Astrology- ଯେଉଁ ମାନଙ୍କ ନଖରେ ଥାଏ ଏହି ଚିହ୍ନ ସେମାନେ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, ଜାଣନ୍ତୁ ରହସ୍ୟ !

ନମସ୍କାର ବନ୍ଧୁଗଣ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଶରୀରରେ ପାଦ ଚିହ୍ନ ଆରମ୍ଭ କରି ମୁଣ୍ଡ ର ଚିହ୍ନ ହାତ ରେଖା ର କିଛି ନା କିଛି ଗୁରୁତ୍ଵ ରହିଥାଏ , ଯାହା ଆମ ଭବିଷ୍ୟତ ସହିତ ଯୋଡିତ ହୋଇ ରହିଥାଏ । ଏହି ଚିହ୍ନ ଆମ ଜୀବନ କୁ ବହୁ ପରିମାଣରେ ପ୍ରଭାବ ପକେଇଥାଏ । ଶାସ୍ତ୍ର ଅନୁଯାୟୀ ରେଖା , ଚିହ୍ନ ଆମ ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ସୂଚନା ପ୍ରଦାନ କରିଥାଏ ।

ସାଧାରଣତ ଆମେ ଦେଖିଥାଉ ଆମ ହାତର ଓ ପାଦର ନଖ ଆମ ପାଇଁ ରକ୍ଷାକବଜ ହୋଇରହିଥାଏ , ଯେକୋଣସି ଅସୁବିଧା ବିପଦ ସମୟରେ ଆମେ ଏହି ନଖ କୁ ବ୍ୟବହାର କରି ନିଜ କୁ ରକ୍ଷା ମଧ୍ୟ କରିଥାଉ । ଭଗବାନଙ୍କ ସୃଷ୍ଟି ରେ ଏହା ମଧ୍ୟ ଏକ ଚମତ୍କାରୀ ଅଙ୍ଗ ଯାହା ଆମ କୁ ପ୍ରଦାନ କରାଯାଇଛି । ଆଜି ଆମେ ଆପଣଙ୍କୁ କହିବୁ ଯେ ହାତରେ ଉପରେ ଥିବା ଅର୍ଦ୍ଧ ଚନ୍ଦ୍ର ଚିହ୍ନ ଅର୍ଥ କଣ ହୋଇଥାଏ ।

ଆମେ ଦେଖିଥାଉ ଯେ ପ୍ରାୟ ଲୋକମାନଙ୍କ ହାତ ରେ ଏହି ଚିହ୍ନ ରହିଥାଏ , ଆମେ ଭାବିଥାଉ ଏହା କଣ । ନଖ ପ୍ରୋଟିନ କ୍ୟାରୋଟିନ ଦ୍ଵାରା ପ୍ରସ୍ତୁତ ହୋଇଥାଏ । ଯେଉଁମାନଙ୍କ ହାତରେ ଏହି ଅର୍ଦ୍ଧ ଚନ୍ଦ୍ର ର ଚିହ୍ନ ରହିଥାଏ ସେମାନଙ୍କ ଜୀବନ ରେ ଯେତେ ଧନ ଆସିଲେ ମଧ୍ୟ କେଉଁ ନା କେଉଁ ବାଟେ ତାହା ଚାଲିଯାଇଥାଏ । ସେମାନଙ୍କ ଜୀବନ ରେ ଯେତେ ପରିଶ୍ରମ କରି ଧନ ଉପାର୍ଜନ କରିଲେ ମଧ୍ୟ ତାହା ରହିନଥାଏ ।

ଏହି ବ୍ୟକ୍ତିମାନଙ୍କୁ ଜୀବନ ରେ ବହୁତ ଅଧିକ ଦୁଖ କଷ୍ଟ ଭୋଗ କରିବାକୁ ପଡିଥାଏ । ଯେଉଁ ବ୍ୟକ୍ତିମାନଙ୍କ ହାତରେ ଏହି ଭଳି ଅର୍ଦ୍ଧ ଚନ୍ଦ୍ର ଚିହ୍ନ ଠାରେ ସେମାନଙ୍କ ହୃଦୟ ବହୁତ ଭଲ ଥାଏ । ଏମାନେ ମନରୁ ସ୍ଵଚ , ନିର୍ମଳ , ଶୁଦ୍ଧ ହୋଇଥାନ୍ତି ଏମାନେ ସର୍ବଦା ଅନ୍ୟ ର ଉପକାର କରିଥାନ୍ତି । ଏମାନଙ୍କ ପାଖ ରେ ଧନ ର ଅଭାବ ଥିଲା ମଧ୍ୟ ଅନ୍ୟ ର ଉପକାର ଧାର କରି ପଛେ ସାହାଯ୍ୟ କରିଥାନ୍ତି ।

ଏହି ବ୍ୟକ୍ତିମାନଙ୍କୁ ସମସ୍ତେ ଭଲ ପାଇଥାନ୍ତି । ଏହି ଚିହ୍ନ ଥିବା ବ୍ୟକ୍ତି ତାଙ୍କ ଜୀବନର ଆରମ୍ଭ ରେ ଟିକେ ଦୁଃଖ କଷ୍ଟ ଦେଇ ଯାଇଥାନ୍ତି , ମାତ୍ର କଠିନ ପରିଶ୍ରମ କରିଲା ପରେ ସେମାନଙ୍କ ଜୀବନରେ ଖୁସି ଆସିଥାଏ । ଏମାନେ ନିଶ୍ଚିତ ସଫଳତା ପାଇଥାନ୍ତି ଧୀରେ ସଫଳତା ଆଡ କୁ ଯାଇଥାନ୍ତି । ଏହି ଚିହ୍ନ ଥିବା ବ୍ୟକ୍ତି ଦୁଃଖ ସମୟରେ ହାର ନ ମାନି ଅସୁବିଧା ର ସମୁଖୀନ କରି ସଫଳତା କୁ ଦଶଳ କରିଥାନ୍ତି ।

ଏହି ଚିହ୍ନ ବ୍ୟକ୍ତି ପରିଶ୍ରମୀ , କର୍ମଠ , ଶୁଦ୍ଧ ହୃଦୟ ବ୍ୟକ୍ତି ବିଶେଷ ହୋଇଥାନ୍ତି ସମୟରେ ନାମ ଖ୍ଯାତି ଅର୍ଜନ କରିଥାନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *