Health Tips- ଏହା ମାତ୍ର ୨ ଥର ପିଅନ୍ତୁ, ହାତ ଗୋଡ, ଅଣ୍ଟା ବିନ୍ଧା, ରକ୍ତ ଅଭାବ, ମୋଟାପଣ ଓ ଚର୍ବି ୯୦ ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବନି

ବନ୍ଧୁଗଣ ଯଦି ଆପଣଙ୍କର ଅଣ୍ଟା ରେ କଷ୍ଟ ହେଉଛି ବା ଆଁଠୁ ଗଣ୍ଠି ରେ କଷ୍ଟ ହେଉଛି ବା ଏହି ପ୍ରକାରର କୌଣସି କଷ୍ଟ ରହୁଥାଏ କିମ୍ବା ମୁଣ୍ଡ ବିନ୍ଧା ଯଦି ହେଉଛି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ସେବନ କରିବା ଦ୍ଵାରା ବହୁତ ଆରାମ ମିଳିବ । ଅନେକ ଥର ଆମ ଆଁଠୁ ଗଣ୍ଠିରେ କଷ୍ଟ ଅନୁଭୂତ ହୋଇଥାଏ । ଶୀର ରେ କଷ୍ଟ ହେବା ସହ ବିନା କାରଣରେ ଆମ ମୁଣ୍ଡ ବିନ୍ଧିଥାଏ ।

ଏମିତି ହେବା ଦ୍ଵାରା ଆମେ ବୁଝିପାରିବା ନ ଥାଉ ଆମକୁ ହେଲା କଣ । ତେବେ ଏହା କ୍ୟାଲସିୟମ ଭାବରୁ ହୋଇଥାଏ । ଏବେ ଆସନ୍ତୁ ଜାଣିବା ସେହି ରେମେଡି ବିଷୟରେ ବିସ୍ତାର ଭାବେ । ଏହି ରେମେଡି ତିଆରି କରିବା ଆପଣଙ୍କୁ ଆବଶ୍ୟକ ରହିଛି ସୁଣ୍ଠି ପାଉଡର ।

ଏହା ଆପଣଙ୍କୁ କୌଣସି ଦୋକାନରୁ ସହଜରେ ମିଳିଯିବ । ସୁଣ୍ଠି ପାଉଡର ର ପ୍ରୟୋଗ କରିବା  ଦ୍ଵାରା ଅନେକ ପ୍ରକାରର ଇନଫେକ୍ସନ ଦୂର ହୋଇଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ପାନମଧୁରୀ ଯାହା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । ପାନମଧୁରୀ ଖାଇବା ଦ୍ଵାରା ପାଚନ କ୍ରିୟା ଠିକ ହେବା ସହ ଗ୍ଯାସ ସମସ୍ଯା ଦୂର ହୋଇଥାଏ । ତୃତୀୟରେ ରହିଛି ମିଶ୍ରି ।

ଆପଣ ଧଳା ମିଶ୍ରିର ପ୍ରୟୋଗ କରିପାରିବେ । ଏହା ଆମ ଶରୀରକୁ ଥଣ୍ଡା କରାଇଥାଏ । ମିଶ୍ରି ସେବନ ଦ୍ଵାରା ହିମୋଗ୍ଲୋବିନ ବଢିଥାଏ । ଏବେ ଏକ ପାତ୍ରରେ ଏକ ଗ୍ଳାସ କ୍ଷୀର ନେଇ ଏହାକୁ ଗରମ କରନ୍ତୁ । ଏହା ପରେ ଏକ ଚାମଚ ପାନମଧୁରୀ ମିଶାନ୍ତୁ । ଏହା ପରେ ଅଧ ଚାମଚ ସୁଣ୍ଠି ପାଉଡର ମିଶାନ୍ତୁ ।

ଏବେ ଆପଣ ଏହାକୁ ମିଠା କରିବା ପାଇଁ ଅଳ୍ପ ମିଶ୍ରି ପକାନ୍ତୁ । ପିଲାଙ୍କ ପାଇଁ ଯଦି ବନାଉଛନ୍ତି ତେବେ ଅଧିକ ମିଠା କରନ୍ତୁ । ଏହା ଦ୍ଵାରା ସେମାନଙ୍କର ସ୍ମରଣ ଶକ୍ତି ତେଜ ହେବ । ବହୁ ପୁରାତନ କାଳରୁ ଏହି ରେମେଡି ର ପ୍ରୟୋଗ ହୋଇ ଆସୁଛି । ଆପଣ ଏହାକୁ କୌଣସି ବି ସମୟରେ ସେବନ କରି ପାରିବେ ।

ଏହାର କିଛି ନିୟମ ନାହି କୌଣସି ସମୟରେ କରିବା ପାଇଁ । ଏଥିରେ ମିଶ୍ରି ଓ ପାନମଧୁରୀ ର ପ୍ରୟୋଗ କରାଯାଇଛି ଯାହା ଆମ ଆଖିର ଆଲୋକ ପାଇଁ ଭଲ ହୋଇଥାଏ । ଏହାକୁ ଆପଣ 5ରୁ 7 ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଆପଣ ଏହାକୁ ସପ୍ତାହକୁ 4 ଥର ସେବନ କରନ୍ତୁ ।

ଶରୀରରେ ଥିବା ଆଁଠୁ ଗଣ୍ଠି, ହାତ, ଗୋଡ ବିନ୍ଧା ସମସ୍ୟାରୁ ମୁକ୍ତି କରାଇବ । ଭଲ ଭାବେ ଫୁଟିବା ପରେ ଏହାକୁ ଛାଣି ଦିଅନ୍ତୁ ଓ ବଳି ପଡିଥିବା ସାମଗ୍ରୀ ଚୋବାଇ ଖାଇ ଦିଅନ୍ତୁ । ପିଲାଙ୍କୁ ଦେବା ବେଳେ ଏହାକୁ ଛାଣି କି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *