Astrology- ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ କେତୋଟି ପିଲା ହେବ ଆପଣଙ୍କର ?

ନମସ୍କାର ବନ୍ଧୁଗଣ , ଆମ ଜୀବନରେ ଶାସ୍ତ୍ର ର ଅଧିକ ମହତ୍ଵ ରହିଥାଏ । ଆମ ଜୀବନରେ କେବେ କଣ ଘଟିବାକୁ ଯାଉଛି ତାହା ଆମେ ଶାସ୍ତ୍ର ଦ୍ଵାରା ଜାଣିପାରିଥାଉ ।  ଶାସ୍ତ୍ର ଅନୁସାରେ ଆମ ଜୀବନରେ ଘଟିବାକୁ ଯାଉଥିବା ଅନେକ ବିଷୟରେ ସଂକେତ ଦେଇଥାଏ । କିନ୍ତୁ ଆମେ ତାହା ବୁଜିପାରିନଥାଉ । ଠିକ ସେହି ଭଳି ଆମ ନାମ ର ପ୍ରଥମ ଅକ୍ଷରର ମଧ୍ୟ ବିଶେଷ ଅର୍ଥ ରହିଛି  ଏହା ମଧ୍ୟ ଆମ କୁ ଅନେକ ସଙ୍କେତ ଦେଇଥାଏ , ଯାହା ବିଷୟରେ ଆମେ ଅଜଣା ରହିଥାଉ ।

ସାଧାରଣ ଭାବ  ରେ ଜ୍ୟୋତିଷ ଶାସ୍ତ୍ର ରେ ମଣିଷ ର ପ୍ରାୟଅ ଅଧିକାଂଶ ବିଷୟରେ ଲେଖାଯାଇଅଛି । ଆମେ ଆମ ଜୀବନରେ ଜ୍ୟୋତିଷ ଶାସ୍ତ୍ର ଜାଣି ଅନେକ ବିଷୟ ବା ଆମ ଜୀବନ ହିଁ ପରିବର୍ତ୍ତନ ହୋଇଯାଇଥାଏ । ବିବାହତି ଦମ୍ପତି ମାନେ ତାଙ୍କ ଛୁଆ ବିଷୟରେ ଜାଣିବାକୁ ଇଛୁକ ହୋଇଥାନ୍ତି । ସେମାନେ ଜାଣିବାକୁ ଚାହିଥାନ୍ତି କି ତାଙ୍କୁ କେତେଟି ଛୁଆ ଜନ୍ମ ହେବ ଏବଂ ଛୁଆମାନେ କେଉଁ ଭଳି ସ୍ଵଭାବର ହୋଇଥାନ୍ତି ।

ଆଜି ମୁଁ ଆପଣଙ୍କୁ ଇଂରାଜୀ ଅକ୍ଷର A  , S,   M , I , V  , Y ଥିବା ବ୍ୟକ୍ତି ମାନଙ୍କ କେତେଟି ଛୁଆ ହେବ । ଯଦି କୋଣସି ବିବାହିତ ଦମ୍ପତିଙ୍କ ନାମ  A ,S , M ରେ ପ୍ରାରମ୍ଭ ହୋଇଥାଏ । ଏମାନଙ୍କ ସ୍ଵାଭାବ ଶାନ୍ତ ଏବଂ ପଇସା  କର୍ଚ କରିବା କ୍ଷେତ୍ରରେ ଭାବି ଚିନ୍ତି କରିଥାନ୍ତି । ଅନେକ ଲୋକିଏ ଏମାନଙ୍କୁ ବୁଜିପାରିନଥାନ୍ତି । ଏମାନଙ୍କ ମଧ୍ୟରେ ପ୍ରେମ ଅଧିକ ରହିଥାଏ ତୃତୀୟ ବ୍ୟକ୍ତି କୁ ଏମାନେ ନିଜର ଜୀବନରେ ପଶିବାକୁ ଦିଅନ୍ତି ନାହିଁ ।

ଏମାନେ ସବୁ ବେଳେ ଚେଷ୍ଟା କରିଥାନ୍ତି ନିଜର ଜୀବନ ଶୈଳୀ କୁ ପରିବର୍ତ୍ତନ କରିବାରେ । ଏମାନେ ଅଧିକ ପରିଶ୍ରମ କରିବାର ମନ ରଖିଥାନ୍ତି । ଏମାନନାକ ଦାମ୍ପତ୍ୟ ଜୀବନ ସବୁ ବେଳେ ସୁଖ ଶାନ୍ତି ରେ ରହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ମାନଙ୍କର ଜାତକରେ ଏମାନଙ୍କୁ ଦୁଇଟି ଛୁଆ ହୋଇଥାନ୍ତି । I ,V , Y  ଅକ୍ଷର ଥିବା ବିବାହିତ ଦମ୍ପତି ବହୁତ ମଜା ମସ୍ତି ହୋଇଥାନ୍ତି ।

ଏମାନେ ସାଙ୍ଗ ସାଥି ମାନଙ୍କ ଗହଳରେ ରହିବାକୁ ପସନ୍ଦ କରିଥାନ୍ତି ।ଚାକିରି କ୍ଷେତ୍ର କୁ ନେଇ ଏତେ ଚିନ୍ତିତ ହୋଇନଥାନ୍ତି । ଏମାନେ ନିଜର ଜୀବନରେ କିଛିନା କିଛି କରିବାର ଲକ୍ଷ ରଖିଥାନ୍ତି ଏବଂ ତାହାକୁ ସଫଳତା ର ସହ କରିଥାନ୍ତି । ଏହି ମାନନାକ ଦାମ୍ପତ୍ୟ ଜୀବନ ରେ କୋଣସି ଅସୁବିଧା ହୋଇନଥାଏ । ଉଭୟ ନିଜକୁ ବୁଜି , ଭୁଲ କୁ ଜଳଦି କ୍ଷମା କରିବାର ଗୁଣ ଏମାନଙ୍କ ଭିତରେ ରହିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମାନଙ୍କୁ ତିନୋଟି ସନ୍ତାନ ଜନ୍ମ ହୋଇଥାଏ । ଏହା ହେଉଛି ଏହି ଛଅ ଟି ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ସନ୍ତାନର ବିଷୟ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *