ରୋଷେଇ ଘରେ ଥିବା ଏହି 2 ଟି ଜିନିଷ ଦ୍ଵାରା ଆପଣ 5 ମିନିଟ୍ ରେ ପୁରା କ୍ଷୀର ଭଳି ଗୋରା ହେବେ…

ଭଲ ଦେଖା ଯିବା ପାଇଁ ସବୁ ମହିଳା ମାନେ ପସନ୍ଦ କରନ୍ତି ତେବେ ବ୍ୟସ୍ତ ଥିବା ସମୟରେ ଯଦି କେଉଁ ଆଡେ ଯିବା ପାଇଁ ବାହାରି ଥାଉ ତ କିଭଳି ଭାବେ ଆମେ ନିଜ ମୁହଁ କୁ ଏକ ଗ୍ଲୋ ଦେଇ ପାରିବା ଆସନ୍ତୁ ଜାଣିବା । ଆଜି ଆମେ କହିବା ପାଇଁ ଯାଉଛୁ କି ହାତରେ ସମୟ ନଥିବା ବେଳେ ଆପଣ କିଭଳି କେଉଁ ଜାଗାକୁ ଯିବା ଆଗରୁ ନିଜ ମୁହଁ ରେ ଗ୍ଲୋ ଆଣିବେ ଆସନ୍ତୁ ଜାଣିବା ।ଆପଣ ଯଦି କେଉଁ ଜାଗାକୁ ଯିବା ପାଇଁ ବାହାରିଛନ୍ତି କିନ୍ତୁ ଆପଣ ଙ୍କୁ ପାର୍ଲର ଯିବା ପାଇଁ ସମୟ ନାହିଁ,

ତେବେ ଆପଣ ନିଶ୍ଚିତ ଭାବେ ଏହି ଉପାୟ କରିବା ଦ୍ଵାରା ଆପଣ ଙ୍କ ଚେହେରା ଖୁବ ଗ୍ଲୋ କରିବାରେ ଲାଗିବ । ଆଜି ଆମେ କିଛି ଘରୋଇ ଉପଚାର କରିବା ପାଇଁ ଯାଉଛୁ । ଏହା ପାଇଁ ଆପଣଙ୍କୁ ଦରକାର ମାତ୍ର ୩ ରୁ ୪ ଟି ଜିନିଷ ଯାହା ଆପଣଙ୍କ ଘରେ ଅଛି । ଶେଥି ମଧ୍ୟରୁ ଦେଖିବା ଅପାଇନ ପ୍ରଥମ ଆସେ  କ୍ଷୀର ଏହା ଚେହେରାକୁ ଗୋରା କରିବାରେ ସାହାଜ୍ଯ କରିଥାଏ ।

ଏହା ସହ ଆମେ କିଛି ବେଶନ ନେବା ଯାହା ଆମ ଶରୀର ର୍ରେ ଥିବା ସବୁ ପ୍ରକାର କଳା ଦାଗ କୁ ଲିଭେଇ ଦେବ । ଏହା ପରେ ନେବା ମହୁ ଓ ଲେମ୍ବୁ ଏହା କୁ ନେଇ ଆମେ କ ଫେସ ପ୍ୟାକ ବନେଇବା ଶିଖିବା । ତେବେ ଆସନ୍ତୁ ଆମେ ଏହାକୁ ବନେଇବା ଶିଖିବା । ଆଜି ଯେଉଁ ପ୍ୟାକ ଆମେ ଶିଖାଉଛୁ ଏହା କୁ ଆପଣ ନିୟମିତ ଭାବେ ମଧ୍ୟ ବ୍ୟବହାର କରି ପାରିବେ ସପ୍ତାହରେ ଥରେ ।

ଏହାକୁ ବନେଇବା ପାଇଁ ଆମକୁ ଆବଶ୍ୟକ ଅଟେ କି  ଏକ ସଫା କାଚ ଗିନା ଦୁଇ ରୁ ଚାରି ଚାମଚ ଦିଅନ୍ତୁ । ଏଥିରେ ଏକ ଅଧା ଲେମ୍ବ୍ବୁ ଚିପୁଡି ଦିଅନ୍ତୁ । କିଛି ସମୟରେ ଏହା ଦହି ଭଳି ହୋଇଯିବ । ଠିକ ଦହି ଭଳି ହେବା ପରେ ଆପଣ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ ।

ଏହା ପରେ  ଏହାକୁ କିଛି ତୁଳା ସାହାଯ୍ୟରେ ନିଜ ସ୍କିନ ଲଗାନ୍ତୁ । ଏହା କୁ ଭଲ ଭାବେ ମୁହଁ କୁ ଧୋଇକି ଲଗାନ୍ତୁ । ଏହା ପରେ ଆପଣ ଏହାକୁ ମୁହଁ ରେ ଲଗାଇ ନିଅନ୍ତୁ । ସୁଖିବା ପାଇଁ ଏହାକୁ ଛାଡି ଦିଅନ୍ତୁ । ଏହା ସୁଖିବା ପରେ ମୁହଁ କୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ଆପଣ ଆଉ ଏକ ବାଉଳ ନିଅନ୍ତୁ ।

ଏଥିରେ ଆପଣ ଦୁଇ ଚାମଚ ବେସନ ନିଅନ୍ତୁ ଏହା ପରେ ଏହାକୁ ପରେ ଏଥିରେ ଦୁଇ ରୁ ୩ ଚାମଚ ନେଇ ଯାଅନ୍ତୁ ଓ ଏଥିରେ କିଛି ମହୁ ମିଶେଇକି ଏହାକୁ ଭଲ ଭାବେ ଗୋଳେଇ ନିଅନ୍ତୁ । ଏହାକୁ ଆପଣ ମୁହଁ ରେ କଟନ ଦ୍ଵାରା ଲଗାନ୍ତୁ । ଏହାକୁ ଆପଣ ସ୍କିନ ରେ ଭଲ ଭାବେ ଲଗାଇ ନିଅନ୍ତୁ ଏହା ସୁଖୀ ସାରିବା ପରେ ଆପପନ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଦେଖିବେ ଆପଣଙ୍କ ସ୍କିନ ଟି ଗ୍ଲୋ କରିବ ନିଶ୍ଚିତ ଭାବେ ।

Leave a Reply

Your email address will not be published. Required fields are marked *