ରାତିରେ ଶୋଇବା ସମୟରେ 2 ଟି ଗୁଜୁରାତି ଖାଇବା ଦ୍ଵାରା ଯାହା ହେଲା, ଦେଖି ଡାକ୍ତର ବି ହେଇଗଲେ ଆଶ୍ଚର୍ଯ୍ୟ, ଜଲ୍ଦି ଦେଖନ୍ତୁ

ଗୁଜୁରାତିକୁ ଆମ ଖାଦ୍ଯର ସ୍ଵାଦ ବଢାଇବା ପାଇଁ ବହୁଳ ଭାବେ ବ୍ଯବହାର କରାଯାଏ । ଚାହାରେ ଗୁଜୁରାତି ପକାଇବା ଦ୍ଵାରା ତାହା ଅତି ସ୍ଵାଦିଷ୍ଟ ବନିଥାଏ । ପ୍ରାଚୀନ କାଳରୁ ଗୁଜୁରାତିକୁ ଭଲ ମାଉଥ ଫ୍ରେଶନର ଭାବେ ମଧ୍ୟ ବ୍ଯବହାର କରାଯାଏ ।

ସକାଳୁ ଉଷୁମ ପଣି ସହ ଦୁଇଟି ଗୁଜୁରାତି ଓ ଦୁଇଟି ପୋଦିନା ପତ୍ରକୁ ଏକା ସାଥିରେ ଚୋବାଇ ଚୋବାଇ ଖାଇଲେ, ଅତି ପୁରୁଣା ପାଟି ଦୁର୍ଗନ୍ଧ ମଧ୍ୟ ଭଲ ହୋଇଯାଏ । ଖାଇବାର ସ୍ଵାଦ ବଢାଇବା ସହ ଗୁଜୁରାତି ଆମ ଶରୀର ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଗୁଜୁରାତିର ଉପକାରିତା । ଯଦି ଆପଣ ସକାଳୁ ଉଠି ଏକ ରୁ ଦୁଇଟି ଗୁଜୁରାତିକୁ ଚୋବାଇ ଖାଇ ଉଷୁମ ପାଣି ପିଇବେ ତେବେ ଆପଣଙ୍କ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟେରୋଲ ସମସ୍ଯା ଏକରୁ ଦୁଇ ମାସ ମଧ୍ୟରେ ଭଲ ହୋଇଯିବ ।

ଯଦି ଆପଣଙ୍କ ପେଟ ସଠିକ ଭାବେ ସଫା ହେଉ ନାହିଁ, ବଦ ହଜମ ଓ କୋଷ୍ଠକାଠିନ୍ୟ ଆଦି ସମସ୍ଯା ଦେଖା ଦେଉଛି ତେବେ ସକାଳୁ ଏକ ରୁ ଦୁଇଟି ଗୁଜୁରାତିକୁ ଏକ ଚାମୁଚ ମହୁ ସହ ଚୋବାଇ କରି ଖାଆନ୍ତୁ । ଆପଣ ଥରକେ ହିଁ ଉପଶମ ପାଇବେ ଓ ତିନିରୁ ଚାରି ଦିନ ମଧ୍ୟରେ ଏହା ସଂପୂର୍ଣ୍ଣ ଭାବେ ଠିକ ହୋଇଯିବ । ଏହି ସମସ୍ତ ଉପଚାର ସମ୍ବନ୍ଧିତ ସୂଚନା ଆଜି ଠାରୁ ହଜାର ବର୍ଷ ପୂର୍ବେ ବାଗଭଟ୍ଟ ଋଷି ତାଙ୍କ ଲିଖିତ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମରେ ଉଲ୍ଲେଖ କରିଛନ୍ତି ।

ଯେଉଁ ମାନଙ୍କୁ ଆଁଠୁ ଗଣ୍ଠି ବ୍ୟଥା, ଅଣ୍ଟା ବିନ୍ଧା, ହାଡ ବିନ୍ଧା ଆଦି ବାତ ପ୍ରକୃତି ସମସ୍ଯା ରହିଛି ସେମାନେ ଗୁଜୁରାତିକୁ ସନ୍ଧ୍ଯା ସମୟରେ ସେବନ କରନ୍ତୁ ଓ ଯେଉଁ ମାନଙ୍କୁ କଫ ଓ ପିତ ପ୍ରକୃତି ସମସ୍ଯା ରହିଛି ସେମାନେ ସକାଳେ ସେବନ କରି ପାରିବେ । ଯେଉଁ ମାନଙ୍କ ଶରୀରରେ ଶକ୍ତିର ଅଭାବ ଦେଖା ଦେଉଛି, କୌଣସି କାର୍ଯ୍ୟ କରିବାକୁ ଫୁର୍ତ୍ତି ଲାଗୁ ନାହିଁ ସେମାନେ ମଧ୍ୟ ସକାଳୁ ଏକ ରୁ ଦୁଇଟି ଗୁଜୁରାତି ଚୋବାଇ ଖାଇ ଉଷୁମ ପଣି ପିଅନ୍ତୁ । ଦେଖିବେ ସାଙ୍ଗେ ସାଙ୍ଗେ ତାଜା ଓ ଫୁର୍ତ୍ତି ଅନୁଭବ କରିବେ ।

ଯଦି ଆପଣଙ୍କ ଚେହେରାରେ ଚମକ ରହୁ ନାହିଁ, ବ୍ରଣ ଓ ଦାଗ ଆଦି ହେଉଛି, ଅଧିକ କେଶ ଝଡୁଛି ତେବେ ମଧ୍ୟ ଗୁଜୁରାତି ଏହି ସବୁ ସମସ୍ଯା ଦୂର କରିବାରେ ଖୁବ ସହାୟକ ହୁଏ । ଯଦି ଆପଣ ଗୋଟିଏ ଗୁଜୁରାତିକୁ ଖଣ୍ଡେ ମିଶ୍ରି ସହ ଖାଇବେ ତେବେ ଏହା ଆପଣଙ୍କ ଦୃଷ୍ଟି ଶକ୍ତି ବଢାଇବାରେ ଖୁବ ସାହାଯ୍ୟ କରିବା ।

ଏହା ସହ ସକାଳୁ ଉଷୁମ ପାଣି କିମ୍ବା ମହୁ ସାଙ୍ଗରେ ଗୋଟିଏ ରୁ ଦୁଇଟି ଗୁଜୁରାତି ଖାଇବା ଦ୍ଵାରା ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଖୁବ ସାହାଯ୍ୟ କରେ । ଏହା ଦ୍ଵାରା ଯଦି ଆପଣ ବାରମ୍ବାର ରୋଗରେ ପଡ଼ୁଛନ୍ତି ତେବେ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହେବା ଦ୍ଵାରା ଆପଣ ରୋଗରେ ପଡିବେ ନାହିଁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *