Jyotish Shastra- ବର୍ଷ 2023 ରେ ଶନିଦେବ ଏହି 3 ଟି ରାଶିରେ କରିବେ ଧମାଲ୍, ଦୂର ହେବ ସବୁ ସମସ୍ଯା ଓ ଦୁଃଖ କଷ୍ଟ

ବନ୍ଧୁଗଣ ନ୍ୟାୟର ଦେବତା ଶନିଦେବ କିଛି ରାଶିର ଲୋକଙ୍କ ଉପରେ ନିଜର କୃପା ଦୃଷ୍ଟି ପକାଇବା ପାଇଁ ଯାଉଛନ୍ତି । ଶନି ଦେବଙ୍କୁ କ୍ରୋଧୀ ବୋଲି ମାନାଯାଏ । କିନ୍ତୁ ସର୍ବଦା ତାଙ୍କ ପ୍ରଭାବ ଖରାପ ନ ଥାଏ । କିଛି ରାଶିରେ ଭଲ ଅବସ୍ଥାରେ ମଧ୍ୟ ଗୋଚର କରିଥାନ୍ତି ଶନି ଦେବ । ତେବେ ଆସନ୍ତୁ ଜାଣିବା କେଉଁ ୩ଟି ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ ଆଶୀର୍ବାଦ ରହିବାକୁ ଯାଉଛି । ନୂଆବର୍ଷ ଠାରୁ କିଛି ରାଶିଙ୍କ ଉପରେ ଶନିଦେବ କରିଲେ ଧମାଲ ।

ଯାହା ଫଳରେ ଏମାନଙ୍କର ଭାଗ୍ୟରେ ହେବାକୁ ଯାଉଛି ବଡ ପରିବର୍ତ୍ତନ ଓ ଉନ୍ନତି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ମିଥୁନ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଶନିଦେବ ଆପଣଙ୍କର ଭାଗ୍ୟ ସ୍ଥାନରେ ଗୋଚର କରିବେ ୩୦ ବର୍ଷ ପରେ ।

ଯାହା କାରଣରୁ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବ । ବହୁତ ଦିନରୁ ଯେଉଁ କାମ ଅଟକି ରହିଛି ବା ଭାଗ୍ୟ ସାଥ ଦେଉ ନ ଥିଲା ବା ଯେଉଁ କାର୍ଯ୍ୟ ଅସଫଳ ହେଉଥିଲା ତାହା ଏବେ ଦୂର ହେବାକୁ ଯାଉଛି । ୨୦୨୩ ବର୍ଷରେ ଏହି ରାଶିର ଲୋକେ ରାଜ କରିବାକୁ ଯାଉଛନ୍ତି । ଆପଣଙ୍କର ଭାଗ୍ୟ ସାଥ ଦେବାକୁ ଯାଉଛି ।

ଆପଣ ମାନେ ବଡ ଧନ ଲାଭର ଯୋଗ ରହିଛି । ବ୍ୟାପାର ବାଣିଜ୍ୟରେ ବହୁତ ବଡ ଲାଭ ମିଳିବାକୁ ଯାଉଛି । ଆପଣ ଅନେକ ଦିନରୁ ଅପେକ୍ଷା କରିଥିବା କାମ ସଫଳ ହେବ । ୧୭ ଜାନୁଆରୀ ପର ଠାରୁ ଭାଗ୍ୟ ସଂପୂର୍ଣ୍ଣ ସାଥ ଦେବାକୁ ଯାଉଛି ।

ସିଂହ ରାଶି : ଏହି ରାଶିରେ ୨୦୨୩ ରେ ହେବାକୁ ଯାଉଛି ରାଜଯୋଗ । ଶନିଦେବ ସପ୍ତମ ଘରେ କୁମ୍ଭ ରାଶିକୁ ଟ୍ରାଞ୍ଜେଡ କରିବେ । ଆପଣଙ୍କର ଦୈନିକ ଇନକମ, ବ୍ୟାପାର କରୁଥିଲେ ସମୟ ଶୁଭ ରହିବ । ବିବାହ ହେବାର ସମ୍ଭାବନା ଅଧିକ ରହିଛି । ବିବାହ ପରେ ଆପଣଙ୍କର ଭାଗ୍ୟ ର ସହଯୋଗ ମିଳିବ ।

ଏହି ରାଜଯୋଗ ହେବ କାରଣରୁ ଆପଣଙ୍କ ପାଇଁ ଖୁବ ଭଲ ସମୟ ରହିବାର ଅଛି । ଶୁଭ ସମୟ ଆରମ୍ଭ ହୋଇଯିବ । ଆପଣଙ୍କର କିଛି ଯୋଜନା ହେବାର ଅଛି । ମା ଲକ୍ଷ୍ମୀ ଙ୍କ ଅଶେଷ କୃପା ରହିବ । ଚାକିରି କ୍ଷେତ୍ରରେ ପ୍ରମୋଶନ ହେବାର ଅଛି । ସମାଜରେ ମାନ ସମାନ ବଢିବ । କିଛି ଖୁସି ଖବର ନିଶ୍ଚିନ୍ତ ଭାବେ ପାଇବେ ଏହି ୨୦୨୩ ବର୍ଷରେ ।

କୁମ୍ଭ ରାଶି : ଆପଣଙ୍କ ରାଶିରେ ରାଜଯୋଗ ବନାଇବେ ଶନିଦେବ । ଶନି ଆପଣଙ୍କର ପ୍ରଥମ ଘରେ ବସିବେ ୩୦ ବର୍ଷ ପରେ । ଯାହା ଫଳରେ ଆପଣଙ୍କର ରାଜନୀତି କ୍ଷେତ୍ରରେ, ଲୁହା ସହ ଯଦି କାମ କରୁଛନ୍ତି ବା ବ୍ୟାପାର ବାଣିଜ୍ୟ କରୁଛନ୍ତି ତେବେ ଏହି ବର୍ଷ ରେ ଲାଭବାନ ହେବେ ।

୩୦ ବର୍ଷ ପରେ ଏପରି ଏକ ରାଜଯୋଗ ବନୁଛି । ଶନିଦେବ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ନେଇକି ଆସୁଛନ୍ତି । ଆପଣଙ୍କର କ୍ଯାରିୟରରେ ଲେବଲ ବଦଳିଯିବ । ଚାକିରି ମିଳିପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *