Astrology- ସାରା ଜୀବନ ଦୁଃଖରେ ରହିଥାନ୍ତି ଏହି 3 ଟି ନାମର ଲୋକ

ନମସ୍କାର ବନ୍ଧୁଗଣ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ତିନୋଟି ନାମ ଥିବା ବ୍ୟକ୍ତି ସବୁବେଳେ ଦୁଃଖ ରେ ରହିଥାନ୍ତି । ବନ୍ଧୁଗଣ ଆମେ ଜାଣିଛି ସମସ୍ତକ ଜୀବନ ରେ ଦୁଃଖ ଏବଂ ସୁଖ ସର୍ବଦା ରହିଥାଏ । ଜଣେ କବି ଅତି ସୁନ୍ଦର ଭାବରେ କହିଛନ୍ତି ଯେ ମଣିଷ ର ସତ୍ୟ ସାଥି ହେଉଛନ୍ତି ଦୁଃଖ ଏବଂ ସୁଖ । କାରଣ ଜଗତ ରେ ସମସ୍ତେ ଦିନେ ନା ଦିନେ ଆମ କୁ ଛାଡି ପଳେଇଯାଇଥାନ୍ତି , ମାତ୍ର ଏହି ଦୁଇଟି ବିଷୟ ଜୀବନ ର ଶେଷ ମୁହୁତ୍ତ ଯାଏ ଆମ ସାଙ୍ଗ ରେ ରହିଥାନ୍ତି ।

ମଣିଷ ଦୁଃଖ ସମୟରେ ଇଶ୍ଵରଙ୍କ ଶରଣାଗତ ହୋଇଥାଏ ଓ ଯେବେ ଦୁଃଖ ପଳେଈ ସୁଖ ଆସିଥାଏ । ମଣିଷ ସୁଖ ବେଳେ ଇଶ୍ଵରଙ୍କୁ ଧନ୍ୟବାଦ ଦେଇନଥାଏ ଓ ସୁଖ ରେ ଭଗବାନ କୁ ଭୁଲି ଯାଏ   ଏବଂ ଏହାର ଦଣ୍ଡ ମଧ୍ୟ ସେମାନଙ୍କୁ ଭୋଗିବାକୁ ପଡିଥାଏ । ଶାସ୍ତ୍ର ଅବୁସାରେ ମଣିଷ କରିଥିବା କାମ ଅନୁଯାୟୀ ତାଙ୍କୁ ପାପ ଓ ପୂଣ୍ୟ ର ଫଳ କୁ ଭୋଗିବାକୁ ପଡିଥାଏ । ମଣିଷ ଜୀବନ ରେ ସୁଖ ଏବଂ ଦୁଃଖ ର ଆଗମନ ଓ ଗମନ ହିଁ ସେମାନଙ୍କୁ ପାପ କର୍ମ ର ଫଳ ମିଳିଥାଏ ।

ଶାସ୍ତ୍ର ଅନୁଯାୟୀ ଗ୍ରହ ପରିବର୍ତ୍ତନ  ଯେପରି ମଣିଷ ଉପରେ ପ୍ରଭାବ ପକେଇଥାଏ ଠିକ ସେହି ପରି ନାମ ର ପ୍ରଥମ ଅକ୍ଷର ମଣିଷ ଜୀବନ ରେ ପ୍ରଭାବଶୀଳ ହୋଇଥାଏ ।  ଜ୍ୟୋତିଷ ଶାସ୍ତ୍ର ଅନୁସାରୁ ଆମେ ଯେକୋଣସି ବ୍ୟକ୍ତି ର ନାମକୁ ଦେଖି ସେମାନଙ୍କ ସ୍ଵାଭାବ , ଗୁଣ , ବ୍ୟବହାର ଓ ଭବିଷ୍ୟତ କୁ ଜାଣିଥାଉ । ଆଜି ଆମେ ଆପଣଙ୍କୁ ତିନୋଟି ନାମ ବିଷୟରେ କହିବୁ , ଯେଉଁମାନଙ୍କୁ ଜୀବନରେ ଅଧିକାଂଶ ସମୟ  ଦୁଃଖ ରେ ଅତିବାହିତ କରିବାକୁ ପଡିଥାଏ ।

1- S ନାମ ର ବ୍ୟକ୍ତି ବହୁତ ଭଲ ସ୍ଵାଭାବ ର ହୋଇଥାନ୍ତି ନିଜେ ଦୁଃଖ ସହି  ମଧ୍ୟ ଅନ୍ୟ ର ମଙ୍ଗଳ କରିଥାନ୍ତି ।  ଏମାନେ ଅଧିକ ଭାବୁକ ସ୍ଵାଭାବ ର ବ୍ୟକ୍ତି ବିଶେଷ ଅଟନ୍ତି , ଅନ୍ୟ ବ୍ୟକ୍ତିକୁ ସାହାଯ୍ୟ କରିବାର ଗୁଣ ରଖିଥାନ୍ତି । ହୃଦୟ ରୁ ସଫା ଓ ଭଲ ହୋଇଥିବାରୁ ଅନ୍ୟମାନେ ଏହାର ଫାଇଦା ଉଠାଇଥାନ୍ତି ଓ ଏଇଥି ପାଇଁ ଏହି ଅକ୍ଷର ଥିବା ଲୋକମାନଙ୍କୁ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ ।

P- ଏହି ନାମ ର ବ୍ୟକ୍ତି କୋମଳ , ଧୀର ଶାନ୍ତ ସ୍ଵାଭାବ ର ହୋଇଥାନ୍ତି , ଲୋକମାନେ ଏହି ଗୁଣ ଯୋଗୁ ଏହି ନାମ ବ୍ୟକ୍ତିମାନଙ୍କ ର ବ୍ୟବହାର କରନ୍ତି  । ଏହି ନାମ ବ୍ୟକ୍ତିମାନଙ୍କୁ ପ୍ରେମ ଉପରେ ଭରସା ନ ଥାଏ ମାତ୍ର ଯାହାକୁ ବି ଭଲ ପାଇଥାନ୍ତି ତାଙ୍କ ପ୍ରତି ସମର୍ପିତ ରହିଥାନ୍ତି ।

B  – ଏହି ନାମ ର ବ୍ୟକ୍ତି ସବୁ କାମ ପୂଣ୍ୟ ଶ୍ରଦ୍ଧା ରେ କରିଥାନ୍ତି , ଏମାନଙ୍କୁ ଜୀବନ ରେ ସହଜରେ ସଫଳତା ମିଳିଥାଏ । ଏମାନଙ୍କ ଜୀବନ ରେ ମଧ୍ୟ ଦୁଃଖ ଅଧିକ ରହିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗ କୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *