Jyotish Shastra- ନୂଆ ବର୍ଷ ୨୦୨୩ ଆରମ୍ଭରୁ ଏହି 5 ଟି ରାଶିରେ ଲାଗିବ ଲଟେରୀ, ଶନିଦେବ କରିବେ ମଲାମାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ଷ 2023 ସବୁ ଲୋକଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ନେଇକରି ଆସିବା ପାଇଁ ଯାଉଛି । ସମସ୍ତଙ୍କ ଜୀବନରେ ବହୁତ କିଛି ନୂତନ ଆଶା ନୂତନ ସମ୍ଭାବନା ଆସିବା ପାଇଁ ଯାଉଛି । ତେବେ ୫ ଗୋଟି ରାଶିଙ୍କ ପାଇଁ ୨୦୨୩ ବର୍ଷଟି ବର୍ଷଟି ଉତ୍ତମ ରହିବା ପାଇଁ ଯାଉଛି । ଚାଲନ୍ତୁ ୫ ଗୋଟି ରାଶିର ଭାଗ୍ୟଫଳ ବିଷୟରେ ଆଲୋଚନା କରିବା ।

ମେଷ ରାଶି ;- ଏହି ରାଶିର ଲୋକ ମାନଙ୍କ ଜୀବନରେ ଆର୍ଥିକ ଦୃଷ୍ଟି କୋଣରୁ ବହୁତ ଭଲ ରହିବା ପାଇଁ ଯାଉଅଛି । ଯେଉଁ କାରଣରୁ ଏମାନଙ୍କର ଅର୍ଥ ଜନିତ ସମସ୍ଯା ଦୂର ହେବା ପାଇଁ ଯାଉଛି । ପ୍ରଭୁ ଶନିଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ଅଦ୍ଭୁତ ପରିବର୍ତ୍ତନ ହେବା କାରଣରୁ ମନ ମୁତାବକ ଲାଭ ମିଳିବା ପାଇଁ ଯାଉଛି । ଏହି ରାଶିର ପ୍ରେମୀ ଯୁଗଳଙ୍କ ପାଇଁ ବର୍ଷଟି ଭଲ ରହିବା ପାଇଁ ଯାଉଛି ।  ଏହି ବର୍ଷ ନୂତନ ମିତ୍ର ବନାଇବାର ଯୋଗ ରହିଛି ।

ସିଂହ ରାଶି ;- ଏହି ରାଶିର ଲୋକ ମାନଙ୍କ ଜୀବନରେ ପ୍ରଭୁ ଶନିମହାରାଜାଙ୍କ କୃପାରୁ ରାଜଯୋଗ ବନିବା ପାଇଁ ଯାଉଛି । ଯେଉଁ କାରଣରୁ ଅଟକି ରହିଥିବା ଅନେକ ଗୁଡିଏ କାର୍ଯ୍ୟ ପୂରଣ ହେବା ପାଇଁ ଅଜୁଛି । ଦାମ୍ପତ୍ୟ ଜୀବନରେ ସାମାନ୍ୟ ସନ୍ଦେହ କାରଣରୁ ମନ ମନ୍ତାନ୍ତର ହୋଇପାରିବ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାବଣା ହେଲେ ସବୁ କିଛି ଠିକ ହୋଇପାରିବ । ଘରେ କୌଣସି ପ୍ରକାର ଉତ୍ସବ ଅନୁଷ୍ଟିତ ହେବାର ଯୋଗ ରହୁଛି ।

ତୁଳା ରାଶି ;- ଏହି ରାଶିର ବିଦ୍ୟାର୍ଥୀଙ୍କ ପାଇଁ ବହୁତ ଭଲ ରହିବ । ସନ୍ତାନ ମାନଙ୍କ ତରଫରୁ ଭଲ ଖବର ଶୁଣିବାକୁ ମିଳିବ । ସବୁଠାରୁ ବଡ ଫାଇନାନସିଆଲ କ୍ଷେତ୍ରରେ ସଫଳତା ଏହି ରାଶିଙ୍କୁ ମିଳିବ । ପ୍ରେମ କ୍ଷେତ୍ରରେ ଯେଉଁ ସବୁ ସମସ୍ଯା ଉପୁଜୁଥିଲା । ତାହାର ସମାଧାନ ହୋଇ ପ୍ରେମରେ ମଧୁରତା ଆସିବ । ଏମାନେ ଯେଉଁ ସବୁ କାର୍ଯ୍ୟ ଆରମ୍ଭ କରିବେ ସେମାନେ ସେଥିରେ ଲାଭାନ୍ଵିତ ହେବେ ।

ମକର ରାଶି ;- ଏହି ରାଶିର ଲୋକ ମାନଙ୍କ ଉପରେ ପ୍ରଭୁ ଶନିଦେବଙ୍କ କୃପାରୁ ବର୍ଷ ୨୦୨୩ ଭଲ ରହିବା ପାଇଁ ଯାଉଛି । ଆର୍ଥିକ କ୍ଷେତ୍ରରେ ଯେଉଁ ସବୁ ସମସ୍ଯାର ମକର ରାଶିର ବ୍ୟକ୍ତି ସାମ୍ନା କରୁଥିଲେ । ତାହା ନିଶ୍ଚୟ ଭାବରେ ଦୂରୀଭୂତ ହେବା ପାଇଁ ଯାଉଛି । ବ୍ୟବସାୟୀଙ୍କୁ ଟକ କାର୍ଯ୍ୟରେ ଆଗ ଅପେକ୍ଷା ଅଧିକ ଲାଭଫଳ ପ୍ରାପ୍ତ ହୋଇବ । ବିବାହ ପାଇଁ ମଧ୍ୟ ଘରେ ପ୍ରସ୍ତାବ ପଡିପାରେ ।

ଚାକିରି କରୁଥିବା ଲୋକଙ୍କ କାର୍ଯ୍ୟ କ୍ଷେତ୍ରରେ ଭଲ ପଦର୍ଶନ ରହିବ । ୨୦୨୩ରେ ପରିବାର ସହିତ କୌଣସି ଜାଗାକୁ ବୁଲିବାକୁ ମଧ୍ୟ ଯାଇପାରନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *