ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମୃତ ଲୋକଙ୍କ ଏହି 3 ଟି ଜିନିଷ କେବେ ବି ନିଜ ପାଖରେ ରଖିବା କଥା ନୁହେଁ, ହୋଇଥାଏ ଘୋର ଅନର୍ଥ

ନମସ୍କାର ବନ୍ଧୁଗଣ, ସଂସାର ତ୍ୟାଗ କରିବା ପରେ ମଣିଷର ସ୍ମୃତି ସେ ବ୍ୟବହାର କରୁଥିବା ଜିନିଷ ସହ ଯୋଡି ହୋଇ ରହିଥାଏ । ସେଥିପାଇଁ ତ ମଣିଷର ଶେଷ ଯାତ୍ରାରେ ସେ ବ୍ୟବହାର କରୁଥିବା ସମସ୍ତ ଜିନିଷ ଫୋପାଡି ଦିଆଯାଇଥାଏ । କୁହାଯାଏ ବ୍ୟକ୍ତିର ଏପରି ତିନୋଟି ଜିନିଷ ଅଛି ଯାହାକୁ କି ତାଙ୍କ ମୃତ୍ୟୁ ପରେ ଭୁଲରେ ମଧ୍ୟ ବ୍ୟବହାର କରିବା ଉଚିତ ହୋଇନଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ସେହି ତିନୋଟି ଜିନିଷ ସମ୍ପର୍କରେ ଯାହାକୁ ଆପଣ ବ୍ୟକ୍ତିର ମୃତ୍ୟୁ ପରେ ବ୍ୟବହାର କରିବା ଅନୁଚିତ ।

ପ୍ରଥମ: ଆପଣଙ୍କୁ ମୃତ ବ୍ୟକ୍ତିର କପଡାର ବ୍ୟବହାର କେବେ ମଧ୍ୟ କରିବା ଉଚିତ ନୁହେଁ । ସେହି କପଡାକୁ ଅନ୍ୟ କେହି ଭୁଲରେ ମଧ୍ୟ ପିନ୍ଧିବା ଅନୁଚିତ । ଏହା କରିବା ଫଳରେ ମୃତ ବ୍ୟକ୍ତିର ଆତ୍ମା ସେହି ବ୍ୟକ୍ତି ସହ ଯୋଡି ହୋଇ ରହିଯାଏ । ମୃତ ବ୍ୟକ୍ତିର କପଡା ପରିଧାନ କରୁଥିବା ବ୍ୟକ୍ତିକୁ ସେହି ଆତ୍ମା ହଇରାଣ କରିବାକୁ ଲାଗିଥାଏ ।

ଏହି କାରଣ ପାଇଁ ସେହି ବ୍ୟକ୍ତି ମାନସିକ ଏବଂ ଶାରୀରିକ ଦ୍ରୁଷ୍ଟିରୁ କମଜୋର ହେବାକୁ ଲାଗିଥାଏ । ସେହି ବ୍ୟକ୍ତିକୁ ନିଜ ମୃତ ପରିଜନଙ୍କ ଊର୍ଜାର ଅନୁଭବ ହେବାକୁ ଲାଗିଥାଏ । ତେଣୁ ମୃତ ବ୍ୟକ୍ତିର କପଡା କେବେ ମଧ୍ୟ ପିନ୍ଧିବା ଉଚିତ ହୋଇନଥାଏ । ମୃତ ବ୍ୟକ୍ତିର କପଡାକୁ ସର୍ବଦା ଦାନ କରିଦେବା ଦରକାର । ଏହା କରିବା ଫଳରେ ସେହି ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିଥାଏ ।

ଦିତୀୟ: ଗରୁଡ ପୁରାଣରେ କୁହାଯାଇଛି କି ମୃତ ବ୍ୟକ୍ତିର ଗହଣାକୁ ମଧ୍ୟ ବ୍ୟବହାର କରିବା ଅନୁଚିତ । ଏହି ଗହଣା ମଧ୍ୟ ସେହି ବ୍ୟକ୍ତିର ଊର୍ଜାର ସ୍ରୋତ ହୋଇଥାଏ । ମୃତ ବ୍ୟକ୍ତି ନିଜ କପଡା ଠାରୁ ବହୁତ ଅଧିକ ଗୁଣରେ ଯୋଡି ହୋଇ ରହିଥାଏ । ମୃତ ବ୍ୟକ୍ତିର ଗହଣାକୁ ଯେତେବେଳେ ଅନ୍ୟ କେହି ଅନ୍ୟ କେହି ପିନ୍ଧିଥାଏ ସେତେବେକେ ସେହି ବ୍ୟକ୍ତିର ଆତ୍ମା ବହୁତ ଅଧିକ କ୍ରୋଧିତ ହୋଇ ଉଠିଥାଏ ।

ଯାହାଫଳରେ ମୃତ ଆତ୍ମା ସେହି ବ୍ୟକ୍ତିକୁ ହଇରାଣ କରିବାରେ ଲାଗିଯାଏ । ଆତ୍ମା ମୃତୁର ରାହା ଆଡକୁ ନ ଯାଇ ଏହି ସଂସାରରେ ରହି ନିଜ ପରିବାର ଲୋକଙ୍କୁ ହଇରାଣ କରିବାକୁ ଲାଗିଯାଏ । ଏହି କାରଣ ପାଇଁ ମୃତ ବ୍ୟକ୍ତିର ଗହଣାକୁ କେବେ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ । ବ୍ୟକ୍ତିର ମୃତୁ ପରେ ଆପଣ ସେହି ଗହଣା ବଦଳରେ ଅନ୍ୟ ଗହଣା କିଣିପାରିବେ କିମ୍ବା ତାହାକୁ ଭାଙ୍ଗି ନୂଆ ଗହଣା ତିଆରି କରିପାରିବେ ।

ତୃତୀୟ: କପଡା ଏବଂ ଗହଣା ଭଳି ମୃତ ବ୍ୟକ୍ତି ପାଇଁ ଘଣ୍ଟା ମଧ୍ୟ ଏକ ପ୍ରମୁଖ ସ୍ରୋତ ହୋଇଥାଏ । ତେଣୁ ମୃତ ବ୍ୟକ୍ତିର ଘଣ୍ଟାକୁ ବ୍ୟବହାର ନ କରି ଦାନ କରିଦେବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *