ସକାଳୁ ଖାଲି ପେଟରେ ଗୁଡ ଖାଇବାର ଫାଇଦା, କୋଟିଏ ଟଙ୍କା ଖର୍ଚ୍ଚ କଲେ ବି ମିଳିବ ନାହିଁ, ଗୁଡ ଖାଉଥିଲେ ଜଲ୍ଦି ଦେଖନ୍ତୁ- Health Tips

ଆମ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି ଯାହାକି ଅନେକ ରୋଗ ଦୂର କରିବା ରେ ସାହାଯ୍ୟ କରିଥାଏ। ଆଜି ଆମେ ଗୁଡ଼ ବିଷୟରେ କିଛି କଥା ଜାଣିବା । ଆଗ ସମୟର ଲୋକମାନେ ରାତି ରେ ଠିକ ସମୟରେ ଶୋଇ ସକାଳୁ ସମୟରେ ଉଠିଯାଉଥିଲେ ।

କିନ୍ତୁ ଆଜି କାଲି ର ଲୋକମାନେ ଫୋନ, ଟିଭି, କାମ ଆଦି ରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ରାତି ରେ ଡେରି ରେ ଶୋଇବା ଓ ସକାଳୁ ଡେରି ରେ ଉଠିବା ନିଜର ଅଭ୍ୟାସ କରିନେଇଛନ୍ତି। ଆୟୁର୍ବେଦିକ ଓ ଆଜି ର ବିଜ୍ଞାନ ଅନୁସାରେ ମଧ୍ୟ କୁହାଯାଇଛି କି ଆମ ଶରୀର ର ଡ଼ିଟକ୍ସିଫିକେସନ ରାତି ରେ ଶୋଇବା ସମୟରେ ହୋଇଥାଏ । ତେଣୁ ରାତିରେ ସମୟରେ ଶୋଇବା ନିହାତି ଦରକାର ।

ଆଗ କାଳର ଲୋକମାନେ ବିନା ଚପଲ ରେ ମାଟି ରେ ଚାଲନ୍ତି ଯାହା ଫଳରେ ନିରୋଗ ରହିଥାନ୍ତି । ଆମ ଶରୀରର ପଞ୍ଚ ଭୁତ ରେ ତିଆରି ଯେଉଁଥିରେ ୭୨% ଭାଗ ପାଣି ଓ ୧୭% ମାଟି । ତେଣୁ ଏହି ୨ ଟି ର ସ୍ପର୍ଶ ରେ ଶରୀର ରହିବା ଆବଶ୍ୟକ। ପିଇବା ପାଣି ସର୍ବଦା ତମ୍ଭା ପାତ୍ର ର ହିଁ ବ୍ୟବହାର କରନ୍ତୁ। ଏହା ଶରୀର ପାଇଁ ଭଲ ଅଟେ ।

ଯଦି ଆପଣ କିଛି ଫିଲଟର ବା ଆକ୍ବାଗାର୍ଡ ଆଦି ର ଜଳ ପିଉଥାନ୍ତି ତେବେ ସେଥିରୁ ପାଣି ନେଇ ଏକ ତମ୍ଭା ପାତ୍ର ରେ ରଖନ୍ତୁ ୮ ଘଂଟା ପରେ ସେହି ପାଣି ପିଇବେ । ଯଦି ଆପଣ ସକାଳୁ ତମ୍ଭା ପାତ୍ର ର ପାଣି ଓ ଗୁଡ଼ ଖାଆନ୍ତି ଏହା ବହୁତ ଲାଭଦାୟକ ହୋଇଥାଏ । ପେଟ ପରିଷ୍କାର ରଖିଥାଏ ଯଦି ଯେଉଁମାନେ ବେଶୀ ସଫା ଚାହାନ୍ତି ସେମାନେ ଆଗ ହଳଦୀ ଓ ନିମ୍ବ ଖାଇବା ପରେ ଗୁଡ଼ ଓ ପାଣି ପିଇବେ ।

ଯେଉଁମାଙ୍କ ର ରକ୍ତହୀନତା ଅଛି ସେମାନେ ଗୁଡ଼ ଖାଇଲେ ଏହା ଭଲ ହୋଇଥାଏ । ଆପଣ ଯଦି ଜଲ୍ଦି ଥକି ଯାଉଥିବେ, ଥକ୍କାପଣ, ଅଳସ ଆଦି ଆସେ ତେବେ ଏହା ରକ୍ତ ହୀନତା ର ଲକ୍ଷଣ । ଯଦି ଆପଣ ଗୁଡ଼ ଓ ଅଦା ର ଚାହା ପିଅନ୍ତି ତେବେ ଆପଣଂକୁ ଜୀବନରେ କେବେବି ଥଣ୍ଡା ଓ କାଶ ଆଦି ରୋଗ ହେବ ନାହିଁ । ଗୁଡ଼ ଆୟୁର୍ବେଦିକ ଔଷଧ ରୂପେ କାମ କରେ ।

ଡକ୍ଟର କହନ୍ତି ଛୋଟ ପିଲାକୁ ମା ର କ୍ଷୀର ଛଡ଼ା କିଛି ଦେବା କଥା ନୁହେଁ କିନ୍ତୁ ଆଗ କାଳ ରେ ଏବେବି ଆଦିବାସୀ ଜାଗାରେ ସେମାନେ ନବଜାତ ଶିଶୁ କୁ ଗୁଡ଼ ଖୁଆନ୍ତି । ଗୁଡ଼ ମଣିଷ ର ଥକ୍କା ପଣ ଦୂର କରେ ଯେଉଁମାନେ ପାହାଡ ଚଡନ୍ତି ସେମାନେ ଗୁଡ଼ ଖାଇ ଯାଆନ୍ତି ଯାହା ଫଳରେ ଭୋକ ହୁଏ ନାହିଁ ଏହା ସେମାନଙ୍କ ହାଡ଼ ଗଣ୍ଠି ଆଦି କୁ ମଜବୁତ କରିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *