Tarot Card Reading- ଜଣଙ୍କ ନାମ ଭାବି ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ବାଲା କଳସ, ଦେଖିବା ତାଙ୍କ ହୃଦୟରେ ଆପଣଙ୍କ ପାଇଁ କଣ ଅଛି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନ ଦୁଃଖ ଓ ସୁଖର ସମିଶ୍ରଣର ଏକ ସମାହାର ହୋଇଥାଏ । ସେଥିପାଇଁ ଜୀବନକୁ ଉପଭୋଗ କରିବା ସହିତ ନିଜେ ହସି ଅନ୍ୟମାନଙ୍କର ମୁହଁରେ ହସ ଦେବା ଉଚିତ । ଚାଲନ୍ତୁ ଆଜି ଏହି ଉପରେ ଏକ ଟପିକ ଆଲୋଚନା କରିବା । ଆପଣଙ୍କୁ ୩ ଟି ଆଞ୍ଜେଲ ନମ୍ବର ଦିଆଯାଇଛି । ସେହି ନମ୍ବର ଗୁଡିକ ହେଉଛି ୧୧୧, ୨୨୨ ଓ ୭୭୭ । ଏଥିମଧ୍ୟରୁ ଏକ ନମ୍ବର ପସନ୍ଦ କରି ଆପଣଙ୍କର ପାଇଁ ସେହି ବ୍ୟକ୍ତି ମନରେ କଣ ଅଛି ।

ଯେଉଁ ବ୍ୟକ୍ତିର ଆପଣଙ୍କ ପାଇଁ ଥିବା ମନର ଭାବନାକୁ ଆପଣ ଜାଣିବାକୁ ଚାହୁଁଛନ୍ତି । ୧୧୧ ନମ୍ବର ;- ଯେଉଁ ମାନେ ଅଞ୍ଜେଲ ନମ୍ବର ୧୧୧ କୁ ବାଛିଛନ୍ତି । ଆପଣ ଯାହାର ମନର କଥା ଜାଣିବାକୁ ଇଛା କରିଛନ୍ତି । ସେହି ବ୍ୟକ୍ତି ଜଣଙ୍କ ଆଗରୁ ଆପଣଙ୍କ ପାଇଁ ସକାରାତ୍ମକ ଚିନ୍ତାଧାରା ରଖୁଥିଲେ । କୌଣସି କାରଣ ବଶତଃ ଆପଣ ଓ ତାଙ୍କର ସମ୍ପର୍କରେ କିଛି ଏପରି ଘଟିଛି ।

ଯେଉଁ କାରଣରୁ ଆପଣ ମାନଙ୍କର ଆଗ ଭଳି ସମ୍ପର୍କରେ ଆଗ ଭଳି ମଧୁରତା ନାହିଁ । ଯେଉଁ କାରଣରୁ ସେ ବ୍ୟକ୍ତି ଜଣଙ୍କ ଆପଣଙ୍କୁ କିଛି ମାତ୍ରାରେ ସ୍ଵାର୍ଥୀ ବୋଲି ଭାବୁଛନ୍ତି । ତାଙ୍କର ଧାରଣା ଆପଣଙ୍କ ବହୁତ କିଛି ଆଚ୍ଛି । ଯେଉଁ କାରଣରୁ ଆପଣ ଅନ୍ୟ ଲୋକଙ୍କ ତୁଳନାରେ ନିଜକୁ କିଛି ଅଧିକ ବୋଲି ଭାବୁଛନ୍ତି ।

୨୨୨ ନମ୍ବର :- ଯେଉଁ ମାନେ ନମ୍ବର ୨୨୨ କୁ ବାଛିଛନ୍ତି । ଆପଣ ଯେଉଁ ବ୍ୟକ୍ତିର ମନ କଥା ଜାଣିବାକୁ ଚାହୁଛନ୍ତି । ସେହି ବ୍ୟକ୍ତି ଜଣଙ୍କ ଓ ଆପଣଙ୍କ ମଝିରେ ଏକ ଭଲ ବନ୍ଧୁତାର ସମ୍ପର୍କ ଗଢି ଉଠିଛି । ସମ୍ପର୍କ ଠିକଠାକ ଚାଲିଛି ସତ କିନ୍ତୁ ଏହି ସମ୍ପର୍କରେ କାହାର ହସ୍ତକ୍ଷେପ ଯୋଗୁ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିଯାଇଛି । ସେହି ବ୍ୟକ୍ତି ଭାବୁଛନ୍ତି ।

ଯେ ଆପଣ କାହାରି ବୁଦ୍ଧିରେ ପରିଚାଳିତ ହୋଇ କାମ କରୁଛନ୍ତି । ନିଜ ବୁଦ୍ଧି ଓ ବିବେକ ଅପେକ୍ଷା ଅନ୍ୟ କୌଣସି ଲୋକର ମତ ଉପରେ ଅଧିକ ନିଜକୁ ପରିଚାଳିତ କରୁଛନ୍ତି । ଯେଉଁ କାରଣ ଆପଣଙ୍କ ଓ ସେହି ବ୍ୟକ୍ତିର ମଧ୍ୟରେ ଏତେ ମାତ୍ରାରେ ସଂଯୋଗ ରହୁନାହିଁ ।

୭୭୭ ନମ୍ବର ;- ଯେଉଁ ମାନେ କାହାର ମନ କଥା ଜାଣିବାକୁ ଏହି ନମ୍ବରକୁ ବାଛିଛନ୍ତି । ସେହି ବ୍ୟକ୍ତି ଜଣଙ୍କ ମନରେ ଆପଣଙ୍କ ପାଇଁ ମନରେ ଏହି ଭାବନା ଅଛି । ଏହା କିଜେ ଆପଣ ଅନ୍ୟ ବ୍ୟକ୍ତି ତୁଳନାରେ ସାମାନ୍ୟ ଭୟାଳୁ ସ୍ଵଭାବର ଅଛନ୍ତି । କାରଣ ଆପଣ ବହୁତ ଛୋଟ ଛୋଟ କଥାରେ ବହୁତ ବିଚଳିତ ହୋଇଯାଇଥାନ୍ତି । କୌଣସି ନିସ୍ପତି ନେବାରେ ଏତେ ମାତ୍ରାରେ ସକ୍ଷମ ହୋଇପାରୁନାହାନ୍ତି ।

ଆପଣ ନିଜର କୌଣସି ଏକ ମତ ଉପରେ ବହୁତ ସମୟ ପର୍ଯ୍ୟନ୍ତ ଧରି ରହୁନାହାନ୍ତି । ନିଜ ଠାରେ ସବୁବେଳେ କିଛି ନା କିଛି ପରିବର୍ତ୍ତନ ଆଣିବା ପାଇଁ ଚାହୁଞ୍ଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *