Hair Growth Tips- ସବୁ ଦିନ ପାଇଁ କେଶ ଝଡିବା ବନ୍ଦ ହୋଇଯିବ ମାତ୍ର 3 ମାସରେ, କେବଳ କରନ୍ତୁ ଏହି ଉପାୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ଝଡିବା ଆଜି କାଲିର ବହୁତ ବଡ ସମସ୍ଯା ଅଟେ । ତେଣୁ ଏହି ସମସ୍ଯାକୁ ସମାଧାନ କରିବା ପାଇଁ ବହୁତ କିଛି ଲୋକ ବହୁତ ପ୍ରକାର ଉପାୟକୁ ଆପଣାଇଥାନ୍ତି । ଯାହା ଦ୍ଵାରା କିଛି ଲୋକଙ୍କ କ୍ଷେତ୍ରରେ ଫାଇଦା ହେବା ଅପେକ୍ଷା କେଶ ଅଧିକ ଝଡିଥାଏ । ତେଣୁ ଆପଣ କେଶ ଝଡିବାକୁ କମ୍ କରିବା ସହିତ ମୁଣ୍ଡରେ ନୂତନ କେଶକୁ ବଢାଇବା ପାଇଁ ଚାହୁଁଥିଲେ ।

ବିଶେଷ କିଛି ନିୟମର ଅନୁସରଣ କରନ୍ତୁ । ଯାହା କେଶ ଝଡିବା ସମସ୍ଯା ବହୁ ମାତ୍ରାରେ ରୋକିଥାଏ । ଆପଣ ଯେଉଁ ପାଣିରେ କେଶକୁ ସଫା କରୁଛନ୍ତି। ସେହି ପାଣିରେ ଫ୍ଲୋରିନ ମିଶିନଥିବା ଆବଶ୍ୟକ କାରଣ । କାରଣ ଫ୍ଲୋରିନ ମିଶିଥିବା ପାଣିରେ କେଶ ଧୋଇବା ଦ୍ଵାରା କେଶ ବହୁତ ମାତ୍ରାରେ ଉପୁଡିଥାଏ । ବହୁତ ଗୁଡିଏ ସାମ୍ପୁରେ ସଲ୍ଫେଟ ମିଶ୍ରୀତ ହୋଇ ଆସୁଛି ।

କେଶ ପାଇଁ ପ୍ରୋଟିନ ବହୁତ ମାତ୍ରାରେ ଦରକାର ହୋଇଥାଏ । ଯଦି ସାମ୍ପୁରେ ଅଧିକ ଭାଗ ସଲ୍ଫେଟର ମାତ୍ରା ରହିବ । ତେବେ କେଶ ନିହାତି ଭାବେ ଝଡିବ । ତେଣୁ ବିନା ସଲ୍ଫେଟ ମିଶ୍ରୀତ ସାମ୍ପୁ ଲଗାଇବା ଉଚିତ । ତୃତୀୟରେ କେଶ ଝଡିବାକୁ କମ୍ କରିବାକୁ ଚାହୁଁଥିଲେ ।

କେଶରେ ପିଆଜ ରସ ଲଗାଇବା ଉଚିତ । ପିଆଜ ରସକୁ କେଶର ମୂଳ ମାଲିସ କରି ୧୫ ରୁ ୨୦ ମିନିଟ ରଖି ତାପରେ ପାଣି ସାହାଜ୍ଯରେ କେଶକୁ ଧୋଇ ଦିଅନ୍ତୁ । ଗୋଟିଏ ପିଆଜକୁ କାଟିକି ତାହାକୁ ଗ୍ରାଇଣ୍ଡିଙ୍ଗ ସେଥିରୁ ରସ ପ୍ରସ୍ତୁତ କରିପାରିବେ । ସପ୍ତାହରେ ୨ ରୁ ୩ ଥର ପିଆଜ ରସ ଉପାୟକୁ କରି କେଶକୁ ଧୋଇବା ଦ୍ଵାରା କେଶ ଝଡିବା କମିଯାଇଥାଏ ।

ଚତୁର୍ଥରେ ପ୍ରତିଦିନ ଗ୍ରୀନ ଟି ସେବନ କରିବା ଦ୍ଵାରା ବି କେଶ ଝଡିବା କମିଯାଇଥାଏ । ଏହା ସହିତ ଗ୍ରୀନ ଟି ର ପାଣିକୁ ମଧ୍ୟ କେଶରେ ୧୫ ରୁ ୨୦ ମିନିଟ ଲଗାଇ ରଖି ତାପରେ ପାଣି ସାହାଜ୍ଯରେ କେଶକୁ ଧୋଇ ଦିଅନ୍ତୁ । ଏହା କେଶ ଝାଡିବାରେ ବହୁତ ମାତ୍ରାରେ ରୋକିଥାଏ । ପଞ୍ଚମରେ ଶରୀରରେ ଜିଙ୍କ ଅଭାବ କାରଣରୁ ବି କେଶ ଉପୁଡିଥାଏ ।

ତେଣୁ ମାର୍କେଟରୁ କୌଣସି ଭଲ ଜିଙ୍କ ସପ୍ଲିମେଣ୍ଟ ଆଣି ବ୍ୟବହାର କରିପାରିବେ । ଶରୀରରେ ଭିଟାମିନ – Bର ଅଭାବ କାରଣରୁ ବି କେଶ ଝଡିବା ସମସ୍ଯା ଆସିପାରେ । ତେଣୁ ମାର୍କେରୁ କୌଣସି ଭଲ ଭିଟାମିନB କମ୍ପ୍ଲେକ୍ସ ସପ୍ଲିମେଣ୍ଟ ମଧ୍ୟ ବ୍ୟବହାର କରିପାରିବେ । ଏହି ସବୁ ଉପାୟକୁ ଯଦି କରିବେ ।

ତେବେ ବହୁ ମାତ୍ରାରେ କେଶ ଝଡିବା ବନ୍ଦ ହୋଇବା ସହ ନୂତନ କେଶ ଉଠିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *