Health Tips- 120 ବର୍ଷ ପର୍ଯ୍ୟନ୍ତ ରହିବେ ସୁସ୍ଥ, ବାସ ରାତିରେ ୧ ଗ୍ଲାସ୍ ଏହାକୁ ପିଅନ୍ତୁ, ବାତ, ପିତ, କଫ, ଆଣ୍ଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍ ହେଇଯିବ ଗାୟବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ହେଉଛି ବିଭିନ୍ନ ପ୍ରକାର ରୋଗର ଗନ୍ତାଘର । କାରଣ ସମସ୍ତ ରୋଗ ବେମାରୀରୁ ଶରୀରରେ କିଛି ନା କିଛି ଅସୁବିଧା କାରଣରୁ ସୃଷ୍ଟି ହୋଇଥାଏ । ଶରୀରର ରୋଗ ବେମାରୀ ପାଇଁ ଅନେକ ପ୍ରକାର ମେଡ଼ିସିନ ମଧ୍ୟ ମାର୍କେଟରେ ଉପଲବ୍ଧ ହୋଇଯାଉଛି । ମେଡ଼ିସିନର ନିତ୍ୟ ବ୍ୟବହାର ମଧ୍ୟ ଶରୀର ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ । ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ।

ଶରୀରକୁ ଏପରି ଶକ୍ତିଶାଳୀ କରି ରଖନ୍ତୁ । ଯାହା ଦ୍ଵାରା ରୋଗ ବେମାରୀ ହେବାର ଏତେ ମାତ୍ରାରେ ସମ୍ଭାବନା ନଥାଏ । ଆଜି ଯେଉଁ ରେମିଡି ଆପଣ ଜାଣିବା ପାଇଁ ଯାଉଛନ୍ତି । ଏହାର ସେବନ ଦ୍ଵାରା ଅନେକ ପ୍ରକାର ଶରୀର ସମ୍ବଦ୍ଧିତ ସମସ୍ଯାରୁ ଆପଣଙ୍କୁ ମୁକୁଳାଇ ପାରିବ । ଏହି ଉପଚାର ପାଇଁ ଆପଣଙ୍କୁ ୩ ଟି ସାମଗ୍ରୀର ଆବଶ୍ୟକତା ରହିଛି ।

ସେହି ୩ ଟି ସାମଗ୍ରୀ ହେଉଛି ଜୀରା, ଗୋଟା ଧନିଆ ପାନମଧୁରୀ । ଆପଣ ରାତିରେ ଏକ ଗ୍ଳାସ ପାଣିରେ ଅଧ ଚାମଚ ଜୀରା, ଅଧ ଚାମଚ ଗୋଟା ଧନିଆ ଅଧ ଚାମଚ ପାନମଧୁରୀ ପକାଇ ରଖି ଦିଅନ୍ତୁ । ସକାଳେ ଏକ ଗ୍ଯାସରେ ଏକ ପାତ୍ରରେ ସେହି ୩ ଟି ଜିନିଷ ସହିତ ପାଣିକୁ ଢାଳି ୫ ରୁ ୭ ମିନିଟ ସମୟ ପାଣିକୁ ଫୁଟାଇ ଦିଅନ୍ତୁ । ତାପରେ ସେହି ପାଣିକୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ ।

ରେମିଡିଟି ପ୍ରସ୍ତୁତ ହୋଇଗଲା । ଏହାକୁ ଆପଣ ସକାଳେ ଖାଲି ପେଟରେ କିମ୍ବା ରାତି ଖାଇସାରିବାର କିଛି ସମୟ ପରେ ଏହାକୁ ସେବନ କରିପାରିବେ । ଆପଣ ଏବେ ଜାଣି ରଖନ୍ତୁ । ଏହି ପାଣିର ସେବନ ଦ୍ଵାରା କେଉଁ ସବୁ ଫାଇଦା ଶରୀରକୁ ମିଳିଥାଏ ? ଏହି ପାଣିକୁ ସେବନ କରିବା ଦ୍ଵାରା ପାଚନ କ୍ରିୟା ଶକ୍ତିଶାଳୀ ହେବା ସହ ପେଟ ଜନିତ ସବୁ ସମସ୍ଯା ଦୂର ହୋଇଥାଏ ।

ରକ୍ତକୁ ପତଳା କରିବା ସହ ଯେଉଁ ମାନଙ୍କର ରକ୍ତହୀନତା ହେଉଥାଏ ତାହାକୁ ମଧ୍ୟ ଠିକ କରିବ । ହାଡ ଶକ୍ତିଶାଳୀ ହେବା ସହିତ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କମିଯିବ । ବ୍ଲକେଜ ଶିରକୁ ଖୋଲିବାରେ ସାହାଜ୍ଯ କରିଥାଏ । ହାଇ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିଥାଏ । ରକ୍ତରେ ଖରାପ କୋଲେଷ୍ଟ୍ରଲ୍ ର ମାତ୍ରା କମାଇ ଭଲ କୋଲେଷ୍ଟ୍ରଲ୍ ର ମାତ୍ରା ବୃଦ୍ଧି କରାଇବ ।

ଡାଇବେଟିସ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କର ଡାଇବେଟିସକୁ ନିୟନ୍ତ୍ରଣ କରିବ । ଆଖିର ଦୃଷ୍ଟି ଶକ୍ତି ବହୁତ ବର୍ଷ ପର୍ଯ୍ୟନ୍ତ ବଢାଇ ରଖିବ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଇମମୁନିଟି ପାୱାରକୁ ବୁଷ୍ଟ କରାଇବ । ସଂପୂର୍ଣ୍ଣ ଭାବରେ ବାତ, ପିତ ଓ କଫ ସମ୍ବଦ୍ଧିତ ଶରୀରରେ ଦୃଶ୍ୟମାନ ହେଉଥିବା ସମସ୍ଯାକୁ ଭଲ କରିବାରେ ସାହାଜ୍ଯ କରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *