Jyotish Shastra- ଆସୁଛି ନୂଆବର୍ଷ 2023 ! ଏହି 4 ଟି ରାଶିରେ ବନୁଛି ରାଜଯୋଗ, ହେବ ଖୁସିର ବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନୂଆବର୍ଷକୁ ସବୁ ଲୋକ ଆଗ୍ରହ ଓ ଉଲ୍ଲାସର ସହ ଚାତକ ଭଳି ଚାହିଁ ବସିଥାନ୍ତି । କାରଣ ପୁରୁଣା ବର୍ଷରେ ଯାହା ସବୁ ଭଲ ଓ ମନ୍ଦ ହୋଇଥାଏ । ତାହାକୁ ସବୁ ଭୁଲି ନୂଆ ବର୍ଷରେ ଏକ ନୂଆ ଜୀବନକୁ ଆରମ୍ଭ କରିବାକୁ ସମସ୍ତଙ୍କର କାମନା ରହିଥାଏ । ତେଣୁ ଆସନ୍ତା ୨୦୨୩ ନୂଆ ବର୍ଷ ଏହି ୪  ଗୋଟି ରାଶିଙ୍କ ପାଇଁ ଅନେକ ସୁଖ ସମୃଦ୍ଧି ନେଇ କରି ଆସୁଛି ।

ମେଷ ରାଶି ;- ଏହି ରାଶିର ଲୋକଙ୍କର ଜୀବନରେ ଏହି ନୂଆ ବର୍ଷଟି ଅତ୍ୟନ୍ତ ଶୁଭ ବର୍ଷ ସାବ୍ୟସ୍ତ ହେବ । ଆପଣ କରିଥିବା ପରିଶ୍ରମର ମୂଲ୍ୟ ଆପଣଙ୍କୁ ନୂଆ ବର୍ଷର ଆରମ୍ଭରେ ହିଁ ଦେଖିବାକୁ ମିଳିବ । କାର୍ଯ୍ୟ ଖେତ୍ରରେ ପରିବେଶ ଉତ୍ତମ ରହିବ । ବ୍ୟବସାୟରେ ଲାଭାନ୍ଵିତ ହେବ । ବହୁତ ଦିନ ଧରି ରଖିଥିବା ଇଛାକୁ ନୂଆ ବର୍ଷରେ ପୂରଣ କରିବାର ସୁଯୋଗ ପାଇପାରିବେ ।

ବୃଷ ରାଶି ;-  ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତି ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ସକ୍ରିୟ ରହିବେ । ନିଜ ଜୀବନସାଥିଙ୍କ ସହିତ ସମ୍ପର୍କ ବହୁତ ହିଁ ଭଲ ରହିବ । ଜୀବନରେ ଲାଗି ରହୁଥିବା ସମସ୍ଯାମାନ ସବୁ ଏହି ନୂଆ ବର୍ଷ ଦୂର କରିବ । ନୂଆ ବର୍ଷ ଠାରୁ କୌଣସି କାର୍ଯ୍ୟକୁ ପାର୍ଟନରସିପରେ କରିବା ଆପଣଙ୍କ ପାଇଁ ଲାଭ ସାବ୍ୟସ୍ତ ହେବ ।

ତୁଳା ରାଶି ;- ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ନୂତନ କାର୍ଯ୍ୟର ଭଲ ଭଲ ଅବସର ପ୍ରାପ୍ତ ହୋଇବ । ବିବାଦରେ ପୀଡିତ ଥିବା ବ୍ୟକ୍ତି ବିବାଦମୁକ୍ତ ହେବେ । ଏହି ରାଶି ମହିଳା ମାନେ ନିଜ ସ୍ଵାସ୍ଥ ପ୍ରତି ଅଧିକ ସଚେତନ ରହିବା ଉଚିତ । ଖର୍ଚ ବୃଦ୍ଧି ପାଇବ । ତେଣୁ ନିଜର ଆୟ ଓ ବେୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିବ । ଏହି ନୂଆ ବର୍ଷ ବହୁତ କିଛି ନୂଆ ନେଇକି ଆପଣଙ୍କ ଜୀବନକୁ ଆସିବ ।

ସିଂହ ରାଶି ;-  ସିଂହ ରାଶିର ବ୍ୟକ୍ତି ମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜର ବୁଦ୍ଧି ବିବେକ ଅନୁଯାଇ କାର୍ଯ୍ୟ କରନ୍ତୁ । ଯାହା ଯୋଗୁ ଯେଉଁ କାର୍ଯ୍ୟ କରିବେ । ତାହା ଠାରୁ ଆଶା ଠାରୁ ଅଧିକ ଲାଭ ପାଇପାରିବେ । ପରିବାରରେ ଥିବା କଳହ ଦୂର ହୋଇବ । ନୂତନ ମିତ୍ର କରିବାର ଯୋଗ ବନିବ ।

ଧନ ସମସ୍ଯା ଦୂର ହେବ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ବଢିବ ।  ଆର୍ଥିକ ସ୍ଥିତିରେ ସ୍ଥିରତା ଆସିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ନୂଆ ବର୍ଷଟି ପାଠ ପଢା କ୍ଷେତ୍ରରେ ଭଲ ପଦର୍ଶନ ରହିବ । ନିଜ ସ୍ଵାସ୍ଥ ପ୍ରତି ଟିକେ ଅଧିକ ଯତ୍ନଶୀଳ ରହିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *