ଲୋକପ୍ରିୟ ଓଡିଆ ସିଙ୍ଗର ସ୍ବର୍ଗତଃ Tapu Mishra ଙ୍କ Family & Biography

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି ।

ଠିକ ସେହି ପରି ଓଡ଼ିଆ ସିନେମା ଜଗତ ର ସୁପର ହିଟ ଗାୟିକା ତପୁ ମିଶ୍ର ମଧ୍ୟ କିଛି ଦିନ ପୂର୍ବରୁ କରୋନା ରୋଗ ରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଫୁସଫୁସ ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପି ଯାଇଥିବାରୁ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ଯାଇଥିଲା । ଚିକିତ୍ସଧୀନ ଅଵସ୍ଥା ରେ ଗତ କାଲି ରାତି ରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ଆଜି ଆମେ ତପୁ ମିଶ୍ର ଙ୍କ ର ମୋଟ ସମ୍ପତ୍ତି କେତେ ଓ ତାଙ୍କ ପରିବାର ରେ କିଏ କିଏ ଅଛନ୍ତି ସେ ବିଷୟ ରେ ଜାଣିବା ।

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର ଙ୍କ ର ଗତ କାଲି ରାତି ୧୧ ଟା ସମୟ ରେ ପରଲୋକ ହୋଇଯାଇଛି । ତପୁ ୧୧ ଜାନୁଆରୀ ୧୯୮୫ ମସିହା ରେ ଜନ୍ମଗ୍ରହଣ କରିଥିଲେ । ସେ କଟକ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟ ବେଳୁ ପାଠ ପଢିବା ସହିତ ସଙ୍ଗୀତ ପ୍ରତି ମଧ୍ୟ ରୁଚି ରଖିଥିଲେ ।

ସେ ପ୍ରଥମ କରି ଓଲିଉଡ ରେ “କୁଳନନ୍ଦନ” ଫିଲ୍ମ ରେ ଗୀତ ଗାଇଥିଲେ । ଏଗ ପରେ ସେ “ଏ ଯୁଗର କୃଷ୍ଣ ସୁଦାମା” ଓ “ଚକଲେଟ” ଭଳି ଅନେକ ଫିଲ୍ମ ରେ ନିଜର କଣ୍ଠ ଦାନ କରିଥିଲେ । ସେ ନିଜର ଗୀତ ପାଇଁ ୪ ଥର ରାଜ୍ୟ ପୁରସ୍କାର ପାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ବୟସ ହୋଇଥିଲା । ତାଙ୍କର ଉଚ୍ଚତା ଥିଲା ୫ ଫୁଟ ୫ ଇଞ୍ଚ ଓ ଓଜନ ଥିଲା ୭୨ କିଲୋଗ୍ରାମ ।

ସେ ମେ ମାସ ଦ୍ଵିତୀୟ ସପ୍ତାହ ରେ କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ଓ ଗତ କାଲି ତାଙ୍କର ମୃତ୍ୟୁ ଘଟିଛି । ସେ ୨୦୧୮ ମସିହାରେ ଦୀପକ ପୂଜାରୀ ଙ୍କୁ ବିବାହ କରିଥିଲେ । ତପୁ ମିଶ୍ର ଙ୍କ ପିତା ଙ୍କ ନାମ କ୍ଷେତ୍ରମୋହନ ମିଶ୍ର ଓ ମାତା ଙ୍କ ନାମ ଚାରୂଲତା ମିଶ୍ର । ତାଙ୍କର ଆହୁରି ୨ ଜଣ ଭଉଣୀ ଅଛନ୍ତି ।

ତାଙ୍କ ସ୍ବାମୀ ଦୀପକ ଜଣେ ଅଭିନେତା ଅଟନ୍ତି । ଶୁଣିବାକୁ ମିଳେ ଯେ ସେମାନେ ଦୁହେଁ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ । ତାଙ୍କର ଭୁବନେଶ୍ୱର ଠାରେ ଏକ ବିରାଟ ଘର ରହିଛି ଓ ଏହା ସହିତ ଦୁଇଟି କାର ମଧ୍ୟ ଅଛି । ସୋସିଆଲ ମିଡ଼ିଆ ର ସୂତ୍ର ଅନୁସା ରେ ତପୁ ମିଶ୍ର ଙ୍କ ର ବାର୍ଷିକ ଆୟ ପ୍ରାୟ ୧୦ ରୁ ୧୨ ଲକ୍ଷ ଟଙ୍କା ଅଟେ ।

Leave a Reply

Your email address will not be published. Required fields are marked *