Vastu Shastra- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି, ଖରାପ ସମୟ ଆସିବା ପୂର୍ବରୁ ମଣିଷକୁ ମିଳିଥାଏ ଏହି 9 ସଙ୍କେତ

ଭଗବାନ କୃଷ୍ଣ କହିଛନ୍ତି କି ପ୍ରତେକ ମଣିଷ ନିଜର କର୍ମ ଅନୁସାରେ ଫଳ ପାଇ ଥାନ୍ତି । ତେବେ କହିବା କୁ ଗଲେ ପ୍ରତେକ ମଣିଷ ନିଜ ଇଛାରେ କିଛି ଯଦି ଭଲ କାମ କରି ଥାଏ ତାହେଲେ ତାକୂ  ନିଜ ପରିଣାମ ମିଳିବା ପାଇ ଯାଉଛି । କୁହା ଯାଏ କି କିଛି ସଂକେତ ଅଛି ଯାହା ଜାଣିବା ମାତ୍ରେ ଆମେ ସଚେତନ ହେବା ଆବଶ୍ୟକ ।

ଯଦି ଆମେ ଭଲ ସମୟ ଆସୁଛି ତେବେ ଆମକୁ ଏହା ପାଇଁ  ଭଲ ସମୟ ମିଳିଥାଏ । ଆମେ ଯଦି ଖରାପ ସମୟ ଆଡକୁ ଯାଉଛୁ ତେବେ ମଧ୍ୟ ଆମେ ସଂକେତ ପାଇ ଥାଉ । ଦେଖିବା ପାଇଁ ଗଲେ ଆମେ ଅଧିକ ସମୟରେ ଆମ ପରିସ୍ଥିତି ପାଇଁ ଆମେ ଭଗବାନ ଙ୍କୁ  ଦୋଷ ଦେଇଥାଉ । କିନ୍ତୁ ଦେଖିବା ପାଇଁ ଗଲେ ଆମେ ନିଜେ ହିନ ଆମ ପରିସ୍ଥିତି ପାଇଁ ଦାଇ । ଆମେ ଯାହା ଭି କାମ କରୁ ଶେଥି ପାଇଁ ଆମେ ପ୍ରାରବ୍ଧ ଭୋଗ କରି ଥାଉ ।

ଯଦି ଆମେ ଏହା ଜାଣି ଯିବା କି ଆମର ଖରାପ ସମୟ ଆସିବା ପାଇଁ ଯାଉଛୁ । ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କାହାକୁ ଦରକାର ଠାରୁ ଅଧିକ ରାଗ ଆସୁଛି ତେବେ ଆପଣ ଜାଣିନେବା ଉଚ୍ଚିତ କି ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇ ଗଲାଣି । ଏହା ସହ ଯଦି କେହି ଚିଡ ଚିଡ ହୁଏ ଏହା ମଧ୍ୟ ଖରାପ ଲକ୍ଷଣ ଅଟେ । ଏହା ପରେ ସଂକେତ ଆସେ କି ଯଦି କିଛି ଲୋକମାନେ ନିଜ ଲୋକମାନଙ୍କୁ ହିନ ଭୁଲ ବୁଝି ନିଅନ୍ତି ସେମାନଙ୍କ ପାଇଁ ମଧ୍ୟ ଖରାପ ସମୟ ଆରମ୍ଭ ହୋଇ ଗଲାଣି ବୋଲି ଜାଣି ନିଅନ୍ତୁ ।

ଏହା ପରେ ଯଦି ଆପଣ ଘରେ ଥିବା ପଶୁ ପକ୍ଷୀ କିମ୍ବା ମାରି ଯିବେ କିମ୍ବା କିଛି ଦୁର୍ଘଟଣା ରେ ଯଦି କିକି ପଶୁ ପକ୍ଷୀ ମରି ଯାନ୍ତି ତେବେ ଆପଣ ଜାଣି ରଖନ୍ତୁ କି ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଗଲାଣି ।  ଏହା ପରେ ଯଦି ଆପଣ ଯିବା ସମୟରେ ସାପ ଦେଖି ଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଖରାପ ସମୟ ଅଟେ । ଆପଣ ଯଦି ଘର ସାମନାରେ ଗଛକୁ ଦେଖିବେ ସେ ଭି ଥୁଣ୍ଟା ଗଛ  ।

ତେବେ ଆପଣ ଜାଣି ପାରିବେ କି ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇ ଗଲାଣି । ଯଦି ଆପଣଙ୍କ ଘର ଆଖ ପାଖରେ କେହି ବିଲେଇ କାନ୍ଦୁଛି ତାହେଲେ ଜାଣି ନିଅନ୍ତୁ ଏହା ଖରାପ ସମୟ ଅଟେ । ଏହା ପରେ ଯଦି ଆପଣଙ୍କ ହାତରୁ ପୂଜା କରୁଥିବା ସମୟରେ ଆପଣଙ୍କ ହାତରୁ ପୂଜା ଥାଳି ପଡି ଯାଏ  ତାହେଲେ ଏହା ଖରାପ ଅଟେ ।

ଏହା ସହ ଯଦି ଆପଣଙ୍କ ହାତରୁ ସିନ୍ଦୁର ପଡି ଯାଏ ଏହା ଖୁବ ଅଶୁଭ ଅଟେ । ଏହି କିଛି ସଂକେତ ଦେଖି ଆପଣ ଜାଣି ପାରିବେ କି ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇ ଗଲାଣି । ତେଣୁ ଏହି ସମୟରେ ଆପଣ ଟିକେ ସଚେତନ ହୋଇ ରୁହନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *