ପୁଅ ହୁଅନ୍ତୁ କି ଝିଅ ! ଆପଣଙ୍କ ହାତର ପାପୁଲିରେ ଅଛି କି M ଚିହ୍ନ ? ଜାଣନ୍ତୁ ଭୟଙ୍କର ଅର୍ଥ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହାତରେ ପାପୁଲି ରେଖା ବ୍ୟକ୍ତିର ଜୀବନ ସମ୍ପର୍କିତ ଅନେକ କିଛି ସୂଚନା ଦେଇଥାଏ । ଯେପରି କେତେକଙ୍କ ହାତରେ ପାପୁଲିରେ M ପରି ସଂକେତ ରହିଥାଏ । ଜୀବନ ରେଖା, ଭାଗ୍ୟ ରେଖା, ହୃଦୟ ରେଖା ଓ ମସ୍ତିଷ୍କ ରେଖା ଏହି ସବୁ ରେଖା ମିଶି କରି ଯଦି M ଅକ୍ଷର ପରି ଦେଖା ଯାଇଥାନ୍ତି । ତେବେ ଏହି ହାତ ପାପୁଲିରେ ଥିବା M ଚିହ୍ନ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ କଣ ସୂଚନା ଦେଇଥାଏ ।

ଯେଉଁ ବ୍ୟକ୍ତିଙ୍କର ହାତରେ ଏହି M  ଚିହ୍ନ ରହିଥାଏ । ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ଯାହା ସହିତ ବିଜିନେସ ପାର୍ଟନର ହୋଇଥାନ୍ତି । ସେମାନଙ୍କ ସହିତ ଭଲ ପାର୍ଟନରସିପ କରିଥାନ୍ତି । ଯାହା ହାତରେ ଏହି M ଚିହ୍ନ ରହିଥାଏ । ସେମାନଙ୍କୁ ସହଜରେ କେହି ବୋକା ସାବ୍ୟସ୍ତ କରିପାରିବେ ନାହିଁ । ଏହି M ଚିହ୍ନ ଥିବା ଲୋକ ବହୁତ ଶୀଘ୍ର ଅନ୍ୟର ମନ କଥା ବୁଝିବାରେ ସକ୍ଷମ ହୋଇପାରିଥାନ୍ତି ।

ପୁଅ ହେଉ କିମ୍ବା ଝିଅ ଯାହା ହାତରେ ଏହି M ଚିହ୍ନ ରହିଥାଏ । ସେମାନେ ଯାହାର ଲାଇଫ ପାର୍ଟନର ହୋଇଥାନ୍ତି । ବହୁତ ଭଲ ଜୀବନସାଥିଟିଏ ପରି ସାଥି ଲିଭାଇଥାନ୍ତି । ଏହି ଲୋକମାନେ ସବୁ ପରିସ୍ଥିତି ପାଇଁ ନିଜକୁ ସାହସର ସହ ସାମ୍ନା କରିଥାନ୍ତି । ଏମାନେ ବହୁତ ସାହସୀ ହୋଇବା ସହିତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ଏହି M ଚିହ୍ନ ଥିବା ହାତ ପାପୁଲି ବ୍ୟକ୍ତି ଯାହା ଘରେ ଜନ୍ମ ହୋଇଥିବେ ।

ସେହି ଘର ପାଇଁ ସେମାନେ ବହୁତ ଲକି ହୋଇଥାନ୍ତି । କଥାରେ ଅଛି ଏହି ଲୋକ ମାନେ ଠାକୁରଙ୍କର ବହୁତ ହିଁ ପ୍ରିୟ ହୋଇଥାନ୍ତି । ଏମାନଙ୍କର ଡାକ ପ୍ରଭୁ ବହୁତ ଶୀଘ୍ର ହିଁ ଶୁଣିଥାନ୍ତି ବୋଲି ମାନ୍ୟତା ଅଛି । ଏହି ଲୋକ ମାନେ ଯାହା ପାଇଁ ହୃଦୟରୁ ପ୍ରାଥନା କରିଥାନ୍ତି । ସେମାନଙ୍କ ଗୁହାରୀ ଠାକୁର ବହୁତ ଶୀଘ୍ର ଶୁଣିଥାନ୍ତି । ଏମାନେ ଯାହା ସହିତ ବନ୍ଧୁତା କରିଥାନ୍ତି ।

ସେହି ବନ୍ଧୁତ୍ଵକୁ ଭଲ ଭାବରେ ନିଭାଇଥାନ୍ତି । ସମସ୍ତଙ୍କ ସହିତ ମିଳିମିଶି ହସଖୁସି ସହକାରେ ଅନ୍ୟ ସହିତ ଚଳିବାକୁ ଭଲ ପାଇଥାନ୍ତି । ଏହି M ଚିହ୍ନ ଯାହାର ବି ଲଭର ବା ଲାଇଫ ପାର୍ଟନର ହୋଇଥାନ୍ତି । ସେମାନେ ତାଙ୍କର ପାର୍ଟନରଙ୍କ ଭାଗ୍ୟକୁ ମଧ୍ୟ ନିଜ ଭାଗ୍ୟ ବଳ ଅନୁସାରେ ଚମକାଇ ଦେଇଥାନ୍ତି।

ଯେଉଁ ବ୍ୟକ୍ତିଙ୍କର ୨ ହାତରେ M  ଚିହ୍ନ ରହିଥାଏ । ସେହି ବ୍ୟକ୍ତିଙ୍କର ଭାଗ୍ୟ ବହୁତ ହିଁ ଟାଣ ରହିଥାଏ । ଏମାନଙ୍କୁ ନିଜର ଭାଗ୍ୟର ସାଥ୍ ପ୍ରାୟତଃ ସମୟରେ ହିଁ ମିଳିଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *