ସାବଧାନ ! ଥଣ୍ଡା, କାଶ, ଓ ଜ୍ଵରରେ ଆପଣ ଖାଉ ନାହାଁନ୍ତି ତ ଏହି ଔଷଧ ? ନିଶ୍ଚୟ ଜାଣି ରଖନ୍ତୁ…

ନମସ୍କାର ବନ୍ଧୁଗଣ , ଆମ ସମଗ୍ର ଦେଶରେ ବୃଦ୍ଧି ହେଉଛି ଥଣ୍ଡା , କାଶ ଏବଂ ଜ୍ଵର । ଆମ ଯେଉଠି ଯାଉଛୁ ସେ ଠାରେ ଦେଖାବାକୁ ପାଉଛୁ ଯେ ଏହି ଭଳି ଭାଇରାଲ ଇନଫେକ୍ଶନ । ଆମ ଦେଶରେ ଏହା ର ମାତ୍ର ଅଧିକ ହେବାକୁ ଲାଗୁଛି । ଆମ ଦେଶରେ IMA  ତାଙ୍କ ରିସର୍ଚ ରେ ଏହା ଜଣାଇଛନ୍ତି । ଯେ ଏହି ଭଳି ପରିସ୍ଥିତିରେ  ଏଣ୍ଟି ବେଣ୍ଡିକ ଔଷଧର ସେବନ କ୍ଷତିକାରକ ହୋଇପାରେ ।

ଆମେ ସାଧାରଣ ଭାବରେ ଜ୍ଵର , କାଶ , ଥଣ୍ଡା ଆଦି ରୋଗ ପାଇଁ ଏହା ସେବନ କରିଥାଉ । କିନ୍ତୁ ଏହା ଅନୁଚିତ ହୋଇଥାଏ ବୋଲି IMA  କହିଛନ୍ତି । ଏହି ପରିସ୍ଥିତିରେ ଡାକ୍ତର ସହ ସହମତି ନେଇ କୋଣସି ଔଷଧର ସେବନ କରିବାକୁ କୁହାଯାଇଅଛି । IMA  କହିଛନ୍ତି ଯଦି କାଶ , ବାନ୍ତି , ଗଳାରେ କୁଣ୍ଡେଇ ହେବା , ଜ୍ଵର ,  ଶରୀର ରେ ବିନ୍ଧା ଆଦି ଲକ୍ଷଣ ଦେଖା ଯାଉଛି ଏବଂ ଏହି ମାନଙ୍କ ସଂଖ୍ୟା ହଠାତ ବୃଦ୍ଧି ହେବାକୁ ଲାଗିଛି ।

ଏହି ଭଳି ସ୍ଥିତିରେ ଜ୍ଵର ତିନି ଦିନରେ ପଳେଇଯାଉଛି କିନ୍ତୁ କାଶ ଏକ ରୁ ଦୁଇ ହପ୍ତାହ ରହୁଛି । ଆମ (NCDC) ଅନୁସାରେ ଏହି ଭଳି ପରିସ୍ଥିତି ଅଧିକାଶ H3N2 ଇନଫ୍ଲୁୟେନ୍ସ ଭାଇରସ ଦ୍ଵାରା ହୋଇଥାଏ । ଭାଇରାଲ ଜ୍ଵର ହେବା ସମୟରେ ଆଣ୍ଟିବେଣ୍ଡିକ୍ ଔଷଧ କରିବା ଦ୍ଵାରା କୋଣସି ଲାଭ ହୋଇନଥାଏ । କିନ୍ତୁ ଯଦି ଆପଣ ଏହାର ଅତ୍ୟଧିକ ବ୍ୟବହାର କରିଆନ୍ତି ବା  ସେବନ କରିଥାନ୍ତି ତେବେ ଏହା କ୍ଷତିକାରକ ହୋଇଥାଏ ।

IMA କହିଛନ୍ତି  ଅକ୍ଟୋବର  ରୁ ଫେବୃୟାରୀ ଭିତରେ ଏହି ଭଳି ଭାଇରାଲ ହେବାରର ସମ୍ଭାବନା ରହିଛି ।  ଏହି ପରିସ୍ଥିତିରେ କେବଳ ଲକ୍ଷଣ ର ଚିକିତ୍ସା କରନ୍ତୁ କୋଣସି ପ୍ରକାରର  ଏଣ୍ଟି ବେଣ୍ଡିକ ର ସେବନ ଜରୁରୀ ହୋଇନଥାଏ । ଲୋକେ ଏଜିତ୍ରୋମାଇଯିସ୍ ଭଳି ଏଣ୍ଟି ବେଣ୍ଡିକ ନେବା ଆରମ୍ଭ କରିଥାନ୍ତି । ସେମାନେ ଏହା ଭାବିନଥାନ୍ତି ଯେ ଏହାକୁ ଖାଇବା ଉଚିତ୍ ବା ଅନୁଚିତ୍ । ବିନା ଡାକ୍ତରଙ୍କ ଅନୁମତିରେ ଏହାକୁ କିପରି ଖାଇବା ଦରକାର ଏହା ନ ଜାଣି ଖାଇବା ଦ୍ଵାରା ଏହା ଆମ ଶରୀର ପାଇଁ କ୍ଷତିଜନକ ହୋଇଥାଏ ।

ଯଦି ଆପଣ ସେବନ କରିଥିବା ଏଣ୍ଟିବେଣ୍ଡିକ ରେ ଏହି ଭାଇରାଲ ଜ୍ଵର କୁ ସମାପ୍ତ କରିବାର କ୍ଷମତା ନ ଥାଏ । ତେବେ ଏହାକୁ ସେବନ କରିବା ଦ୍ଵାରା ଏହା ଆମ ଶରୀରରେ ପ୍ରତିକାରକ କରିଥାଏ ଏବଂ ରୋଗୀର ଚିକିତ୍ସା କରିବା କଷ୍ଟକର ହୋଇଯାଇଥାଏ । ମ୍କୋରାଳ ରିସର୍ଚ ଅନୁଷ୍ଟାନ  ଡାଇରେକ୍ଟୋର ଇନ୍ଟର୍ନାଲ ଔଷଧର ଡାକ୍ତର ସତୀଶ ପୌଲ କହନ୍ତି ଯେ ଜ୍ଵର , କାଶ ହେବା ପରିସ୍ଥିତିରେ ଅଧିକାଶ ଭାଇରାଲ ଇନଫେକ୍ଶନ ହୋଇଥାଏ ।

ଏହି ପାରିଥିତିରେ ଏଣ୍ଟିବେଣ୍ଡିକ ଔଷଧ କହିବାକୁ ରୋକିବାର ଅଛି ।   ଯଦି କୋଣସି ବ୍ୟକ୍ତି ଏଣ୍ଟି ବେଣ୍ଡିକ ଔଷଧ ଖାଇଥାନ୍ତି ତେବେ ବ୍ୟକ୍ଟେରିଆ ଅଧିକ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ଏହି ଭାଇରାଲ ଉପରେ ଏଣ୍ଟିବେଣ୍ଡିକ କୋଣସି କାମ କରିନଥାଏ । ଡାକ୍ତରଙ୍କ ବିନା ଅନୁମତିରେ ଏହି ଔଷଧର ସେବନ କରନ୍ତୁ ନାହିଁ ।

ଅନେକ ଲୋକେ କହୁଛନ୍ତି ଯେ ଏହି ଭାଇରାଲ ଜ୍ଵର ଚାଲିଯିବା ପରେ ମଧ୍ୟ କାଶ ଜମା ବି କାମିନଥାଏ । ଯଦି ଆପଣଙ୍କୁ ମଧ୍ୟ ଏହା ହୋଇଥାଏ ତେବେ ଗରମ ପାନି ର ସେବନ , ମାସ୍କ ପିନ୍ଧିବା , ଭିଡ ରେ ନ ଭୁଲବା ଆଦି କରିବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଅନ୍ୟମାନଙ୍କୁ ଏହାକୁ ଶେୟାର ଅକ୍ରିୟ ଆପଣଙ୍କ ମତ କୁ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *