Chanakya Niti- ମହିଳାଙ୍କ ଶରୀରରେ ଥିଲେ ଏହି 3 ଟି ଚିହ୍ନ ସେମାନେ ହୋଇଥାନ୍ତି ଗଙ୍ଗା ପରି ପବିତ୍ର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହିନ୍ଦୁ ଧର୍ମ ଅନୁସାରେ ଝିଅ ମାନଙ୍କୁ ଘରର ତଥା ବିବାହ ପରେ ଶାଶୁଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ଝିଅମାନେ ସାକ୍ଷାତ ମା ଲକ୍ଷ୍ମୀ ଙ୍କର ସ୍ୱରୂପ ହୋଇଥାନ୍ତି । ନାରୀ ମାନଙ୍କର କେତେ ରୂପ ହୋଇଥାଏ । ଝିଅ, ଭଉଣୀ, ସ୍ତ୍ରୀ ଓ ମା ଏମିତି କେତେ ରୂପରେ ସେ ବିଦ୍ୟମାନ ହୋଇଥାନ୍ତି । ଚାଣକ୍ୟ ନୀତି ଅନୁସାରେ ୨ ପ୍ରକାର ସ୍ଵଭାବର ଝିଅଙ୍କୁ ଦେଖିବାକୁ ମିଳିଥାଏ । ଯେପରି କିଛି ଝିଅ ଅଛନ୍ତି ଯେଉଁମାନଙ୍କର କାର୍ଯ୍ୟ ଦ୍ଵାରା ଘର ପରିବାରର ନାମ ଉଜ୍ଜଳ ହୋଇଥାଏ ।

କିଛି ଏପରି ଝିଅ ଅଛନ୍ତି ଯେଉଁମାନେ କି ନିଜ ଘର ତଥା ଶାଶୁଘରର ନାମ ବଦନାମ କରିଥାନ୍ତି । ଝିଅ ମାନଙ୍କର ଏପରି କିଛି ଗୁଣ ଦେଖି ଜାଣିପାରିବେ ସେମାନେ ପବିତ୍ର କି ପବିତ୍ର ନୁହନ୍ତି । ପ୍ରଥମେ ଯେଉଁ ନାରୀ ମାନଙ୍କର ଶରୀରରେ ଅଳ୍ପ ରୁମ ଥାଏ । ସେହି ମହିଳାମାନେ ବହୁତ ହିଁ ପବିତ୍ର ହୋଇଥାନ୍ତି । ସେମାନେ ତାଙ୍କର ସ୍ବାମୀର ହାତ କେବେ ମଧ୍ୟ ଛାଡି ନଥାନ୍ତି ।

ସବୁ ପରିସ୍ଥିତିର ସାମ୍ନା କରିବାର ସମର୍ଥତା ସେହି ମହିଳା ମାନଙ୍କର ରହିଥାଏ । ଯେଉଁ ମହିଳା ମାନଙ୍କର ମଥାରେ କଳାଯାଇ ରହିଥାଏ । ସେହି ମହିଳାମାନେ ବହୁତ ହିଁ ବୁଦ୍ଧିମତୀ ହୋଇଥାନ୍ତି । ସେମାନେ ସବୁବେଳେ ଉଚଅଭିଳାଷୀ ହୋଇଥାନ୍ତି । ସେହି ନାରୀ ମାନଙ୍କ ଠାରେ ମାତା ସୀତାଙ୍କର ଗୁଣ ରହିଥାଏ । ଏହି ନାରୀମାନେ ନିଜ ଘର ପରିବାରର ସଂସ୍କାରକୁ କେବେ ମଧ୍ୟ ଭୁଲିନଥାନ୍ତି ।ଏମାନଙ୍କର ହୃଦୟ ବହୁତ ସଫା ହୋଇଥାଏ ।

ଏହି ନାରୀ ମାନେ ତାଙ୍କ ସ୍ଵାମୀକୁ ବହୁତ ଭଲ ପାଇବା ସହ ସମ୍ମାନ ମଧ୍ୟ କରିଥାନ୍ତି । ସ୍ବାମୀର ସମସ୍ତ କଥାକୁ ପାଳନ କରିଥାନ୍ତି । ଯେଉଁ ମହିଳା ମାନଙ୍କର ନିଶ ଅର୍ଥାତ ଓଠ ଉପରେ ଅଳ୍ପ ମାତ୍ରାରେ ଚୁଟି ଉଠିଥାଏ । ସେହି ମହିଳାମାନେ ଦାନ ଧର୍ମ କାର୍ଯ୍ୟରେ ଅଧିକ ସମୟ ମନାନିବେଶ କରିଥାନ୍ତି । ଏହି ନାରୀମାନେ ତାଙ୍କ ସ୍ଵାମୀର ମନକୁ କେବେ କଷ୍ଟ ଦେଲା ବୋଲି କାର୍ଯ୍ୟ କରନ୍ତି ନାହିଁ । ସବୁବେଳେ ସ୍ବାମୀର ମନ ଖୁସି କରିବା ପାଇଁ ଚେଷ୍ଟା କରିଥାନ୍ତି ।

ବିବାହ ପୂର୍ବରୁ ନିଜ ଘର ଏବଂ ବାହାଘର ପରେ ନିଜ ଶାଶୁ ଘର ଲୋକମାନଙ୍କ ମନ ଜାଣି କାମ କରିଥାନ୍ତି । ଘର ପରିବାର ଓ ବନ୍ଧୁ ପରିଜନଙ୍କ ସାଥିରେ ମିଳି ମିଶି ଚଳିବା ପାଇଁ ଏହି ନାରୀ ମାନେ ପସନ୍ଦ କରିଥାନ୍ତି । ଯେଉଁ ଝିଅ ଗୁରୁଜନଙ୍କ କଥାକୁ ଖାତିର କରନ୍ତି ନାହିଁ କି ସ୍ଵାମୀର ଆଦେଶ ପାଳନ କରେ ନାହିଁ ।

ସେହି ନାରୀ ମାନେ କେବେ ମଧ୍ୟ ସଂସ୍କାରୀ ଝିଅଙ୍କ ଭିତରେ ଗଣତି ହୋଇପାରନ୍ତି ନାହିଁ ।ଯେଉଁ ଝିଅମାନେ ଅନ୍ୟର ଇଚ୍ଛାକୁ ସମ୍ମାନ ଦେଇଥାନ୍ତି ଓ ସମସ୍ତଙ୍କର ଆଦର କରିଥାନ୍ତି ସେମାନେ ସବୁବେଳେ ସମସ୍ତଙ୍କର ପ୍ରିୟର ପାତ୍ର ହୋଇପାରିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *