Vastu Shastra- ପୁରା ଦୁନିଆ ଜାଣିଛି ତକିଆ ତଳେ ଏହି 1 ଜିନିଷ ରଖି ଶୋଇଲେ ଚମକିଥାଏ ଭାଗ୍ୟ ! ମା’ ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତି ରାତିରେ ଶୋଇବା ସମୟରେ ତକିଆର ଆବଶ୍ୟକତା ପଡିଥାଏ । ଯାହା ଦ୍ଵାରା ସେମାନେ ଆରାମରେ ଶାନ୍ତିର ନିଦ୍ରାରେ ଶୋଇପାରିବେ । ତେବେ ଆଜି ଆପଣ ଶୋଇବା ସମୟରେ ନିଜର ତକିଆ ତଳେ କେଉଁ ଜିନିଷ ରଖିବା ଦ୍ଵାରା ଆପଣଙ୍କର ଭାଗ୍ୟ ଚମକି ଉଠିବ । ଚାଲନ୍ତୁ ସେହି ସମ୍ପର୍କତି କିଛି ତଥ୍ୟ ଜାଣିନେବା ।

ବନ୍ଧୁଗଣ ସର୍ବଦା ଶୋଇବା ସମୟରେ ନିଜର ହାତ ଗୋଡ ଧୁଆଧୋଇ ହୋଇ ନିଜ ଶୋଇବା ସ୍ଥାନକୁ ଆସନ୍ତୁ । ତାପରେ ନିଜର ତକିଆ ବହୁତ ଗୁଡିଏ ଜିନିଷ ଅଛି । ଯାହାକୁ ରଖିବା ଦ୍ଵାରା ଶୁଭ ହୋଇଥାଏ । ସେଥିମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଜିନିଷ ମଧ୍ୟ ରଖିପାରିବେ । ଏହି ସବୁ ଜିନିଷ ଘରର ଆର୍ଥିକ ସ୍ଥିତିକୁ ମଜଭୁତ କରିଥାଏ । ପ୍ରଥମ ଜିନିଷଟି ହେଉଛି ମୟୂର ପଙ୍ଖ ।

ଆପଣ ମାନେ ଯଦି ତକିଆ ତଳେ ମୟୂର ପଙ୍ଖ ଦେଇକି ଶୁଅନ୍ତି । ତେବେ ଏହା ଆପଣଙ୍କ ପାଇଁ ବହୁତ ହିଁ ଶୁଭ ହୋଇଥାଏ । କାରଣ ପ୍ରଭୁ ଶ୍ରୀକୃଷ୍ଣଙ୍କର ମୟୂର ପଙ୍ଖ ଅତୀବ ପ୍ରିୟର ଜିନିଷ । ତେଣୁ ଶୋଇବା ସମୟରେ ଯଦି କୌଣସି ବ୍ୟକ୍ତି ମୟୂର ପଙ୍ଖ ଦେଇକି ଶୋଇଥାଏ । ତେବେ ଏହା ବ୍ୟକ୍ତି ପାଇଁ ଅନେକ ପ୍ରକାର ସଫଳତାର ମାର୍ଗ ଖୋଲିଦେଇଥାଏ ।

ତକିଆ ତଳେ ରଖିବା ପାଇଁ ଦିତୀୟ ଜିନିଷଟି ହେଉଛି ତୁଳସୀ ପତ୍ର । ଯେଉଁ ବ୍ୟକ୍ତି ରାତିରେ ଶୋଇବା ସମୟରେ ତୁଳସୀ ପତ୍ରକୁ ନିଜ ତକିଆ ତଳେ ରଖି ଶୋଇଥାଏ । ସେହି ବ୍ୟକ୍ତି ପାଇଁ ବହୁତ ହିଁ ମଙ୍ଗଳ ହୋଇବା ସହ ବ୍ୟକ୍ତି ନିରୋଗ ରହିଥାଏ । ଆପଣ ଏଥିପ୍ରତି ଧ୍ୟାନ ଦେବେ । ଯେ ରାତି ସମୟରେ ତୁଲସୀ ପତ୍ରକୁ ନତୋଳି ସକାଳୁ ହିଁ ତୁଳସୀ ପତ୍ରକୁ ତୋଳିଦେଇଥିବେ । ରାତି ସମୟରେ ତକିଆ ତଳେ ଦେଇ ଶୋଇବେ ।

ତକିଆ ତଳେ ରଖିବା ପାଇଁ ତୃତୀୟ ଜିନିଷଟି ହେଉଛି । ୧ ଟଙ୍କା ର ରୂପାର କଇନ୍ । ଯଦି ଆପଣ କୌଣସି କଥା ପାଇଁ ବହୁତ ଚିନ୍ତିତ ରହୁଛନ୍ତି । ତେବେ ନିଜ ତକିଆ ତଳେ ରୂପାର ଏକ କଇନ୍ ରଖିବା ଦ୍ଵାରା ବ୍ୟକ୍ତି ଅଯଥା ଚିନ୍ତାରୁ ମୁକ୍ତି ପାଇଥାଏ । ଏହା ସହିତ ବ୍ୟକ୍ତିର ଭାଗ୍ୟର ସାଥ୍ ତାକୁ ମିଳିଥାଏ । ଚତୁର୍ଥରେ  ତକିଆ ତଳେ କୌଣସି ପ୍ରକାର ଧାର୍ମିକ ବସ୍ତୁ ରଖି ଶୋଇବା ଦ୍ଵାରା ବ୍ୟକ୍ତି ପାଇଁ ଉନ୍ନତିର ରାସ୍ତା ଖୋଲିଯାଇଥାଏ ।

ପଞ୍ଚମରେ ଆପଣଙ୍କର ଯଦି ଚନ୍ଦ୍ରମା ସ୍ଥିତି ଭଲ ନଥାଏ । ତେବେ ଆପଣ ଚାନ୍ଦିର ଏକ କଇନ୍ନିଜ ତକିଆ ତଳେ ରଖିଲେ ବହୁତ ହିଁ ଶୁଭ ହେବ । ଆପଣ ଯେଉଁ ଠାକୁରଙ୍କୁ ବହୁତ ଭଲ ପାଉଥିବେ । ସେଥିମଧ୍ୟରୁ କୌଣସି ଠାକୁରଙ୍କର ଫୋଟ କିମ୍ବା ସେଥି ଜଡିତ କୌଣସି ବସ୍ତୁ ଆଣି ମଧ୍ୟ ନିଜ ତଳିଆ ତଳେ ରଖିପାରିବେ ।

ଯାହା ଦ୍ଵାରା ଆପଣଙ୍କର ଅଟକି ରହୁଥିବା କାର୍ଯ୍ୟ ବହୁତ ଶୀଘ୍ର ସଂପୂର୍ଣ୍ଣ ହେବ । ଏହା ସହିତ ଆପଣଙ୍କର ଜୀବନ ସୁଖ ଓ ଶୌହାର୍ଦ୍ଧ୍ୟମଯ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *