ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ କେମିତି ଜାଣିବେ ? ଜାଣନ୍ତୁ 6 ଟି ଲକ୍ଷଣ

ବନ୍ଧୁଗଣ ଯେବେ ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି ସେତେବେଳେ ତାଙ୍କର ଜାଣିବାକୁ ଏହା ଇଚ୍ଛା ହୋଇଥାଏ କି ତାଙ୍କ ଗର୍ଭରେ ପୁଅ ନା ଝିଅ ଅଛି । ଯଦିଓ ଆମ ଦେଶରେ ଭ୍ରୁଣ ଲିଙ୍ଗ କରିବା ଅପରାଧ ଅଟେ ତଥାପି ଜଣେ ମା ର ଆଗ୍ରହ ଥାଏ କି ପେଟରେ ଥିବା ଶିଶୁ ପୁଅ ନା ଝିଅ । କାରଣ ମା ମାନେ ଆସିବାକୁ ଥିବା ପିଲାର ସ୍ଵାଗତ ସେହି ଭାବେ କରିପାରିବେ । ଆମ ଦେଶରେ ଆଉ ବିଦେଶରେ ଏମିତି ଗୁରୁଜନ ଅଛନ୍ତି ଯେଉଁ ମାନେ ଫେସ ରିଡିଙ୍ଗ ଓ ଶରୀରରେ ହେଉଥିବା ପରିବର୍ତ୍ତନ ଦେଖି କହିଥାନ୍ତି ଗର୍ଭରେ ଶିଶୁ ପୁଅ ନା ଝିଅ ଅଛି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ କହିବାକୁ ଯାଉଛୁ ଯାହା ଦ୍ଵାରା ଜାଣି ହେବ ଗର୍ଭରେ ପୁଅ ନା ଝିଅ ଅଛି । ୧- ପେଟର ଆକାର : ଯଦି ଗର୍ଭବତୀ ମହିଳାଙ୍କର ପେଟର ଆକାର ଗୋଲ ଓ ବାହାର ପଟକୁ ଫୁଲିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ଅଟେ । ପେଟର ଆକାର ଚଉଡା ବ ଗୋଲେଇ ଥିଲେ ଏହା ଝିଅ ହେବାର ଲକ୍ଷଣ ଅଟେ ।

୨- ମିଜାଜ ରେ ପରିବର୍ତ୍ତନ : ଯଦି ଗର୍ଭବତୀ ମହିଳାଙ୍କ ପ୍ରଥମ ୩ ମାସରେ ଦୁଖ ଅନୁଭବ କରିଥାନ୍ତି ବା ପରବର୍ତ୍ତୀ ୩ ମାସରେ ଅଧିକ ଦୁଖ ଅନୁଭବ କରିଥାନ୍ତି ତେବେ ପୁଅ ହୋଇପାରେ । ଅନ୍ୟ ପକ୍ଷରେ ପେଟରେ ଝିଅ ଥିଲେ ମା ମାନେ ମିଳାମିଳା ଭାବନା କରିଥାନ୍ତି ।

୩- ଖାଦ୍ୟକୁ ଘୃଣା ହେବା : ଗର୍ଭଧାରଣ ସମୟରେ ମହିଳା ମାନେ ପ୍ରଚୁର ଖାଦ୍ୟ ଖାଇଥାନ୍ତି । ଆଉ କେତେକ ମହିଳାଙ୍କୁ ଖାଦ୍ଯର ଘୃଣା ହୋଇଥାଏ । ଏହା ଛୁଆର ଲିଙ୍ଗ ଉପରେ ନିର୍ଭର କରିଥାଏ । ଗବେଷଣାରୁ ଜଣା ଯାଇଛି ଖାଇବା ପରେ ବାନ୍ତି ବା ଖାଦ୍ଯକୁ ଘୃଣା କରିଥାନ୍ତି ତାଙ୍କର ପୁଅ ହୋଇପାରେ ।

୪- ଖାଇବା ସୋଡା ଟେଷ୍ଟ : ଖାଇବା ସୋଡା ର ବ୍ୟବହାର କରି ଗର୍ଭରେ ଥିବା ଲିଙ୍ଗ ର ନିରୂପଣ କରିପାରିବେ । ଗୋଟେ ପାତ୍ର ରେ ସକାଳର ପ୍ରଥମ ପରିସ୍ରା ନେବେ । କୁହାଯାଏ ଯଦି ବେକିଙ୍ଗ ସୋଡା ପକାଇବା ପରେ ପରିସ୍ରାରେ ଫେଣ ହୋଇଯାଏ ତେବେ ଗର୍ଭବରେ ଝିଅ ଅଛି । ଯଦି ପରିସ୍ରାରେ କୌଣସି ପରିବର୍ତ୍ତନ ନ ଆସେ ତେବେ ପୁଅ ଥାଇପାରେ ।

୫- ଚଟପଟା ବା ମିଠା ଖାଇବାର ଇଚ୍ଛା ହେବା : ଗର୍ଭ ଧାରଣ ସମୟରେ ଯଦି ଜେଣ ମହିଳାଙ୍କୁ ମିଠା ଅଧିକ ଖାଇବାର ଇଚ୍ଛା ହୁଏ ତେବେ ଝିଅ ଥାଇପାରେ । ଅଧିକ ଚଟପଟା ବା ମସଲା ଯୁକ୍ତ ଖାଦ୍ୟ ବା ଲୁଣୀ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ ପୁଅ ହେବାର ଲକ୍ଷଣ ହୋଇଥାଏ ।

୬- ସ୍କିନରେ ସମସ୍ଯା ହେବା : ପେଟରେ ପୁଅ ଥିଲେ ମୁହଁରେ ବ୍ରଣ ସମସ୍ଯା ଅଧିକ ଦେଖାଯାଏ । ମହିଳାଙ୍କର ରୂପ ରଙ୍ଗରେ ନିଖାର ଆସିଥାଏ ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *