍ଭବତୀ ମହିଳା ମାନେ ହଳଦିକୁ ଖାଇବା ବା ନେବା ଅନୁଚିତ୍ ହୋଇଥାଏ ।

ତୃତୀୟ ଯଦି କୋଣସି ବ୍ୟକ୍ତି ର ରକ୍ତ ପ୍ରଭାହିତ ହେବା ସମସ୍ୟା ଦେଖା ଯାଇଥାଏ , ତେବେ ଏହି ପରିସ୍ଥିତିରେ ମଧ୍ୟ ବ୍ୟକ୍ତି କୁ ହଳଦୀ କୁ ନେବା ଅନୁଚିତ୍ ହୋଇଥାଏ । କାରଣ ହଳଦୀ ଆମ ଶରୀରରେ ରକ୍ତ କୁ ପତଳା କରି ବାହାରିବାକୁ ରୋକି ଥାଏ । ତେଣୁ ଯେଉଁ ବ୍ୟକ୍ତି କୁ ଏହି ଭଳି ସମସ୍ୟା ରହିଥାଏ , ସେ ହଳଦୀ କୁ ବ୍ୟବହାର କରିବା ଉଚିତ ହୋଇନଥାଏ । କିଡନି ରେ ଷ୍ଟୋନ୍ସ ଥିବା ବ୍ୟକ୍ତି ହଳଦୀ କୁ ସେବନ କରିବା ଅନୁଚିତ୍ ଅଟେ ।

ଡାଇବେଟିସ ରୋଗ ଥିବା ବ୍ୟକ୍ତି ହଳଦୀର ସେବନ କରିବା ଉଚିତ ହୋଇଥାଏ ଏହା ଡାଇବେଟିସ ର ମାତ୍ରା କୁ କମ କରିଥାଏ । କିନ୍ତୁ ଯଦି ଆପଣ ଔଷଧ ନେଇଉଛନ୍ତି ଏବଂ ଆପଣଙ୍କ ମଧୁମୟ ଠିକ ରହିଥାଏ ଏବଂ ଆପଣ ଏହି ସମୟରେ ହଳଦୀ ର ସେବନ କରନ୍ତି , ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ହଳଦୀ କୁ ଯେତିକି ଉଚିତ୍ ହୋଇଥାଏ ସେତିକି ନେବା ଦରକାର ବାରମ୍ବାର ଏହାର ସେବନ କରିବା ଅନୁଚିତ୍ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *