ଭୟଙ୍କର ଅଟେ B12 ଅଭାବ ! ଶାକାହାରୀ ହୋଇଥିଲେ ଏହାକୁ ଖାଆନ୍ତୁ କେବେ ବି ହେବ ନାହିଁ ଭିଟାମିନ B12 ର ଅଭାବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ଯଦି ସବୁ ଭିଟାମିନ ଠିକ ଭାବରେ ସନ୍ତୁଳିତ ହୋଇ ରହିନଥାଏ । ତେବେ ଯେଉଁ ଭିଟାମିନର ଶରୀରକୁ ଅଭାବ ରହିଥାଏ । ସେହି ଭିଟାମିନ ଅଭାବ ଜନିତ ଶରୀରରେ ବିଭିନ୍ନ ପ୍ରକାର ସମସ୍ଯା ଆସିବାକୁ ଲାଗିଯାଇଥାଏ । ତେଣୁ ଏହାକୁ ହେଳା ନକରି ଶରୀରରେ ହେଉଥିବା ଭିଟାମିନର ଅଭାବକୁ ଜାଣି ତାହାକୁ ଠିକ ଭାବରେ ପୂରଣ କରିବା ସହିତ ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ।

ଆଜି ଆପଣ ଶରୀର ପାଇଁ ଭିଟାମିନ B12 ର ମହତ୍ଵ ବିଷୟରେ ଜାଣିବାକୁ ପାଇବେ । ଶରୀରରେ DNA ଉତ୍ପାଦନ ପାଇଁ ଭିଟାମିନ B12 ର ଆବଶ୍ୟକତା ଦରକାର ପଡିଥାଏ । ଦିତୀୟରେ ଶରୀରରେ ଏନର୍ଜି ତଥା ଶରୀରରେ ଶକ୍ତିକୁ ବଜାୟ ରଖିବା ପାଇଁ ଭିଟାମିନ B12 ର ଅବଦାନ ରହିଥାଏ।  ଶରୀରରେ ଥିବା ସମସ୍ତ ଶିରା, ପ୍ରଶିରା ଓ ଧମନୀର ଠିକ ଭାବରେ କାର୍ଯ୍ୟକାରୀ କରିଥାଏ ।

ଯାହା ଫଳରେ ଶରୀରରେ ଠିକ ସମୟରେ ବ୍ଲଡ଼ ଓ ଅକ୍ଷିଜେନ ଯୋଗାଣ କରିବାରେ ସାହାଜ୍ଯ କରିଥାଏ । ଯେଉଁ ବ୍ୟକ୍ତିର ଶରୀରରେ ଭିଟାମିନ B12 ର ଅଭାବ ରହିଥାଏ । ସେହି ବ୍ୟକ୍ତି ମାନଙ୍କ ଠାରେ ଶରୀରରେ ବହୁତ ସାରା ଥକାପଣ ଓ ଦୁର୍ବଳତା ଅନୁଭବ ହୋଇଥାଏ । ଏହା ସହିତ କୌଣସି କାମ କରିବାକୁ ମନ ଲାଗିନଥାଏ । ମନ ବହୁତ ଅସ୍ଥିର ରହିଥାଏ ।

ଦିତୀୟରେ ଜିଭ ଓ ପାଟିରେ ବାରମ୍ବାର କିଛି ଫଳିଯାଇଥାଏ । ତୃତୀୟରେ ଭିଟାମିନ B12 ଶରୀରରେ ରକ୍ତ ତିଆରି କାର୍ଯ୍ୟରେ ସାହାଜ୍ଯ କରିଥାଏ । ତେଣୁ ବ୍ୟକ୍ତିର ଶରୀରରେ ଭିଟାମିନ B12 ର ଅଭାବ ହେଲେ । ଶରୀରରେ ରକ୍ତର ଅଭାବ ମଧ୍ୟ ଦେଖା ଯାଇଥାଏ । ଯଦି ଏହି ଅଭାବକୁ ଯଥା ସମୟରେ ପୂରଣ କରାଯାଇନଥାଏ ।

ତେବେ ଆଗକୁ ଯାଇ ଏନିମିଆ ସମସ୍ଯାର ସାମ୍ନା କରିବାକୁ ମଧ୍ୟ ପଡିଥାଏ । ଚତୁର୍ଥରେ ହାତ ଗୋଡରେ ଝିମ୍ ଝିମ୍ ହେଲା ଭଳି ଲାଗିଥାଏ । ଶରୀରରେ ଭିଟାମିନ B12 ର ଅଭାବ ପୂରଣ କରିବା ପାଇଁ ଭିଟାମିନ B12 ଥିବା ଉପାଦାନ ସାମଗ୍ରୀ ଖାଇବା ଉଚିତ । ଆମିଷ ଖାଉନଥିବା ଲୋକଙ୍କ ପାଇଁ କ୍ଷୀର ତଥା କ୍ଷୀର ଜାତୀୟ ସାମଗ୍ରୀ ହିଁ ସର୍ବଶ୍ରେଷ୍ଟ ମାଧ୍ୟମ ।

ଯାହାକୁ ସେବନ ଦ୍ଵାରା ଭିଟାମିନ B12 ର ଅଭାବ ପୂରଣ ହୋଇଥାଏ । ଏହା ଛଡା ଅଣ୍ଡା, ଗାଜର, ବିଟରୁଟ, ଚଣା, ପାଳଙ୍ଗ ପାଳଙ୍ଗ ଆଦିରୁ ଭିଟାମିନ B12 ମିଳିଥାଏ । ଏହା ସହିତ ଅଙ୍କୁରିତ ଡାଲି ସବୁ ମଧ୍ୟ ଖାଇବା ଉଚିତ । ତେଣୁ ନିହାତି ଭାବରେ ଏହି ଖାଦ୍ୟକୁ ନିଜ ଖାଦ୍ୟ ରୁଟିନରେ ମଧ୍ୟ ସାମିଲ କରିବା ଆବଶ୍ୟକ ହୋଇଥାଏ ।

ପାଳଙ୍ଗ ଶାଗ ଖାଇବା ସମୟରେ ପାଳଙ୍ଗକୁ ପ୍ରଥମେ ଧୋଇ ତାପରେ ଶାଗକୁ କାଟି ଏହାକୁ ପ୍ରସ୍ତୁତ କରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *