Health Tips- ରସୁଣ ଖାଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରଶୁଣ ଏକ ଏପରି ଖାଦ୍ୟ ସାମଗ୍ରୀ ଅଟେ । ଯାହାକୁ ଆମେ ରୋଷେଇ ପାଇଁ ମସଲା ରୂପରେ ସାଧାରଣତଃ ବ୍ୟବହାର କରିବାର ଦେଖିଥାଉ । ରଶୁଣକୁ କେବଳ ମସଲା ବା ରୋଷେଇ କରିକି ନୁହେଁ । ଯଦି ରଶୁଣର ଅଧିକ ଫାଇଦା ଉଠାଇବାକୁ ଚାହୁଁଥାନ୍ତି । ତେବେ କଞ୍ଚା ରଶୁଣକୁ ଖାଇବା ଦ୍ଵାରା ହିଁ ତାର ସ୍ଵାସ୍ଥ ସମ୍ବଦ୍ଧିତ ଉପକାର ବିଷୟରେ ଜାଣି ହୋଇଥାଏ ।

ରଶୁଣକୁ ଆୟୁର୍ଭେଦ ଅନୁସାରେ ଏକ ଔଷଧ ମଧ୍ୟ କୁହାଯାଇଥାଏ । ସକାଳୁ ଉଠି ଖାଲି ପେଟରେ ଯଦି ରଶୁଣର ଗୋଟିଏ କୋଲା ଖାଇଥାନ୍ତି । ତେବେ ତାହାର ଫାଇଦା ଗୁଡିକ ବିଷୟରେ ଚାଲନ୍ତୁ ଜାଣିବା । ପ୍ରଥମରେ ଥଣ୍ଡା ଓ କାଶ ସର୍ଦ୍ଧୀରେ ବାରମ୍ବାର ପୀଡିତ ହେଉଥିବା ଲୋକ ମାନଙ୍କ ପାଇଁ ରଶୁଣ ବହୁତ ହିଁ ଭଲ ହୋଇଥାଏ ।

ଏହାକୁ ଖାଇବା ଦ୍ଵାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତିକୁ ଥଣ୍ଡା ଓ ସର୍ଦ୍ଧୀରେ ପୀଡିତ ହୋଇ ବାରମ୍ବାର ବେମାରୀର ଶିକାର ହେବା ପାଇଁ ପଡିନଥାଏ । ଦିତୀୟରେ ପେଟରେ ଗ୍ଯାସ ଓ ଏସିଡିଟି ହେବା ଆଜି କାଲିର ସାଧାରଣ ସମସ୍ଯା ହୋଇଗଲାଣି । ତେଣୁ ଯଦି ପେଟର ଜହମ କ୍ରିୟାକୁ ଶକ୍ତିଶାଳୀ କରିବା ସହିତ ଗ୍ଯାସ ଓ ଏସିଡିଟି ହେବାରୁ ନିଜକୁ ମୁକ୍ତି ଦେଇଥାନ୍ତି ।

ତେବେ ନିହାତି ଭାବରେ ସକାଳୁ ଖାଲି ପେଟରେ ରଶୁଣର ଗୋଟିଏ କୋଲା ସେବନ କରନ୍ତୁ । ଯେଉଁ ମାନଙ୍କର ଦାନ୍ତରେ ଯନ୍ତ୍ରଣା ରାହୁଥାଏ । ସେମାନେ ଯଦି ପ୍ରତିଦିନ ରାତିରେ ଶୋଇବା ସମୟରେ ଯନ୍ତ୍ରଣା ହେଉଥିବା ଦାନ୍ତରେ ଦାନ୍ତରେ ରଶୁଣର ଗୋଟିଏ କୋଲାକୁ କାମୁଡି ଶୋଇ ପଡନ୍ତି । ତେବେ ସେଥିରେ ଥିବା ଆଣ୍ଟି ବ୍ୟକେଟେରିଆଲ ଗୁଣ ଯୋଗୁ ଦାନ୍ତ ଯନ୍ତ୍ରଣା ଦୂର ହୋଇଥାଏ ।

ଯେଉଁ ପୁରୁଷଙ୍କ ଠାରେ ଶୂକ୍ରାଣୁ ବା ସ୍ପମ କାଉଣ୍ଟ କମ୍ ରହୁଥାଏ । ଯାହା ଦ୍ଵାରା ସେମାନଙ୍କର ସେକ୍ଷୁଆଲ୍ ସମସ୍ଯା ମାନ ରହୁଥାଏ । ତେବେ ସେମାନଙ୍କୁ ଖାଲି ପେଟରେ ରଶୁଣର କୋଲା ସେବନ କରିବା ଉଚିତ । ଏପରି କରିବା ଦ୍ଵାରା ସେମାନଙ୍କର ସପ୍ମ କାଉଣ୍ଟ ବୃଦ୍ଧି ହେବ । ଯେଉଁ ମାନଙ୍କର ହାଇବ୍ଲଡ଼ପ୍ରେସର ସମସ୍ଯା ରହୁଥାଏ ।

ସକାଳେ ଖାଲି ପେଟରେ ଗୋଟିଏ କୋଲା ରଶୁଣ ଏକ ମାସ ପର୍ଯ୍ୟନ୍ତ ସେବନ ଦ୍ଵାରା ନିଜ ବିପିକୁ ନିୟନ୍ତ୍ରଣ କରିପାରିବେ । କ୍ୟାନ୍ସର ଏକ ମାରାତ୍ମକ ତଥା ପ୍ରାଣଘାତୀ ବେମାରୀ ହୋଇଥାଏ । ଏକ ରିସର୍ଚ ଅନୁସାରେ ଜଣାପଡିଛି । ଯେ ପ୍ରତିଦିନ ଖାଲି ପେଟରେ କେବଳ ଗୋଟିଏ କୋଲା ରଶୁଣ ସେବନ କରୁଥିବା ବ୍ୟକ୍ତିଙ୍କର ଶରୀରରେ କ୍ୟାନ୍ସର ହେବାର ସମ୍ଭାବନା ବହୁତ ମାତ୍ରାରେ କମିଯାଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *