Jyotish Shastra- ଏହି ମାସରେ ଜନ୍ମିତ ଝିଅ ହୋଇଥାନ୍ତି ସାକ୍ଷାତ ମା’ ଲକ୍ଷ୍ମୀ, ନିଶ୍ଚୟ ଦେଖନ୍ତୁ

ମନୁଷ୍ୟ ର ସ୍ୱଭାବ ସେମାନଙ୍କ ନାମ ର ପ୍ରଥମ ଅକ୍ଷର, ରାଶି, ସେମାନଙ୍କ ଜନ୍ମ ମାସ ଉପରେ ମଧ୍ୟ ନିର୍ଭର କରେ । ତେବେ ଆଜି ଆମେ ସେହିପରି କିଛି ଝିଅ ମାନଙ୍କ ବିଷୟରେ ଜାଣିବା ଯେଉଁମାନଙ୍କ ଜନ୍ମ ତଳେ ଲେଖା ଯାଇଥିବା ମାସ ରେ ହୋଇଥାଏ । ପୁରାଣ ଶାସ୍ତ୍ରରେ କୁହାଯାଏ ଯେ ନାରୀ ମାନଙ୍କ ଭିତରେ ମା ଲଷ୍ମୀ ବାସ କରନ୍ତି ।

କିଛି ଲୋକମାନେ ଝିଅ ମାନଙ୍କୁ ଖୁବ ଭଲ ପାନ୍ତି ତାଙ୍କ ମତ ଅନୁସାରେ ଝିଅ ଥିଲେ ହିନ ଘର ଥାଏ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କୁ ଲଷ୍ମୀ ଙ୍କ ସ୍ୱରୂପ କୁହାଯାଏ । ତେଣୁ ଘରକୁ ଯଦି କେବେ ଝିଅ ଜନ୍ମ ହୁଏ ତେବେ ସମସ୍ତେ କୁହନ୍ତି କି ଘର କୁ ଲଷ୍ମୀ ଆସିଛନ୍ତି ବା ଘରକୁ ଲଷ୍ମୀ ଙ୍କ ଆଗମନ ହେଇଛି । ଝିଅ ମାନେ ଘରକୁ ସୁଖ ସହିତ ସମୃଦ୍ଧି ମଧ୍ୟ ଆଣିଥାନ୍ତି । ଝିଅ ମାନେ ଆସିବା ଦ୍ୱାରା ଘର ର ଉନ୍ନତି ହୋଇଥାଏ, ଓ ଘର ଧନ ଧାନ୍ୟରେ ଭରି ରହେ ।

ତେବେ ଏମିତି କିଛି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟବତୀ ଓ ଲଷ୍ମୀ ଙ୍କ ରୂପ ହୋଇଥାନ୍ତି । ଏହି ମାସ ର ଝିଅମାନଙ୍କୁ ଭଲ ଶ୍ୱଶୁର ଘର ମଧ୍ୟ ମିଳିଥାଏ । ସେମାନେ ଉଭୟ ବାପ ଘର ଓ ଶଶୁର ଘର ପାଇଁ ବହୁତ ଶୁଭ ଅଟନ୍ତି । ପ୍ରଥମ ମାସ ଟି ହେଉଛି ଫେବୃଆରୀ ମାସ ଏହି ମାସ ରେ ଜନ୍ମିତ ଝିଅ ମାନେ ବିନମ୍ର ହୋଇଥାନ୍ତି, ଭାଗ୍ୟବତୀ ହୋଇଥାଆନ୍ତି, ଏମାନଙ୍କ ଗ୍ରହ ଚାଳନ ଏମାନଙ୍କ ପରିବାର ପାଇଁ ଶୁଭ ଫଳ ଆଣିଥାଏ ।

 

ଦ୍ଵତୀୟ ଟି ହେଲା ଏପ୍ରିଲ ମାସ ଏହି ମାସ ରେ ଜନ୍ମିତ ଝିଅ ମାନେ ବହୁତ ଲଷ୍ମୀବନ୍ତ ଅଟନ୍ତି ଓ ବହୁତ ପତିବ୍ରତା ଅଟନ୍ତି । ତୃତୀୟ ଟି ହେଲା ଜୁନ ଏହି ମାସ ରେ ଜନ୍ମିତ ଛୁଆ ମାନେ ସାଧାରଣ ତ ଏତେ ଭଲ ସ୍ଵଭାଵ ର ହୋଇନଥାନ୍ତି । କିନ୍ତୁ ଏହି ମାସ ରେ ଜନ୍ମିତ ଝିଅ ମାନେ ବହୁତ ଭାଗ୍ୟବତୀ ଅଟନ୍ତି ଏମାନଙ୍କୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ ।

ଚତୁର୍ଥ ମାସ ଟି ହେଲା ସେପ୍ଟେମ୍ବର ମାସ ଏହି ମାସ ରେ ଜନ୍ମିତ ଝିଅ ମାନେ ବହୁତ ଧନବତୀ ହୋଇଥାନ୍ତି, ଏମାନଙ୍କ ର ପଇସା ଅଭାବ ହୋଇ ନ ଥାଏ, ଏମାନଙ୍କୁ ଧନୀ ଶ୍ୱଶୁର ଘର ମଧ୍ୟ ମିଳିଥାଏ, ଏମାନଙ୍କ ଗ୍ରହ ଚଳନ ଏମାନଙ୍କ ଘର ପାଇଁ ସୁଖ ସମୃଦ୍ଧି ଆଣିଥାଏ । ଏହି ୪ ଟି ମାସରେ ଜନ୍ମିତ ଝିଅ ମାନେ ବହୁତ ଲଷ୍ମୀବନ୍ତ ହୋଇଥାନ୍ତି ।

ଆମ ସମାଜରେ ଆଜି ଭି କିଛି ଜଣ ନିଜ ଝିଅ ମାନଙ୍କୁ ବୋଝ ବୋଲି ଭାବି ଥାନ୍ତି ମାତ୍ର ଯଦି ଆପଣ ନିଜ ଚିନ୍ତା ବଦଳେଇକି ଆପଣ ଦେଖନ୍ତୁ ଜାଣି ପାରିବେ କି ଝିଅ ମାନେ ସତରେ ଲକ୍ଷ୍ମୀ ଅଟନ୍ତି । ଆପଣ ଭି ଏହାକୁ ପରୀକ୍ଷା କରି ଦେଖି ପାରିବେ । କଥାରେ ଅଛି କି ଘର ଘର ଭଳି ଲାଗି ନଥାଏ ଯଦି ସେଠାରେ ଝିଅ ମାନେ ନଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *