Beauty Tips- ହଳଦୀର ଏହି ଫେସପ୍ୟାକ 5 ମିନିଟରେ ଚେହେରାକୁ କରିଦେବ ଗୋରା ଓ ସୁନ୍ଦର ! ଯିଏ ବି ଦେଖିବ ଅନେଇକି ରହିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜ ଚେହେରାକୁ ଦାଗ ମୁକ୍ତ, ସୁନ୍ଦର ଓ ଚମକଦାର କରିବାକୁ ସବୁ ଲୋକ ଚାହିଁଥାନ୍ତି । ତେବେ ସେଥିପାଇଁ ଲୋକମାନେ ମାର୍କେଟରୁ ବହୁତ ଦାମୀ ଦାମୀ ଜିନିଷ ଆଣି ନିଜ ଚେହେରାରେ ପ୍ରୟୋଗ କରିଥାନ୍ତି । ଯେଉଁଥିରୁ କି ସେମାନେ ବିଶେଷ କିଛି ଲାଭ ପାଇପାରିନଥାନ୍ତି । ସେଥିରେ ମଧ୍ୟ କେତେକ ଠାରେ କେମିକାଲ୍ ମିଶା ଯାଇ ପ୍ରସ୍ତୁତ କରାଯାଇଥାଏ ।

ଯାହା କି ସ୍କିନ ପାଇଁ ଜମାରୁ ଭଲ ହୋଇନଥାଏ । ଆଜି ଆପଣ ପ୍ରାକୃତିକ ଏକ ଘରୋଇ ଉପଚାର ବିଷୟରେ ଜାଣିବାକୁ ପାଇବେ । ଯାହାକୁ ଆପଣ ଘରୋଇ କେତୋଟି ସାମଗ୍ରୀର ମିଶ୍ରଣରେ ପ୍ରସ୍ତୁତ କରି ନିଜ ଚେହେରାକୁ ସୁନ୍ଦର କରିପାରିବେ । ଏଥିପାଇଁ ଆପଣଙ୍କୁ ଦରକାର ପଡିବ । ହଳଦୀ, ବେସନ, ଅରୁଆ ଚାଉଳ ଓ ମହୁ । ହଳଦୀ ଚେହେରାରୁ କଳାପଣ ଦୂର କରି ମୁହଁକୁ ସଫା କରିଥାଏ ।

ଏଥିପାଇଁ ଆପଣ ଚେଷ୍ଟା କରିବେ ଯେପରି ଭଲ ହଳଦୀ  ମିଶ୍ରଣ କରିବେ । କାରଣ ମାର୍କେଟରେ କିଛି ହଳଦୀରେ କେମିକାଳର ମିଶ୍ରଣ କରି ପ୍ରସ୍ତୁତ କରୁଛନ୍ତି । ତେଣୁ ଖଣ୍ଡ ହଳଦୀକୁ ବାଟି ମଧ୍ୟ ହଳଦୀ କରିପାରିବେ । ଆପଣ ଏକ ପାତ୍ରରେ 1 ଚାମଚ ହଳଦୀ ପାଉଡର, 1 ଚାମଚ ବେସନ, 1 ଚାମଚ ଚାଉଳ ଗୁଣ୍ଡ ଓ ଅଧ ଚାମଚ ମହୁ ରଖନ୍ତୁ ।

ତାପରେ ସେଥିରେ 2 ରୁ 3 ଚାମଚ କ୍ଷୀର କ୍ଷୀର ମିଶାନ୍ତୁ । ଆପଣ ଚାହିଁଲେ କ୍ଷୀର ପରିବର୍ତ୍ତେ ଦହି ମଧ୍ୟ ମିଶାଇ ପାରିବେ । ଏହି ସମସ୍ତ ସାମଗ୍ରୀକୁ ଆପଣ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାପରେ ଆପଣଙ୍କର ଫେସ ପାଇଁ ଚମତ୍କାରୀ ରେମିଡି ପ୍ରସ୍ତୁତ ହୋଇଯିବ । ତାପରେ ଆପଣ ଯେତେବେଳେ ଏହି ଫେସପ୍ୟାକକୁ ନିଯ ଚେହେରାରେ ପ୍ରୟୋଗ କରିବେ ।

ପ୍ରଥମେ ନିଜ ଫେସକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । ତାପରେ ଆପଣ ପ୍ରସ୍ତୁତ କରିଥିବା ଫେସପ୍ୟାକକୁ ନିଜ ମୁହଁରେ ଭଲ ଭାବରେ ସବୁ ଆଡେ ମିଯାଇ ଲଗାଇ ଦିଅନ୍ତୁ । ତାପରେ ତାହାକୁ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ସେହି ପରି ମୁହଁରେ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଯେତେ ସମୟ ଏହା ମୁହଁରେ ସେତେ ଭଲ ଭାବରେ ଏହା ମୁହଁରେ ଅବଜର୍ଭ ହୋଇପାରିବ ।

ତାପରେ ଆପଣ ନିଜ ମୁହଁକୁ ସାଧାରଣ ପାଣି ସହାୟତାରେ ଧୋଇ ଦିଅନ୍ତୁ । ଦେଖିବେ ପ୍ରଥମ ଥର ଏହାକୁ ନିଜ ଚେହେରାରେ ପ୍ରୟୋଗ କରିବା ପରେ ମୁହଁରେ ଏକ ପରିବର୍ତ୍ତନ ଲକ୍ଷ କରିବାକୁ ପାଇବେ । ଏହାକୁ ଆପଣ କିଛି ଦିନ ନିଜ ଚେହେରାରେ ଲଗାଇବା ଦ୍ଵାରା ମୁହଁର ଦାଗ ବ୍ରଣ ଦୂର ହୋଇବ । ଏହା ସହିତ ମୁହଁ ଆଗ ଅପେକ୍ଷା ଗୋରା ଓ ଗ୍ଲୋଇଙ୍ଗ ହୋଇଯିବ । ଏହାକୁ ଆପଣ ସଂପୂର୍ଣ୍ଣ ବଡିରେ ମଧ୍ୟ ବ୍ୟବହାର କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *