ଚମତ୍କାରୀ ଫୁଲ ! ବଦଳେଇ ଦେଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିପରି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ପ୍ରକାର ଫୁଲ ଏହି ଧରାପୃଷ୍ଟରେ ଦେଖିବାକୁ ମିଳିଥାଏ । ସମସ୍ତ ଫୁଲର ରଙ୍ଗ, ବାସ୍ନା ଓ ରୂପ ଅଲଗା ଅଲଗା ପ୍ରକାରର ହୋଇଥାଏ । ଆଜି ଆପଣ ମାନେ ମନ୍ଦାର ଫୁଲର ଧାର୍ମିକ ଓ ସ୍ଵାସ୍ଥ ଜନିତ ବିଶେଷତା ବିଷୟରେ ଜାଣିବାକୁ ପାଇବେ । ଯେଉଁ ମାନଙ୍କ ଘର ଉପରେ ସୂର୍ଯ୍ୟ ଦେବଙ୍କର ପ୍ରଭାବ ଭଲ ରହୁନାହିଁ ।  ସେମାନଙ୍କୁ ମନ୍ଦାର ଗଛ ନିଜ ଘରେ ଅର୍ଥାତ ବାଡି ବଗିଚାରେ ଲଗାଇବା ଉଚିତ ।

ସୂର୍ଯ୍ୟଙ୍କର ଯେଉଁ ବ୍ୟକ୍ତି ଉପରେ ଖରାପ ପ୍ରଭାବ ରାହୁଥାଏ । ସେହି ବ୍ୟକ୍ତିଙ୍କ ମଧ୍ୟରେ ସାହସ ପ୍ରବୃତ୍ତି ଦେଖିବାକୁ ମିଳିନଥାଏ । ତେଣୁ ନିଜ ମଧ୍ୟରେ ଥିବା ଭୟ ପ୍ରବୃତିକୁ ଦୂର କରି ସାହସ ଓ ଧର୍ଜ୍ୟ ଶକ୍ତି ବଢାଇବା ପାଇଁ ଚାହୁଁଥିଲେ । ତେବେ ନିହାତି ଭାବରେ ମନ୍ଦାର ଗଛ ଲଗାଇବା ଉଚିତ । ଘରେ ମଙ୍ଗଳ ଦୋଷ ରହୁଛି । ବୈବାହିକ ଜୀବନରେ ସମସ୍ଯାମାନ ଆସୁଛି ।

ତେବେ ମଧ୍ୟ ମନ୍ଦାର ଗଛ ଲଗାଇବା ଉଚିତ । ଏହା ସହିତ ମନ୍ଦାର ଫୁଲ ନିତ୍ୟ ୩ ମାସ ପର୍ଯ୍ୟନ୍ତ ଭଗବାନ ହନୁମାନଙ୍କୁ ଚଢାଇବା ଉଚିତ । ମଙ୍ଗଳ ଗ୍ରହର ଖରାପ ପ୍ରଭାବ ଯୋଗୁ ଯାହା ସବୁ ଅସୁବିଧା ସବୁ ଆସୁଛି । ତାହା ସବୁ ଦୂର ହୋଇଥାଏ । ଯେଉଁ ମାନେ ଶନିଦେବଙ୍କର କୋପର ଶିକାର ହୋଇଛନ୍ତି ଅର୍ଥାତ ଯେଉଁ ମାନଙ୍କୁ ଶନିଦୋଷ ଲାଗିଛି ।

ସେମାନେ ପ୍ରତିଦିନ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରି ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ଉଚିତ । ଯେଉଁ ଲୋକ ମାନଙ୍କର କୌଣସି ପ୍ରକାର ମନବାଞ୍ଛା ପୂରଣ ହେଉନଥାଏ । ତେବେ ଶୁକ୍ରବାର ଦିନ ୨୧ ଟି ମନ୍ଦାର ଫୁଲରେ ମାଳ ପ୍ରସ୍ତୁତ କରି ମା ଲକ୍ଷ୍ମୀଙ୍କୁ ସନ୍ଧ୍ଯା ସମୟରେ ଚଢାଇବା ଉଚିତ । ଏହା ସହିତ ଘିଅ ଦୀପ ଅର୍ପଣ କରି ନିଜର ମନସ୍କାମନା ମା ଲକ୍ଷ୍ମୀଙ୍କୁ ଜଣାଇବା ଉଚିତ ।

ଏପରି କରିବାର କେତୋଟି ଶୁକ୍ରବାର ପରେ ନିହାତି ଭଲ ପରିଣାମ ପ୍ରାପ୍ତ ହୋଇବ । ଯେଉଁ ଲୋକ ମାନଙ୍କ ଶରୀରରେ ଆଇରନର ଅଭାବ ରହୁଛି । ସେମାନଙ୍କୁ ମଧ୍ୟ ମନ୍ଦାର ଫୁଲର ଚାହା ସେବନ କରିବା ଉଚିତ । ଏହି ଚାହା କରିବା ପାଇଁ ହେଲେ ମନ୍ଦାର ଫୁଲକୁ ପାଣିରେ ପକାଇ ଫୁଟାଇ ଏଥିରେ ଅଳ୍ପ ଗୁଡ ମିଶାଇ ଖାଇବା ଉଚିତ ।

ଏହାର ଚାହା ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଶରୀରରେ ହେଉଥିବା ରକ୍ତର ଅଭାବକୁ ଦୂର କରିଥାଏ । ମନ୍ଦାର ଫୁଲକୁ ଆଣି ଚାହା ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଅନ୍ୟ ଏକ ଫାଇଦା ହେଉଛି ଏହା ସେବନ କରିବାର କିଛି ସମୟ ପର୍ଯ୍ୟନ୍ତ ଭୋକ ହୋଇନଥାଏ ।

ଯାହା ଦ୍ଵାରା ଯେଉଁ ମାନେ ନିଜର ଅଯଥା ମୋଟାପଣ ଦୂର କରିବା ପାଇଁ ଚାହୁଁଥାନ୍ତି । ସେମାନେ ନିହାତି ଏହାର ସେବନ କରନ୍ତୁ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *