କ୍ୟାନ୍ସର ପାଇଁ ବରଦାନ କନ୍ଦମୂଳ ! ଜାଣନ୍ତୁ କିପରି କନ୍ଦମୂଳ ଖାଇଲେ ଦୂର ହୋଇଥାଏ Cancer …

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରକୃତିରୁ ମିଳୁଥିବା ସମସ୍ତ ପରିବା ଓ ଫଳ ଶରୀରକୁ ଅନେକ ପ୍ରକାର ପୋଷକ ତତ୍ଵ ଦେଇଥାଏ । ଯାହା ଶରୀକୁ ବହୁତ କିଛି ଫାଇଦା ଦେଇଥାଏ । କାଣ୍ଡମୂଳ ପରିବା ବିଷୟରେ ସମସ୍ତଙ୍କୁ ତ ଜଣାଥାଏ । ଏହାକୁ ଲୋକ ରୋଷେଇ କରି କିମ୍ବା ପୋଡି କିମ୍ବା ସିଝାଇ ମଧ୍ୟ ଖାଇପାରିବେ । ଏହା ଶରୀରରେ ଅନେକ ଉପକାର କରିଥାଏ । ଏହା ସତ୍ବେ ମଧ୍ୟ ଏଥିରେ ସୁଗାରର ମାତ୍ରା ଅଧିକ ଥିବାରୁ ଖାସ୍ କରି ଡାଇବେଟିସ ରୋଗୀଙ୍କୁ କନ୍ଦମୂଳ ଖାଇବାକୁ ଡାକ୍ତର ବାରଣ କରିଥାନ୍ତି ।

ଏହା ଛଡା ଏପରି ଏକ ଭୃକ୍ରୀଷ୍ଣା କନ୍ଦମୂଳ ଦେଖିବାକୁ ମିଳିଛି । ତାହା ଉପରେ ଗବେଷକ ମାନଙ୍କର ରିସର୍ଚ ଅନୁସାରେ ବହୁତ କିଛି ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । ଏହି କନ୍ଦମୂଳ ଖାଇବା ଦ୍ଵାରା ଶରୀରକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ବଞ୍ଚେଇଥାଏ । ଆଗରୁ ଡାଇବେଟିସ ରୋଗୀଙ୍କୁ କନ୍ଦମୂଳ ଖାଇବାକୁ ବାରଣ ଥିବା ବେଳେ ବର୍ତ୍ତମାନର ସୂଚନା ଆସିଯାଇଛି ।

ଯେ ଡାଇବେଟିସ ବା ମଧୁମେହ ରୋଗୀ ମଧ୍ୟ ଏହି ଭୃକ୍ରୀଷ୍ଣା  କନ୍ଦମୂଳର ସେବନ କରିପାରିବେ । ଗତ କିଛି ବର୍ଷ ଧରି ଏହି କନ୍ଦମୂଳରେ ଗବେଷଣା ଚାଲୁ ରହିଥିଲା । ବର୍ତ୍ତମାନର ଗବେଷକ ଙ୍କ କହିବା ଅନୁସାରେ ଏହି ଚମତ୍କାରୀ ଭୃକ୍ରୀଷ୍ଣା କନ୍ଦମୂଳରେ ଏପରି କିଛି ପୋଷକ ତତ୍ଵ ରହିଅଛି । ଯାହା ଡାଇବେଟିସ ଓ କ୍ୟାନ୍ସର ଭଳି ରୋଗ ସହିତ ଲଢିବାର କ୍ଷମତା ରଖିଛି ।

ଏଥିରେ ପୋଟାସିୟମ, ମାଗନେସିଆମ, ଆଇରନ ସହିତ ଅନେକ ଭିଟାମିନ ମହଜୁଦ ରହିଅଛି । ଅନ୍ୟ ସାଧାରଣ କନ୍ଦମୂଳ ଠାରୁ ଏହି କନ୍ଦମୂଳର  ରୂପରେ ବହୁତ କିଛି ଭିନ୍ନତା ଦେଖିବାକୁ ମିଳିଛି । ଏହାକୁ କେବଳ ପୋଡି କିମ୍ବା ସିଝାଇ ଖାଇବା ସହିତ ଅନ୍ୟ ଆଇଟମ ମଧ୍ୟ ଏଥିରୁ ପ୍ରସ୍ତୁତ କରି ଖାଇପାରିବେ ।

ଏହି କନ୍ଦମୂଳରେ ପାସ୍ତା, ନୁଡଲ୍ସ,ଅନ୍ୟାନ୍ୟ ଭେରାଇଟି ଖାଦ୍ୟ ଆଇଟମ ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ । ଏଥିରୁ ପ୍ରସ୍ତୁତ କୌଣସି ପ୍ରକାର ଆଇଟମ ମଧ୍ୟ ଖାଇପାରିବେ । ଅନ୍ୟ ଚିପ୍ସ, ପାସ୍ତା କିମ୍ବା ନୁଡଲ୍ସ ଭଳି ଏହାର କୌଣସି ଖରାପ ପ୍ରଭାବ ଶରୀରରେ ପକାଇବାକୁ ଦେବ ନାହିଁ ।

ଏହି କନ୍ଦମୂଳର ରଙ୍ଗ ଭିତରୁ ଓ ବାହାରୁ ସଂପୂର୍ଣ୍ଣ ଏକ ଭଳି ହୋଇଥାଏ । ଏଥିରେ ୯୫ ମିଲିଗ୍ରାମର ଆନଥୋସାଇନିନ ରହିଛି । ଏହି ଆନଥୋସାଇନିନ କ୍ୟାନ୍ସର ସହିତ କାଢିବାକୁ ବ୍ଯକ୍ତିର ଶରୀରକୁ ଶକ୍ତି ଦେଇଥାଏ । ଏହା ଶରୀର ପାଇଁ ସଂପୂର୍ଣ୍ଣ ସ୍ଵାସ୍ଥଉପଯୋଗୀ ବୋଲି ପ୍ରମାଣିତ ହୋଇପାରିଛି । ସବୁଠାରୁ ବଡ ତଥ୍ୟ ଅନୁଯାଇ ଭୃକ୍ରୀଷ୍ଣା କନ୍ଦମୂଳ ଖାଇବା ଦ୍ଵାରା କ୍ୟାନ୍ସର ହେବାର ସମ୍ଭାବନା ବହୁ ମାତ୍ରାରେ କମିଯାଇଥାଏ ।

ଏହା ସହିତ ଡାଇବେଟିସ ରୋଗୀ ମଧ୍ୟ ଖାଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *